ଇମ୍ରାନ ଖାନଙ୍କ ଶପଥ ଗ୍ରହଣ ଉତ୍ସବକୁ ଭାରତର ୪ଜଣଙ୍କୁ ନିମନ୍ତ୍ରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଆସନ୍ତା ୧୧ରେ ଶପଥ ଗ୍ରହଣ କରିବେ। ଇମ୍ରାନ ନିଜର ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଭାରତର ତିନି ପୂର୍ବତନ କ୍ରିକେଟର ସୁନିଲ ଗାଭାସ୍କର, କପିଳ ଦେବ ଓ...
ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ – ଶତ୍ରୁ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାର ରହିଛି କ୍ଷମତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାନ୍ଦିପୁରସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରକୁ ସକାଳ ୧୧ଟା ୩୦ମିନିଟରେ ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି।
ଇଣ୍ଟରସେପ୍ଟର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ବାଲେଶ୍ବରର ଚାନ୍ଦିପୁରସ୍ଥିତ ଅବଦୁଲ କଲାମ ଦ୍ୱୀପରୁ...
ଏନ୍ଆରସି ପ୍ରସଙ୍ଗ – ବିଜେଡିକୁ ପ୍ରଶଂସା କଲା ବିଜେପି, କଂଗ୍ରେସ କହିଲା ଭିତିରି ସମ୍ପର୍କ
ଓଡ଼ିଶାଲାଇଭ୍ ବ୍ୟୁରୋ
ଏନ୍ଆର୍ସି ପ୍ରସଙ୍ଗରେ ବିଜେଡିର ମତକୁ ପ୍ରଶଂସା କରିଛି ବିଜେପି। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ଉଠିଛି।
ଆସାମ ସରକାରଙ୍କ ଏନ୍ଆର୍ସି ତଥ୍ୟକୁ ନେଇ ଜାତୀୟ ରାଜନୀତି ହୁଲ୍ସ୍ତୁଲ୍ ହେଉଛି। ୪୦ ଲକ୍ଷ...
ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦାବିରେ ମୁମ୍ବାଇରେ ତେଜୁଛି ମରାଠା ଆନ୍ଦୋଳନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଶିକ୍ଷା ଓ ନିଯୁକ୍ତିରେ ସଂରକ୍ଷଣ ଦାବିରେ ମରାଠା କ୍ରାନ୍ତି ମୋର୍ଚ୍ଚା ପକ୍ଷରୁ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ଆନ୍ଦୋଳନ କ୍ରମଶଃ ତେଜିବାରେ ଲାଗିଛି।
ମରାଠା ସଂପ୍ରଦାୟ ପକ୍ଷରୁ ଆରମ୍ଭ ହୋଇଥିବା ଶିକ୍ଷା ସଂରକ୍ଷଣ ଆନ୍ଦୋଳନ...
ଭର୍ତ୍ତୃହରି ମହତାବ ପାଇଲେ ଶ୍ରେଷ୍ଠ ସାଂସଦ ସମ୍ମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଞ୍ଚ ଜଣ ସାଂସଦଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଶ୍ରେଷ୍ଠ ସାଂସଦ ସମ୍ମାନରେ ସମ୍ମାନିତ କରିଛନ୍ତି। ଏମାନଙ୍କ ଭିତରେ ଅଛନ୍ତି ବିଜେଡି ସାଂସଦ ଭର୍ତ୍ତୃହରି ମହତାବ। ୨୦୧୭ ବର୍ଷ ପାଇଁ ଭର୍ତ୍ତୃହରିଙ୍କୁ...
‘କନୱାର ଯାତ୍ରା’ରେ ‘ଗୋଲଡେନ୍ ବାବା’ – ଜାଣନ୍ତୁ ତାଙ୍କ ବିଷୟରେ କିଛି ରୋଚକ କଥା
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦ କିଲୋ ଓଜନର ସୁନା ଗହଣା ପିନ୍ଧି ୨୫ତମ ‘କନୱାର ଯାତ୍ରା’ରେ ବାହାରିଛନ୍ତି ଗୋଲଡେନ୍ ବାବା।
୨୦କିଲୋ ଓଜନର ଗହଣା ପିନ୍ଧି ‘କନୱାର ଯାତ୍ରା’ରେ ବାହାରିଛନ୍ତି ଗୋଲଡେନ୍ ବାବା। ଗୋଲ୍ଡେନ୍ ବାବା ଓରଫ ସୁଧୀର...
ଝିଅର ସ୍ମୃତିରେ ୪୫ଜଣ ଝିଅଙ୍କ ସ୍କୁଲ୍ ଫି’ ଦେଉଛନ୍ତି କିରାଣି ବାସବରାଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ନିଜ ଝିଅକୁ ହରାଇବାର ଦୁଃଖଭରଣା କରିବାକୁ ଯାଇ ୪୫ ଜଣ ଝିଅଙ୍କର ସ୍କୁଲ୍ ଫି’ ଦେଇଆସୁଛନ୍ତି କର୍ଣ୍ଣାଟକରେଏକ ସରକାରୀ ଉଚ୍ଚ ବିଦ୍ୟାଳୟରେ କିରାଣି ଭାବେ କାମ କରୁଥିବା ବାସବରାଜ।
ଝିଅର ମୃତ୍ୟୁ...
ବଢ଼ିଲା ଏଲପିଜି ଦର – ମହଙ୍ଗା ହେଲା ରୋଷେଇ ଗ୍ୟାସ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାର ମଧ୍ୟରାତିରୁ ସବ୍ସିଡି ଓ ଅଣ ସବ୍ସିଡ୍ ଏଲ୍ପିଜି ଦର ବୃଦ୍ଧି ପାଇଛି। ସବ୍ସିଡ୍ଯୁକ୍ତ ସିଲିଣ୍ଡର ପିଛା ୧ ଟଙ୍କା ୭୬ ପଇସା ବୃଦ୍ଧି ପାଇଥିବା ବେଳେ ଅଣ ସବ୍ସିଡ୍ଯୁକ୍ତ ସିଲିଣ୍ଡର...
ସୁଧହାର ବଢ଼ାଇଲା ଆରବିଆଇ – ମହଙ୍ଗା ହେବ ଗୃହ ଋଣ ଓ ଗାଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ବୁଧବାରଦିନ ସୁଧ ହାରରେ ୦.୨୫ ପ୍ରତିଶତ ବୃଦ୍ଧି କରିଛନ୍ତି।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ସୁଧହାର ବୃଦ୍ଧି କରିଛି। ବୁଧବାରଦିନ ସୁଧ ହାରରେ ୦.୨୫ ପ୍ରତିଶତ ବୃଦ୍ଧି...
୪୪ ଫୁଟ୍ ଗଭୀର ବୋରୱେଲ୍କୁ ଖସିପଡ଼ିଲେ ୩ ବର୍ଷର ଶିଶୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାର ମୁଙ୍ଗେର ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ୪୪ ଫୁଟ୍ ଗଭୀର ବୋରୱେଲ୍ ଭିତରକୁ ଖସିପଡ଼ିଛି ୩ ବର୍ଷର ଶିଶୁ। ମଙ୍ଗଳବାର ରାତିରୁ ଶିଶୁଟି ବୋରୱେଲ ଭିତରକୁ ଖସିପଡ଼ିଥିଲେ ମଧ୍ୟ ତାଙ୍କୁ...





















