National

ମୋଦିଙ୍କ ହାତ ଛାଡ଼ିଦେବେ କି ନୀତିଶ? ୫ଟି ପ୍ରସଙ୍ଗକୁ ନେଇ ବିଜେପି-ଜେଡିୟୁ ମଧ୍ୟରେ କଥା କଟାକଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି-ଜେଡିୟୁ ମେଣ୍ଟରେ ଫାଟ! ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମରସଜ୍ଜା ଆରମ୍ଭ ହୋଇଛି। ବିଜେପିକୁ ଟକ୍କର ଦେବା କଂଗ୍ରେସ ମହାମେଣ୍ଟ କରିବା ପାଇଁ...

ଜୁଲାଇ ୧୮ରୁ ସଂସଦର ମୌସୁମୀ ଅଧିବେଶନ: ଏଥର ତିନିଟି ଗୁରୁତ୍ଵପୁର୍ଣ୍ଣ ବିଲ୍ ଉପରେ ହୋଇପାରେ ଚର୍ଚ୍ଚା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆସନ୍ତା ଜୁଲାଇ ମାସ ୧୮ତାରିଖରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ। ଏହା ଅଗଷ୍ଟ ୧୦ତାରିଖ ଯାଏଁ ଚାଲିବ। ସୋମବାର ସଂସଦ ଭବନରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ କମିଟି ଅଫ୍ ପାର୍ଲିଆମେଣ୍ଟାରି...

ଡକାୟତଙ୍କୁ ଧରିବାକୁ ଯାଇଥିବା ଯବାନଙ୍କୁ ଛାଡ଼ି ଚାଲିଗଲେ ସାଥୀ, ଶୋଷରେ ଆଉଟୁପାଉଟୁ ହୋଇ ହରାଇଲେ ଜୀବନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସର୍ଚ୍ଚ ଅପରେସନ ସମୟରେ ଯବାନଙ୍କୁ ଜଙ୍ଗଲରେ ଛାଡ଼ି ସାଥୀରେ ଯାଇଥିବା ଟିମ୍‍ ଚାଲି ଆସିଥିଲେ। ୪୮ ଘଂଟା ପରେ ନିଖୋଜ ହୋଇଯାଇଥିବା ଏସଏଏଫ ଯବାନ ସଚିନ ଶର୍ମାଙ୍କ ଶବ ବଟୋହୀ ଜଙ୍ଗଲରୁ...

ଆର୍ଜେଣ୍ଟିନା ପରାସ୍ତ ହେବା ପରେ ଜୀବନ ହାରିଲେ ଲିଓନେଲ ମେସିଙ୍କ ପ୍ରଶଂସକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁକ୍ରବାରଠାରୁ ନିଖୋଜ ଥିଲେ ଦିନୁ ଆଲେକ୍ସ ଦିନୁଙ୍କ ରୁମ୍‌ରୁ ମିଳିଲା ସୁଇସାଇଡ ନୋଟ୍ ଦୁଇ ଦିନ ପରେ ନଦୀରୁ ମିଳିଲା ଦିନୁଙ୍କ ମୃତଦେହ ଫିଫା ବିଶ୍ୱକପ୍‌ରେ ଶୁକ୍ରବାର ଏକ ମ୍ୟାଚରେ ଆର୍ଜେଣ୍ଟିନା...

ସଫଳ ହେଲାନି ପ୍ରେମ: ମେଜରଙ୍କ ସ୍ତ୍ରୀକୁ ହତ୍ୟାକଲେ ଆଉ ଜଣେ ମେଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀର କେଣ୍ଟ ଅଞ୍ଚଳରେ ରହୁଥିବା ଜଣେ ଆର୍ମି ଅଫିସରଙ୍କ ସ୍ତ୍ରୀର ହତ୍ୟାକାଣ୍ଡ ଉପରୁ ପୋଲିସ ପରଦା ହଟାଇଛି। ହତ୍ୟାକାଣ୍ଡର ୨୪ ଘଣ୍ଟା ଭିତରେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତ...

ମୋଦିଙ୍କ ମନ୍ କି ବାତ୍: ଯୋଗ ଦିବସର ସଫଳତା ବଖାଣିଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୪୫ତମ ମନ୍‌ କି ବାତ୍‌ କାର୍ଯ୍ୟକ୍ରମରେ ଅନ୍ତର୍ଜାତୀୟ ଯୋଗ ଦିବସର ସଫଳତା ବଖାଣିଛନ୍ତି। ଯୋଗ ଦିବସକୁ ସାରା ବିଶ୍ୱ ଆପଣାଇଥିବା ମୋଦି କହିଛନ୍ତି। "ନିକଟରେ ଶେଷ ହୋଇଥିବା...

ସାବାସ! ବାପ-ଝିଅଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୨୦୦୦ଲୋକଙ୍କ ଜୀବନ ବଞ୍ଚିଲା

  ଓଡ଼ିଶାଲାଇଭ୍‌ ବ୍ୟୁରୋ ବାପ-ଝିଅଙ୍କ ପାଇଁ  ୨୦୦୦ଲୋକଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି। ଅଗରତାଲାର ଦିହାଡ଼ିରେ ଘଟିଛି ଏହି ଘଟଣା। ଜଙ୍ଗଲରେ କାଠ କାଟି ନିଜର ପରିବାର ଚଳାଉଥିବା ସ୍ୱପ୍ନ ଦେବ ବର୍ମା ଓ ତାଙ୍କ...

ଫ୍ୟାସନ୍‌ ବଜାରର ନୂଆ ଟ୍ରେଣ୍ଡ୍ ‘ମୋଦି ଗାମୁଛା’

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଯୁବପିଢ଼ିଙ୍କ ମଧ୍ୟରେ ମୋଦିଙ୍କ କୁର୍ତ୍ତା ଓ ଜ୍ୟାକେଟର ଲୋକପ୍ରିୟତା ବୃଦ୍ଧି ପାଇଥିଲା। ଏବେ ‘ମୋଦି ଗାମୁଛା’ ବଜାରରେ ନୂଆ ଟ୍ରେଣ୍ଡ୍ ଭାବେ ଉଭା...

ଦାତି ମହାରାଜ ବିବାହିତ ନା ଅବିବାହିତ? ନିଜେ କାନ୍ଦି କାନ୍ଦି କହିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଳାତ୍କାର କେସ୍‌ରେ ଫସିଥିବା ଦାତି ମହାରାଜ ନିଜ ବୈବାହିକ ଜୀବନ ବିଷୟରେ ଖୋଲି କହିଛନ୍ତି। ବଳାତ୍କାର ମାମଲାରେ ଆତ୍ମଘୋଷିତ ବାବା ଦାତି ମହାରାଜଙ୍କୁ ଶୁକ୍ରବାରଦିନ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ଥର ଲାଗି ପଚରାଉଚରା କରିଛି। ଜେରା...

କଂଗ୍ରେସର ମହାଅଭିଯୋଗ: ବିମୁଦ୍ରିକରଣ ବେଳେ ଅମିତ ଶାହା ୭୪୫ କୋଟି ଟଙ୍କାର ନୋଟ ବଦଳାଇଥିଲେ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‍ ବ୍ୟୁରୋ ବିମୁଦ୍ରିକରଣ ବେଳେ ଅମିତ ଶାହା ୭୪୫ କୋଟି ଟଙ୍କାର ନୋଟ ବଦଳାଇଥିଲେ ବୋଲି କଂଗ୍ରେସ ଅଭିଯୋଗ କରିଛି। ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଉପରେ ଏକ ବଡ଼ ଅଭିଯୋଗ ଆସିଛି। ବିମୁଦ୍ରିକରଣ ସମୟରେ...