ଅନ୍ତିମ ଯାତ୍ରାରେ ବାହାରିଲେ ବାଜପେୟୀ – ଚାଲିଚାଲି ଯାଉଛନ୍ତି ମୋଦି ଓ ଅମିତ ଶାହ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତିମ ଯାତ୍ରାରେ ବାହାରିଛନ୍ତି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ। ବିଜେପି ମୁଖ୍ୟାଳୟରୁ ବାହାରିଲା ବାଜପେୟୀଙ୍କ ପାର୍ଥିବ ଶରୀର। ନିଜ ପ୍ରିୟ ନେତାଙ୍କୁ ଶେଷଥର ଦର୍ଶନ ପାଇଁ ଲକ୍ଷ ଲକ୍ଷ...
ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁରେ ବିଦେଶରେ ଶୋକ – ମରିସସରେ ଦିନିକିଆ ଶୋକ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁରେ ଭାଙ୍ଗିପଡ଼ିଛି ପୂରା ଦେଶ। କେବଳ ଭାରତରେ ନୁହେଁ ବିଦେଶରେ ବି ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରାଯାଇଛି।
ସାର୍କ ଦେଶର ଅନେକ...
କେରଳରେ ଦଶନ୍ଧିର ସବୁଠୁ ଭୟଙ୍କର ବନ୍ୟା – ଗଲାଣି ୯୪ ଜଣଙ୍କ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ କିଛିଦିନ କେରଳରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଯାଇଛି ୯୪ ଜଣଙ୍କ ଜୀବନ। ଲକ୍ଷ ଲକ୍ଷ ଲୋକ ବାସହରା ହୋଇଛନ୍ତି।
କେରଳରେ ମୂଷଳଧାରାରେ ପ୍ରବଳ ବର୍ଷା ଜାରି ରହିଛି। ବିଭିନ୍ନ ନବଦୀରେ ବନ୍ୟା...
ପାରିବାରିକ କଳହର କରୁଣ ପରିଣତି – ବିବାହର ୩ ମାସ ପରେ ନବଦମ୍ପତ୍ତିଙ୍କ ଆତ୍ମହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିବାହକୁ ଚାରି ମାସ ନ ପୂରୁଣୁ ବିଷ ପିଇ ସ୍ୱାମୀ ଓ ସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି। ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ଧାମନଗର ବ୍ଲକ ଶ୍ୟାମପୁର ଗ୍ରାମରେ।
ପାରିବାରିକ...
ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନର୍ଥେ ନିର୍ମାଣ ହେବ ‘ଅଟଳ ମେମୋରିଆଲ୍’!
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଟଳବିହାରୀ ବାଜପେୟୀଙ୍କ ଅବଦାନକୁ ସର୍ବଦା ଉଜ୍ଜୀବିତ ରଖିବା ପାଇଁ ‘ଅଟଳବିହାରୀ ମେମୋରିଆଲ’ ନିର୍ମାଣ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ...
ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ବାଜପେୟୀଙ୍କ ମରଶରୀର – ଅପରାହ୍ଣ ୪ଟାରେ ହେବ ଅନ୍ତିମ ସଂସ୍କାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଅପରାହ୍ଣ ୪ଟା ବେଳେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଶବ ସତ୍କାର କରାଯିବ।
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମ୍ମାନରେ ଶାସକ-ବିରୋଧୀ ଏକାକାର...
ମେକ୍ ଇନ୍ ଓଡ଼ିଶା କନକ୍ଲେଭ – ୩ଟି ଦେଶରେ ଓଡ଼ିଶା କରିବ ରୋଡ୍ ସୋ’
ଓଡ଼ିଶାଲାଇଭ୍ ବ୍ୟୁରୋ
ନଭେମ୍ବରରେ ୧୧ରୁ ୧୫ ତାରିଖ ଯାଏଁ ହେବ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍। ଏହି ପରିପ୍ରେକ୍ଷୀରେ ଓଡ଼ିଶା ତିନୋଟି ଦେଶରେ ରୋଡ୍ ସୋ' କରିବ। ଜାପାନ, କୋରିଆ ଏବଂ ଚୀନରେ ରୋଡ...
ଆରପାରିରେ ବାଜପେୟୀ – ୭ ଦିନିଆ ରାଷ୍ଟ୍ରିୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=2mRtIX6g9CU]
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ଦେହାନ୍ତ ଆଜି ସନ୍ଧ୍ୟା ୫ଟା୫ ମିନିଟରେ ହୋଇଛି। ତାଙ୍କ ବିୟୋଗରେ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ବହୁ ବିଶିଷ୍ଟ ବ୍ୟକ୍ତିମାନେ ବାଜପେୟୀଙ୍କୁ...
ଆଉ ନାହାନ୍ତି ବାଜପେୟୀ, ଜାଣନ୍ତୁ କିଏ କ’ଣ କହିଲେ?
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=2mRtIX6g9CU]
ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ୯୩ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳି...
କାହିଁକି ଅବିବାହିତ ଥିଲେ ଅଟଳ ବିହାରୀ ବାଜପେୟୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସଫଳ ରାଜନୈତିକ କ୍ୟାରିୟର ରହିଥିଲା। କିନ୍ତୁ ପ୍ରେମରେ ଅସଫଳ ହୋଇଥିଲେ ବାଜପେୟୀ!
ଥରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ପଚରାଯାଇଥିଲା ଆପଣ ଅବିବାହିତ କାହିଁକି...





















