National

ସାହସୀ ରଣବୀର: ୫୦ଫୁଟ ପାହାଡ଼ ଚଢ଼ି ବଞ୍ଚାଇଲା ନିଜ ଜୀବନ

ଓଡିଶାଲାଇଭ୍‌ ବ୍ୟୁରୋ ହିମାଚଳ ପ୍ରଦେଶର ଭୟାନକ ସ୍କୁଲ୍‌ ବସ୍‌ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ପଞ୍ଚମ ଶ୍ରେଣୀ ଛାତ୍ର ରଣବୀର। ପ୍ରାୟ ୫୦ଫୁଟ୍‌ ପାହାଡ ଚଢ଼ି ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଛନ୍ତି ସେ। ହିମାଚଳ ପ୍ରଦେଶରେ ଏକ...

ବିମାନରେ ମଶା: ଅଭିଯୋଗ କରିବାରୁ ତଡ଼ା ଖାଇଲେ ଯାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମଶା ଯୋଗୁଁ ହଟହଟା। ବିମାନ ଭିତରେ ମଶା ଉପଦ୍ରବ। ଏଥିରେ ଅତିଷ୍ଠ ହୋଇ ଜଣେ ଯାତ୍ରୀ ବିମାନ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିବାରୁ ତାଙ୍କୁ ବିମାନରୁ ତଡ଼ା ଖାଇବାକୁ ପଡ଼ିଛି। ବିମାନଯାତ୍ରାବେଳେ ମଶା...

ଆଜିର ବଡ଼ ଖବର (୧୦ ଏପ୍ରିଲ୍, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ: ଉଲଗ୍ନ ହୋଇ ପ୍ରତିବାଦ କଲେ ଅଭିନେତ୍ରୀ କାଷ୍ଟିଂ କାଉଚ ଅଭିଯୋଗ ଆଣି କଳାକାର ସଂଘ ଅଫିସ ସମ୍ମୁଖରେ ଅନଶନରେ ବସିଛନ୍ତି ଅଭିନେତ୍ରୀ ଶ୍ରୀରେଡ୍ଡି। ଗୋଟିଏ ଫିଲ୍ମରେ...

ଜଳିଲା ଜାତିବାଦର ନିଆଁ: କଂଗ୍ରେସର ‘ଉପବାସ’କୁ ବିଜେପି କଲା ‘ଉପହାସ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ଜୋର୍ ଧରିଲା ଜାତିବାଦର ନିଆଁ। ଦଳିତଙ୍କୁ ସମର୍ଥନ କରି ନିଆଁ ଜାଳିଛି କଂଗ୍ରେସ। ସାରା ଦେଶରେ 'ଉପବାସ' ଅନଶନ କରି କଂଗ୍ରେସ ଦଳିତ କାର୍ଡ ଖେଳିଛି। ହେଲେ ବିଜେପି ଏହାକୁ...

୨୦୦ ଫୁଟ ତଳକୁ ଖସିପଡ଼ିଲା ସ୍କୁଲ୍ ବସ୍, ପ୍ରାଣ ହରାଇଲେ ୨୬ ଛାତ୍ରଛାତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସ୍କୁଲ ପିଲାଙ୍କୁ ନେଇ ଆସୁଥିଲା ବସ୍ ଗଭୀର ଖାଲକୁ ଖସିପଡ଼ିଲା ବସ୍ ଜଣେ ଶିକ୍ଷକ ଏବଂ ଡ୍ରାଇଭର ବି ମୃତ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ କଲେ ଶୋକ ପ୍ରକାଶ ମୃତକଙ୍କ...

ଏପ୍ରିଲ୍ ୧୯ରୁ ରାମୋଜୀ ଫିଲ୍ମ ସିଟିରେ ‘ହଲିଡେ କାର୍ଣ୍ଣିଭାଲ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନ ୧୦ ତାରିଖ ଯାଏଁ ଚାଲିବ ‘ହଲିଡେ କାର୍ଣ୍ଣିଭାଲ’ ୫୩ଦିନ ଧରି ଚାଲିବ ଏହି ନିଆରା ଋତୁ ପ୍ରତିଟି ମୁହୂର୍ତ୍ତକୁ ଉପଭୋଗ କରିବାର ଅନନ୍ୟ ସୁଯୋଗ ପର୍ଯ୍ୟଟକମାନେ ଅତି ନିକଟରୁ ଦେଖିବେ...

ତିନି ବର୍ଷରେ ଜଗା-କାଳିଆ: ଦିଲ୍ଲୀ ଏମ୍ସରେ ପାଳନ ହେଲା ଜନ୍ମଦିନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ତିନି ବର୍ଷରେ ପାଦ ଦେଇଛନ୍ତି କନ୍ଧମାଳ ଜିଲ୍ଲାର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆ। ଦିଲ୍ଲୀ ଏମ୍ସର କର୍ମଚାରୀଙ୍କ ସହ ମିଶି ଉଭୟ ଜନ୍ମଦିନ ପାଳିଛନ୍ତି। ନୂଆ ଜୀବନ ପାଇବା ପରେ ଉଭୟ ପ୍ରଥମ ଥର...

ରେଳବିଭାଗର ଦାୟିତ୍ଵହୀନତା: ବିନା ଇଞ୍ଜିନରେ ୧୩ କିମି ଗଡ଼ିଗଲା ଟ୍ରେନ୍

ଓଡ଼ିଶାଲାଇଭ୍ ବ୍ୟୁରୋ [youtube https://www.youtube.com/watch?v=0TrGLcPKgk8] ଭାରତୀୟ ରେଳ ବିଭାଗର ଖାମ୍‌ଖିଆଲ ନୀତି ତଥା ଦାୟିତ୍ଵହୀନତା କାର୍ଯ୍ୟ କାହାକୁ ଅଛପା ନାହିଁ। କେତେବେଳେ ଟ୍ରେନ୍‌ ଦୁର୍ଘଟଣା ହେଲାଣି ତ ଆଉ କେତେବେଳେ ଟ୍ରେନ୍‌ରେ ଦିଆଯାଉଥିବା ଖାଦ୍ୟରେ ପୋକ...

ଆଜିର ବଡ଼ ଖବର(୯ ଏପ୍ରିଲ୍, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ -ଆଇପିଏଲର ମ୍ୟାଚରେ ସୋମବାର ସନ୍‌ରାଇଜର୍ସ ହାଇଦ୍ରାବାଦ ୯ ୱିକେଟରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ରାଜସ୍ଥାନ ୧୨୬ ରନ୍‌ର ବିଜୟ ଲକ୍ଷ୍ୟକୁ ସନ୍‌ରାଇଜର୍ସ ଗୋଟିଏ ୱିକେଟ ହରାଇ ହାସଲ କରିଥିଲା। ହାଇଦ୍ରାବାଦ...

ଦଳିତଙ୍କ ପାଇଁ ରାହୁଲଙ୍କ ଦିନିକିଆ ଉପବାସ: ବିଜେପି କହିଲା ଏହା ଉପହାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦେଶରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଓ ଦଳିତଙ୍କ ବିରୋଧରେ ଅତ୍ୟାଚାର ପ୍ରସଙ୍ଗକୁ ନେଇ ସୋମବାରଦିନ କଂଗ୍ରେସ ଦେଶବ୍ୟାପି ଗୋଟିଏ ଦିନ ପାଇଁ ଉପବାସ ଓ ଧାରଣାରେ ବସିଛି। ୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ଵାଧୀନ...