ମେକ୍ସିକୋ ଭୂମିକମ୍ପ: ମୃତକଙ୍କ ସଂଖ୍ୟା ୨୫୦କୁ ବୃଦ୍ଧି

ଓଡ଼ିଶାଲାଇଭ୍‌ ବ୍ୟୁରୋ ମେକ୍ସିକୋରେ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି। ଏହା ଫଳରେ ବୁଧବାର ଅପରାହ୍‌ଣ ପର୍ଯ୍ୟନ୍ତ ୨୫୦ ଲୋକଙ୍କ ପ୍ରାଣହାନୀ ଘଟିଛି। ଏଥିରେ ୨୦ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଖବର ଅନୁସାରେ ଏହି...

ଆରମ୍ଭ ହେଲା ଫ୍ଲିପକାର୍ଟର ‘ବିଗ୍ ସେଲ୍’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଇ-କମର୍ସ କମ୍ପାନିଗୁଡ଼ିକରେ ଏ ବର୍ଷର ଫେଷ୍ଟିଭାଲ ଧମାକା ଆରମ୍ଭ ହୋଇଯାଇଛି। ଆଜିଠାରୁ କମ୍ପାନିମାନେ ବ୍ୟାପକ ଡିସକାଉଣ୍ଟ ଦେବା ଆରମ୍ଭ କରୁଛନ୍ତି। ଗଲା ବର୍ଷ ଭଳି ଫ୍ଲିପକାର୍ଟ ଏ ବର୍ଷ ମଧ୍ୟ ତାର...

ମେକ୍ସିକୋରେ ଭୂମିକମ୍ପ: ଶହେରୁ ଅଧିକ ମୃତ

ଓଡ଼ିଶାଲାଇଭ୍ ବ୍ୟୁରୋ ମେକ୍ସିକୋରେ ଏକ ବଡ଼ ଧରଣର ଭୂମିକମ୍ପ ଆସିଛି। ଏହା ଫଳରେ ଏପର୍ଯ୍ୟନ୍ତ ୧୫୦ ଲୋକଙ୍କ ପ୍ରାଣହାନୀ ଘଟିଛି। ଖବର ଅନୁସାରେ ଏଥିରେ ୨ କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ୨୭ଟି ବଡ଼...

ଆଇଓସିଏଲ୍‌ ଟିକସ: ରାଜ୍ୟକୁ ପ୍ରଥମ କିସ୍ତିରେ ମିଳିଲା ୨୯୩୫ କୋଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ତୈଳ ନିଗମ ରାଜ୍ୟ ସରକାରଙ୍କୁ ୨୯୩୫ କୋଟି ଟଙ୍କା ପ୍ରଦାନ କରିଛି। ପାରାଦୀପ ତୈଳ ବିଶୋଧନାଗାର ବିବାଦ ସମାଧାନ ପରେ ନିଗମ ୨୦୧୫ ଜୁଲାଇରୁ ୨୦୧୭ ପର୍ଯ୍ୟନ୍ତ ଭାଟ୍ ବାବଦରେ ଏହି...

ହିଂସାକାଣ୍ଡକୁ ଉସ୍‌କାଉଥିଲେ ହନିପ୍ରୀତ: ପଞ୍ଚକୁଲା ସେର୍‌-୫ ଥାନାରେ ରୁଜୁ ହେଲା ମାମଲା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡେରା ସଚ୍ଚା ସୌଦା ଆଶ୍ରମ ମୁଖ୍ୟ ରାମରହିମ୍‌ଙ୍କ ପୋଷ୍ୟ କନ୍ୟା ହନିପ୍ରୀତଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ପଞ୍ଚକୁଲାର ସେର୍ ୫ ପୋଲିସ୍ ଷ୍ଟେସନରେ ହନିପ୍ରୀତଙ୍କ ବିରୋଧରେ ଏହି ମାମଲା ମଙ୍ଗଳବାର ରୁଜୁ...

ପ୍ରଭାତ ବିଶ୍ୱାଳଙ୍କ ଗିରଫକୁ ନେଇ କିଏ କ’ଣ କହିଛନ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ "କେନ୍ଦ୍ର ସରକାର ସିବିଆଇକୁ ପୋଷା ଶୁଆ ଭାବେ ବ୍ୟବହାର କରୁଛନ୍ତି। ଯିଏ ଦୋଷ କରିବ ସିଏ ଦଣ୍ଡ ପାଇବ। ଏଥିରେ ଦଳ କିମ୍ବା ନବୀନ ପଟ୍ଟନାୟକଙ୍କର କିଛି କରିବାର ନାହିଁ। ଆଇନ୍...

ବନ୍ଦ ହେବ ତାରକ ମେହେତା କା ଉଲ୍‌ଟା ଚଷମା!

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୋନି-ସବ୍‌ ଚ୍ୟାନେଲ୍‌ର ଲୋକପ୍ରିୟ ଧାରାବାହିକ ‘ତାରକ ମେହେତା କା ଉଲ୍‌ଟା ଚଷମା’ର ଦର୍ଶକଙ୍କ ପାଇଁ ଖରାପ ଖବର। ଏହି ସିରିୟଲଟି ବନ୍ଦ ହେବାର ଆଶଙ୍କା ଦେଖାଦେଇଛି। ସିରିୟଲର ଏକ ଦୃଶ୍ୟକୁ ନେଇ ଶିରୋମଣି...

ଦୁଇରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି ନାହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସାମ ସରକାର ମଙ୍ଗଳବାର ଦିନ ଆଉ ଏକ ବଡ଼ ଆଇନକୁ ମଞ୍ଜୁରୀ ଦେଇଛନ୍ତି। ଆସାମ ବିଧାନସଭାରେ ଗୃହୀତ ହୋଇଥିବା ନୂଆ ଜନସଂଖ୍ୟା ନୀତି ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କର ୨ରୁ ଅଧିକ...

ଖରାପ ଗୀତ ପାଇଁ ମିଡିଆକୁ ଦାୟୀ କଲେ କୁମାର ସାନୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଜିକାଲି ରେଡିଓ, ଟିଭି ଓ ସିନେମାରେ ବାଜୁଥିବା ଖରାପ ଗୀତ ପାଇଁ ଆମେ କାହାକୁ ଦାୟୀ କରିବା? ବଲିଉଡ୍‌ର ବିଶିଷ୍ଟ ଗାୟକ କୁମାର ସାନୁଙ୍କ ପାଖରେ ଏହାର ଉତ୍ତର ଅଛି। ସାନୁଙ୍କ ମତରେ...

ସିବିଆଇକୁ ବିଜେପି ରାଜନୈତିକ ପ୍ରତିଶୋଧ ପାଇଁ ଅସ୍ତ୍ର କରିଛି: ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦଳୀୟ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିବା ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ତୀବ୍ର ପ୍ରତିକ୍ରିୟା। ଦଳ କହିଲା ବିଜେପିର କଳ, ବଳ ଓ ଛଳ ବିରୋଧରେ ହେବ...