ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟର ଭିତ୍ତିପ୍ରସ୍ତର ସ୍ଥାପନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରଙ୍ଗଠାରେ ନ୍ୟାସନାଲ ସ୍କିଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଆଗାମୀ...
କେବେ ପାସ୍ ହେବ ମହିଳା ସଂରକ୍ଷଣ ବିଲ୍? ମୋଦିଙ୍କୁ ଚିଠି ଲେଖିଲେ ରାହୁଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ବିଲ୍କୁ ନେଇ କାର୍ଡ ଖେଳିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।
ଟ୍ରିପଲ୍ ତଲାକ୍ ବିଲ୍ ସଂସଦରେ ପାସ୍ କରି ଚର୍ଚ୍ଚାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...
ଦିଲ୍ଲୀ ଏମ୍ସରୁ ଡିସଚାର୍ଜ ହେବେ ଜଗା-କାଳିଆ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀ ଏମ୍ସରେ ସୁଧୁରୁଛି କନ୍ଧମାଳର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା। ଆସନ୍ତା ୨ରୁ ୩ ଦିନ ଭିତରେ ଜଗା-କାଳିଆ ଦିଲ୍ଲୀ ଏମ୍ସରୁ ଡିସ୍ଚାର୍ଜ ହେବେ। ଏନେଇ ସୂଚନା ଦେଇଛନ୍ତି ଜଗା-କାଳିଆଙ୍କ ବାପା...
ବଂଶଧାରା ନଦୀରେ ବନ୍ୟା, ମଝି ନଈରୁ ଉଦ୍ଧାର ହେଲେ ୫୩ ଜଣ ଶ୍ରମିକ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଂଶଧାରା ନଦୀରୁ ବାଲି ଆଣିବା ବେଳେ ହଠାତ୍ ମାଡ଼ିଯାଇଥିଲା ବନ୍ୟାପାଣି। ଫଳରେ ୫୩ ଜଣ ଶ୍ରମିକ ଫଶିଯାଇଥିଲେ। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଂଶଧାରା ନଦୀରେ...
ଫିଜିକ୍ସରେ ଶୂନ, କେମିଷ୍ଟ୍ରିରେ ଶୂନ, ତଥାପି ଡାକ୍ତର
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରବେଶିକା ପରୀକ୍ଷା ‘ନିଟ୍’ରେ ପଦାର୍ଥ ବିଜ୍ଞାନ ଓ ରସାୟନ ବିଜ୍ଞାନରେ ଶୂନ ରଖିଥିବା ପରୀକ୍ଷାର୍ଥୀମାନେ ବି ଡାକ୍ତରୀ କଲେଜରେ ନାମ ଲେଖାଇଛନ୍ତି। ‘ମାଇନସ୍ ମାର୍କ’ ରଖିଥିବା ପିଲାମାନେ ବି ଏମ୍ବିବିଏସ୍ ପଢ଼ିବାକୁ...
ପିଲାଚୋରି ସନ୍ଦେହରେ ଇଞ୍ଜିନିୟରଙ୍କୁ ପିଟି ପିଟି ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
‘ହ୍ୱାଟ୍ସଆପ୍’ ଜରିଆରେ ସଂକ୍ରମିତ ଗୁଜବର ଭୟାବହ ପରିଣାମ ଭୋଗିବାକୁ ପଡ଼ିଛି ହାଇଦ୍ରାବାଦର ଜଣେ ସଫ୍ଟୱେୟାର ଇଞ୍ଜିନିୟରଙ୍କୁ। ପିଲାଚୋରି ସନ୍ଦେହରେ ଲୋକଙ୍କ ଆକ୍ରମଣରେ ଜଣେ ଇଞ୍ଜିନିୟର ପ୍ରାଣ ହରାଇଛନ୍ତି ଓ ତାଙ୍କର ତିନିଜଣ...
ମୋଦିଙ୍କ ରାଲିରେ ଭୁଶୁଡ଼ିଲା ଟେଣ୍ଟ, ୨୪ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲିରେ ଅଘଟଣ। ସୋମବାରଦିନ ପଶ୍ଚିମବଙ୍ଗର ମେଦିନାପୁରରେ ମୋଦିଙ୍କ ରାଲିରେ ଟେଣ୍ଟ ଭୁଶୁଡ଼ି ୨୪ଜଣ ଆହତ ହୋଇଛନ୍ତି।
ଆହତମାନଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଉଛି। ଆହତମାନଙ୍କ ମଧ୍ୟରୁ ହାତ...
ଚାନ୍ଦିପୁରରୁ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସର ସଫଳ ପରୀକ୍ଷଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ବାଲେଶ୍ୱର ଜିଲାର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସ୍ର ସଫଳ ପରୀକ୍ଷଣ କରାଯାଇଛି।
ପ୍ରବଳ ଝଡ଼ବର୍ଷା ଯୋଗୁଁ ସମୁଦ୍ର ଅଶାନ୍ତ ମଧ୍ୟରେ ସୁପରସୋନିକ କ୍ରୁଜ୍ କ୍ଷେପଣାସ୍ତ୍ର ବ୍ରହ୍ମୋସ୍ର ସଫଳ...
ଲୋକସଭା ନିର୍ବାଚନ: ଯୋଜନା ମୁତାବକ ମୋଦି ଆରମ୍ଭ କଲେ ‘ରାଜନୀତି’
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
୨୦୧୪ ଭଳି ୨୦୧୯ ନିର୍ବାଚନ ପୂର୍ବରୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିଁ ଲୋକଙ୍କ ନଜରକୁ ଆସିବେ। ସ୍ଥିରୀକୃତ କାର୍ଯ୍ୟସୂଚୀ ଅନୁସାରେ ଆସନ୍ତା ଫେବୃୟାରୀ ମାସ ସୁଦ୍ଧା ମୋଦି ୫୦ଟି...
ରାଷ୍ଟ୍ରପତି ରାଜ୍ୟସଭାକୁ ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କଲେ, ଜାଣନ୍ତୁ ସେମାନଙ୍କ ବିଷୟରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଜ୍ୟସଭାକୁ ଦେଶର ୪ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ମନୋନୀତ କରିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୮୦ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କ ଅନୁମତିକ୍ରମେ ରାଷ୍ଟ୍ରପତି ଦେଶର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଏହି...





















