ବିଶ୍ୱର ଏହି ଦେଶରେ ନାହାନ୍ତି କୌଣସି ସେନା – ସୀମାର ସୁରକ୍ଷା କରନ୍ତି ପଡ଼ୋଶୀ ଦେଶ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ଦେଶ ପାଇଁ ତାର ପ୍ରକୃତ ବଳ ହେଉଛି ତାର ସେନା। ଦୁନିଆରେ ଆଜି ଯେଉଁଦେଶର ସେନା ଯେତେ ଉନ୍ନତ ସେ ଦେଶ ସେତେ ଶକ୍ତିଶାଳୀ ବୋଲି କୁହାଯାଏ। ଅଧିକାଂଶ ଦେଶରେ...
ଇରାକ୍ ଉପରେ ଆମେରିକାର ଏୟାର୍ ଷ୍ଟ୍ରାଇକ୍ – ବନ୍ଦ ହୋଇପାରେ ବିଦେଶରୁ ତେଲ ଆମଦାନୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇରାକ୍ ଉପରେ ଆମେରିକାର ଏୟାର୍ ଷ୍ଟ୍ରାଇକ୍ ହେବା ପରେ,ଏବେ ସାରା ବିଶ୍ୱରେ ତୈଳ ଦର ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି।
ଇରାକ୍ ଉପରେ ଆମେରିକାର ଏୟାର୍ ଷ୍ଟ୍ରାଇକ୍ ଘଟଣାରେ ଏବେ ସାରା...
ଇରାକ୍ ଉପରେ ଏୟାର ଷ୍ଟ୍ରାଇକ୍ କଲା ଆମେରିକା, ଦୁଇ ଆର୍ମି ଅଫିସର୍ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଇରାକ୍ ଉପରେ ଆକ୍ରମଣ କରିଛି ଆମେରିକା। ଗୁରୁବାର ମଧ୍ୟରାତ୍ରିରେ ଆମେରିକା ଇରାକର ବାଗଦାଦ୍ ଏୟାରପୋର୍ଟ ଉପରେ ଏୟାର୍ ଷ୍ଟ୍ରାଇକ୍ କରିଛି। ଏହି ଆକ୍ରମଣରେ ଦେଶର ମେଜର ଜେନେରାଲ କାସିମ ସୁଲେମାନଙ୍କ ସହ...
ଜାନୁଆରି ୬ରେ ଲଞ୍ଚ୍ ହେବ Realme 5i ସ୍ମାର୍ଟଫୋନ୍ – ମିଳିବ କ୍ୱାଡ୍ କ୍ୟାମେରା ସେଟ୍ଅପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସନ୍ତା ଜାନୁଆରି ୬ ତାରିଖରେ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନି ରିଅଲମି ଏହାର Realme 5i ସ୍ମାର୍ଟଫୋନ୍କୁ ଲଞ୍ଚ୍ କରିବ। ସୋମବାର ଏହାକୁ ଭିଏତ୍ନାମ୍ରେ ଲଞ୍ଚ୍ କରିବା ପାଇଁ କମ୍ପାନି ଘୋଷଣା କରିଛି।...
ଛଅ ମାସରେ ଦେଶ ବଦଳାଉଛି ଦ୍ୱୀପ – ଅଧା ବର୍ଷ ଫ୍ରାନ୍ସରେ, ଅଧା ବର୍ଷ ସ୍ପେନରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଛଅ ମାସରେ ଦେଶ ବଦଳାଉଛି ଦ୍ୱୀପ। ବର୍ଷକର ବାର ମାସରୁ ଛଅ ମାସ ଫ୍ରାନ୍ସରେ ଆଉ ଛଅ ମାସ ସ୍ପେନ ଅଧୀନରେ ରହୁଛି ଗୋଟିଏ ଦ୍ୱୀପ।
ଏହି ଦ୍ୱୀପର ନାଁ ହେଉଛି ଫିଜେଣ୍ଟ...
ଟିକଟକ୍ ଆପକୁ ବ୍ୟାନ୍ କଲା ଆମେରିକା ଆର୍ମି, ଦେଶର ସୁରକ୍ଷା ପ୍ରତି ଆଣୁଛି ବଡ଼ ବିପଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ପପୁଲାର୍ ମ୍ୟୁଜିକ୍ ଭିଡିଓ ଆପ୍ ଟିକଟିକକୁ ଆମେରିକାର ଆର୍ମି ବ୍ୟାନ୍ କରିଦେଇଛି। ଏହି ଆପ୍ ଆମେରିକାର ସୁରକ୍ଷା ପ୍ରତି ବିପଦ ଆଣୁଥିବା କାରଣ ଦର୍ଶାଇ ଆର୍ମି ଏହି ନିଷ୍ପତ୍ତି ନେଇଛି। ଏହାଫଳରେ...
ଜାଣନ୍ତୁ, ବିଦେଶରେ କେମିତି ପାଳନ ହୁଏ ନୂଆବର୍ଷ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ୱର ବିଭିନ୍ନ ସହରେ କିଭଳି ଭାବେ ନୂଆବର୍ଷ ପାଳନ କରାଯାଇଥାଏ? ଜାଣନ୍ତୁ, ଓଡ଼ିଶାଲାଇଭର ଏହି ରିପୋର୍ଟରେ।
ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା, ନୂଆବର୍ଷ ନୂଆ ଅତିଥି ହୋଇ ଆମ ସମସ୍ତଙ୍କ ଜୀବନରେ...
ସୋମାଲିଆରେ ଆତଙ୍କବାଦୀଙ୍କ ବର୍ବରକାଣ୍ଡ – ଆତ୍ମଘାତୀ ବିସ୍ଫୋରଣରେ ଚାଲିଗଲା ୭୮ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଫ୍ରିକୀୟ ଦେଶ ସୋମାଲିଆରେ ଆତଙ୍କବାଦୀ ଘଟାଇଛନ୍ତି ବର୍ବରକାଣ୍ଡ। ଶନିବାର ଏକ ସୋମାଲିଆର ରାଜଧାନୀ ମୋଗାଦିଶୁର ଏକ ଜନଗହଳୀପୂର୍ଣ୍ଣ ସ୍ଥାନରେ ଆତଙ୍କବାଦୀଙ୍କ ଦ୍ୱାରା ଆତ୍ମଘାତୀ ବିସ୍ଫୋରଣ ହୋଇଛି। ଫଳରେ ପ୍ରାୟ ୭୮ ଲୋକଙ୍କ...
୨୦୧୯ରେ ବିଶ୍ୱ ଆତଙ୍କବାଦୀ ତାଲିକାରୁ ବାଗ୍ଦାଦି ଓ ଲାଡେନ୍ ପୁଅର ନାଁ ସଫା
ଓଡ଼ିଶାଲାଇଭ୍ ବ୍ୟୁରୋ
ସରିବାକୁ ଯାଉଛି ୨୦୧୯ ବର୍ଷ। ନୂଆ ବର୍ଷର ସ୍ୱାଗତ ପାଇଁ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ଚଳିତ ବର୍ଷର ଚର୍ଚ୍ଚିତ ଘଟଣାକୁ ଦୃଷ୍ଟି ଦେଲେ ଆତଙ୍କବାଦକୁ ବାଦ୍ ଦିଆଯାଇ ପାରିବନି। ୨୦୧୯ ବର୍ଷରେ...
ଏମିତି ଏକ ଦେଶ- ଯେଉଁଠି ରାଜା କୋଟିପତି, ଲୋକ କିନ୍ତୁ ଖାଇବାକୁ ପାଉନାହାନ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଏମିତି ଏକ ଦେଶ ଯେଉଁଠି ନାଗରିକମାନେ ପେଟକୁ ଭରପୂର ଖାଇବାକୁ ପାଉନାହାନ୍ତି। ପିନ୍ଧିବାକୁ ସଠିକ୍ ପରିମାଣର କପଡ଼ା ପାଉନାହାନ୍ତି। କିନ୍ତୁ ସେଠାକାର ରାଜା ଜଣେ କୋଟିପତି।
ଆଫ୍ରିକା ମହାଦେଶରେ ଏପରି ଏକ ଦେଶ...





















