ଝାରସୁଗୁଡ଼ାରେ ହେବ ଦ୍ୱିତୀୟ ବିମାନ ବନ୍ଦର
ଓଡ଼ିଶାଲାଇଭ୍ ବ୍ୟୁରୋ
ଝାରସୁଗୁଡ଼ା ଏୟାରଷ୍ଟ୍ରିପ ରାଜ୍ୟର ଦ୍ୱିତୀୟ ବିମାନ ବନ୍ଦରର ମାନ୍ୟତା ପାଇଛି। ଏନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ। ସେ ଟୁଇଟ୍...
କର୍ଣ୍ଣାଟକରେ ବିଜେପି ବାଣ୍ଟିବ ମଙ୍ଗଳସୂତ୍ର, କଂଗ୍ରେସ ଦେବ ସୁନା ଥାଳି
ଓଡ଼ିଶାଲାଇଭ୍ ବ୍ୟୁରୋ
ଜମୁଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ମହିଳା ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ମଙ୍ଗଳସୂତ୍ର ବାଣ୍ଟିବ ବୋଲି କହିଥିବା ବେଳେ କଂଗ୍ରେସ କହିଛି ସୁନା ଥାଳି ଦେବ।
ପାଖେଇ ଆସୁଛି କର୍ଣ୍ଣାଟକ ବିଧାନସଭା...
ସୀତାଂଶୁ କର: ପିଆଇବିର ନୂଆ ପଏଣ୍ଟସମ୍ୟାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପିଆଇବିର ମହାନିର୍ଦ୍ଦେଶକ ହୋଇଛନ୍ତି ସୀତାଂଶୁ କର। ଏହା ଓଡ଼ିଶା ପାଇଁ ଖୁସି ଖବର।
ଫ୍ରାଙ୍କ ନୋରାନାଙ୍କ ପରେ ଭାରତ ସରକାରଙ୍କ ପତ୍ର ସୂଚନା ନିର୍ଦ୍ଦେଶାଳୟର ମୁଖ୍ୟ ଭାବେ ସୀତାଂଶୁ ରଞ୍ଜନ କରଙ୍କ ଦାୟିତ୍ୱ...
ଆଜିର ବଡ଼ ଖବର (ମେ ୪, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ମେ ୭ରେ ମାଟ୍ରିକ ରେଜଲ୍ଟ: ୱେବସାଇଟ୍-ଏସଏମଏସ୍ ଜରିଆରେ ଜାଣିହେବ ପରୀକ୍ଷା ଫଳ
ମେ ୭ ତାରିଖରେ...
କର୍ଣ୍ଣାଟକ ନିର୍ବାଚନ ପୂର୍ବରୁ ବିଜେପିର ଘୋଷଣାପତ୍ର: ମହିଳାଙ୍କୁ ମିଳିବ ସ୍ମାର୍ଟଫୋନ୍, ଶସ୍ତା ଲୋନ ଓ ମଙ୍ଗଳସୁତ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ବିଧାନସଭା ନିର୍ବାଚନ ହେବାକୁ ଆଉ ମାତ୍ର ସପ୍ତାହେ ବାକି ଅଛି। ତା’ପୂର୍ବରୁ ଭୋଟରଙ୍କ ମନକୁ ଛୁଇଁବା ଭଳି ଘୋଷଣା କରିବାରେ ଲାଗିପଡ଼ିଛନ୍ତି ଉଭୟ ବିଜେପି ଓ କଂଗ୍ରେସ।
କର୍ଣ୍ଣାଟକ ନିର୍ବାଚନ ପାଇଁ...
୨୦୧୯ ପଦ୍ମ ପୁରସ୍କାର ପାଇଁ ଦରଖାସ୍ତ ଆହ୍ୱାନ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ବର୍ଷର ପଦ୍ମ ପୁରସ୍କାର ପାଇଁ ଅନଲାଇନ ଦରଖାସ୍ତ ଓ ସୁପାରିଶ ପ୍ରକ୍ରିୟା ଆରମ୍ଭ ହୋଇଛି। ମେ' ପହିଲାରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ବେଳେ ସାଧାରଣତନ୍ତ୍ର ଦିବସ ପୂର୍ବରୁ ପଦ୍ମଶ୍ରୀ,...
ସାବଧାନ! ବଜାରରେ ମିଳୁଛି କୁକୁର ଓ ବିଲେଇ ମାଂସ
ଓଡ଼ିଶାଲାଇଭ୍ ବ୍ୟୁରୋ
ହୋଟେଲ୍ କିମ୍ବା ରେସ୍ତୋରାଁରେ ମାଂସ ଖାଉଥିଲେ ସାବଧାନ ହୋଇଯାନ୍ତୁ। ଚିକେନ୍ ଓ ମଟନ ନାଁରେ ବଜାରରେ ମିଳୁଛି କୁକୁର ଓ ବିଲେଇ ମାଂସ।
ଆପଣଙ୍କୁ କିଏ ଯଦି କୁହେ କି ଚିକେନ ଓ...
ଓଲଟିବା ପରେ ବସରେ ଲାଗିଲା ନିଆଁ, ୨୨ ଯାତ୍ରୀ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିହାରର ମୋତିହାରି ନିକଟରେ ଗୁରୁବାର ଅପରାହ୍ଣରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମୁଜାଫରପୁରରୁ ଦିଲ୍ଲୀ ଆସୁଥିବା ଘରୋଇ ବସ୍ଟି ମୋତିହାରି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ବସ୍ଟି ଓଲଟି ପଡ଼ିବା...
ବିଶ୍ଵର ୧୦ଟି ସବୁଠୁ ଶକ୍ତିଶାଳୀ ଦେଶ: ଫ୍ରାନ୍ସକୁ ପଛରେ ପକାଇ ପଞ୍ଚମ ସ୍ଥାନରେ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାମରିକ କ୍ଷେତ୍ରରେ ଅଧିକ ଖର୍ଚ୍ଚ କରୁଥିବା ବିଶ୍ଵର ଟପ୍ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଛି ଭାରତ। ଷ୍ଟକ୍ହାମ୍ ଅନ୍ତର୍ଜାତୀୟ ଶାନ୍ତି ଗବେଷଣା ପ୍ରତିଷ୍ଠାନ (ସିପ୍ରି) ଦ୍ଵାରା ପ୍ରକାଶିତ ଅନୁଧ୍ୟାନ ରିପୋର୍ଟ ଅନୁସାରେ...
୧୧ଟି ପ୍ରସଙ୍ଗରେ ମୋଦିଙ୍କୁ ଟାର୍ଗେଟ କଲେ ରାହୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ବଢ଼ୁଛି ରାଜନୀତିକ ଉଷ୍ମତା। ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିବା ପରେ ରାହୁଲ ଆସି ସିଧା ମୋଦିଙ୍କୁ...





















