National

ମୋଦି ଶୁଣୁ ନାହାନ୍ତି ଓଡ଼ିଆ ଯୁବକଙ୍କ ଗୁହାରୀ: ରାମଲୀଳା ମଇଦାନରେ ଅନଶନରେ ବସିଲେ ମୁକ୍ତିକାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଗୁହାରୀ ଶୁଣୁ ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ଜନ୍ତରମନ୍ତରରୁ ମୁକ୍ତିକାନ୍ତଙ୍କୁ ପୋଲିସ ଉଠାଇବା ପରେ ସେ ରାମଲୀଳା ମଇଦାନରେ ଅନଶନରେ ବସିଛନ୍ତି। ପ୍ରଧାନମନ୍ତ୍ରୀ ନଭେଟିଲେ ଓଡ଼ିଶା...

ଆଇଏଏସ ଟପ୍ପରଙ୍କ ଲୁଙ୍ଗି ଡ୍ୟାନ୍ସ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଏଏସ ଟପ୍ପର ଟିନା ଡାବିଙ୍କ ଲୁଙ୍ଗି ଡ୍ୟାନ୍ସ। ଟିନାଙ୍କ ସହ ନଜର ଆସିଛନ୍ତି ଟିନାଙ୍କ ସ୍ୱାମୀ ଅତହର ଆମୀର। ପୁଣି ଚର୍ଚ୍ଚାରେ ୨୦୧୫ ଆଇଏଏସ ଟପ୍ପର ଟିନା ଡାବି। ନିକଟରେ ନିଜ ଇନଷ୍ଟାଗ୍ରାମ...

କାହିଁକି ଚାଲିଗଲା ଗୋଟିଏ ପରିବାରର ୧୧ ଜଣଙ୍କ ଜୀବନ? ପଢ଼ନ୍ତୁ ରେଜିଷ୍ଟରର ପ୍ରତିଟି ପୃଷ୍ଠା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର ଦିଲ୍ଲୀର ବୁରାରି ସନ୍ଥ ନଗର ଅଞ୍ଚଳରେ ଗୋଟିଏ ଘର ଭିତରୁ ପରିବାରର ୧୧ ଜଣଙ୍କ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦିଲ୍ଲୀ ବୁାରାରିର ଗୋଟିଏ ଘର ୧୧ ଜଣଙ୍କ...

ଦିଲ୍ଲୀର ବୁରାରି ଅଞ୍ଚଳରେ ଚାଞ୍ଚଲ୍ୟ: ଗୋଟିଏ ଘରୁ ମିଳିଲା ପରିବାରର ୧୧ ମୃତ ଶରୀର

  ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର ଦିଲ୍ଲୀର ବୁରାରି ସନ୍ଥ ନଗର ଅଞ୍ଚଳରେ ଗୋଟିଏ ଘର ଭିତରୁ ପରିବାରର ୧୧ ଜଣଙ୍କ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ରବିବାର ସକାଳୁ ଦିଲ୍ଲୀର ବୁରାରି ଅଞ୍ଚଳରୁ ଗୁରୁ...

ଘାଟି ତଳକୁ ଖସିଲା ଯାତ୍ରୀବାହୀ ବସ୍‌: ୪୮ମୃତ, ୮ ଆହତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତରାଖଣ୍ଡ ପୌଡି ଗଡବାଲରେ ରବିବାର ସକାଳେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି। ଘାଟି ତଳକୁ ଏକ ଯାତ୍ରୀବାହୀ ବସ ଖସି ପଡି ୪୮ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରାଖଣ୍ଡ ଗଡବାଲ ଜିଲ୍ଲା...

ସତ୍ୟଶ୍ରୀ ଶର୍ମିଳା ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସମାଜରେ ଧୀରେ ଧୀରେ କିନ୍ନରଙ୍କ ପ୍ରତି ମନୋଭାବ ବଦଳିବାରେ ଲାଗିଛି। ସେମାନଙ୍କୁ ସମାଜରେ ପରିଚୟ ମଧ୍ୟ ମିଳିବା ଆରମ୍ଭ ହେଲାଣି ଯାହାକି ଅତ୍ୟନ୍ତ ଭଲ କଥା। ଏହି କ୍ରମରେ ଶନିବାର ଦିନ...

୨୦୧୯ ପାଇଁ ଅଙ୍କ କଷିଲେ ଅମିତ ଶାହ: ୭ ରାଜ୍ୟର ବିଜେପି ନେତାଙ୍କ ସହ କଲେ ମନ୍ଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ରେ କେନ୍ଦ୍ରରେ ବିଜେପି ସରକାରର ଦବ୍‌ଦବାକୁ ବଜାୟ ରଖିବା ପାଇଁ ଅଙ୍କ କଷୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ଅଙ୍କ କଷିବା ଆରମ୍ଭ କରିଛି।...

ତିନ୍ ତଲାକ ପରେ ନିକାହ ହଲାଲା ପ୍ରଥାରେ ବି ଲାଗିବ ରୋକ! ଚାଲିଛି ପ୍ରସ୍ତୁତି, ଜାଣନ୍ତୁ ନିକାହ ହଲାଲା...

ଓଡ଼ିଶାଲାଇଭ୍‌ ବ୍ୟୁରୋ ‘ତିନି ତଲାକ୍‍’ ପ୍ରଥା ଅବୈଧ ଘୋଷଣା ପରେ ଏବେ ‘ନିକାହ ହଲାଲା’ ରୀତିକୁ ବେଆଇନ୍‍ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଚାଲିଛି ପ୍ରସ୍ତୁତି। କେନ୍ଦ୍ର ସରକାର ମୁସଲମାନ ପରମ୍ପରାର ନିକାହ...

ରେକର୍ଡ କଲା ‘ପାସପୋର୍ଟ ଆପ୍’: ଦୁଇଦିନରେ ୧୦ଲକ୍ଷରୁ ଊର୍ଦ୍ଧ୍ୱଥର ଡାଉନଲୋଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗତ ୨୬ ତାରିଖରେ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ ଲଞ୍ଚ୍‌ କରାଯାଇଥିବା ପାସ୍‌ପୋର୍ଟ ସେବା ମୋବାଇଲ ଆପ୍‌ ‘ଏମପାସପୋର୍ଟ ସେବା ଆପ’ ୨ଦିନ ମଧ୍ୟରେ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଥର ଡାଉନ୍‌ଲୋଡ ହୋଇଛି। ଷଷ୍ଠତମ ପାସପୋର୍ଟ ସେବା...

ପତ୍ନୀ ନିର୍ଯାତନାରୁ ମୁକ୍ତି ପାଇବା ପାଇଁ ସ୍ୱାମୀଙ୍କ ବ୍ରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍ୱାମୀଙ୍କର ଦୀର୍ଘ ଜୀବନ କାମନା କରି ସ୍ତ୍ରୀମାନେ ସାବିତ୍ରୀ ବ୍ରତ ପାଳନ କରୁଥିବା ବେଳେ ମହାରାଷ୍ଟ୍ରରେ ଏକ ଅଦ୍ଭୁତ ଘଟଣା ଦେଖିବାକୁ ମିଳିଛି। ପତ୍ନୀମାନେ ନିଜ ସ୍ଵାମୀମାନଙ୍କ ଦୀର୍ଘ ଆୟୁଷ କାମନା କରି...