National

୪୬ତମ ନୌସେନା ଦିବସରେ ଯୁଦ୍ଧ କୌଶଳ ପ୍ରଦର୍ଶନ କଲେ ଯବାନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶାଖାପାଟଣା: ପୂର୍ବତଟ ନୌସେନା ପକ୍ଷରୁ ୪୬ତମ ନୌସେନା ଦିବସ ପାଳିତ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଶାଖାପାଟଣା ସହରର ରାମକୃଷ୍ଣ ସମୁଦ୍ରକୂଳରେ ଆୟୋଜିତ ହୋଇଯାଇଛି। ୧୯୭୧ ମସିହା ଡିସେମ୍ବର ୪ ତାରିଖରେ ଭାରତ...

ବେଲଜିୟମକୁ ହରାଇ ସେମି ଫାଇନାଲରେ ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶକ୍ତିଶାଳୀ ବେଲଜିୟମକୁ ହରାଇ ସେମି ଫାଇନାଲରେ ପ୍ରବେଶ କରିଛି ଭାରତୀୟ ହକି ଟିମ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଖେଳା ଯାଇଥିବା ହକି ୱାର୍ଲ୍ଡ ଲିଗ୍‌ର...

ଭାରତୀୟ ହକି ଟିମ୍ ପାଇଁ ଚାଲେଞ୍ଜ: ବୁଧବାର ଶକ୍ତିଶାଳୀ ବେଲଜିୟମକୁ ଭେଟିବ ଭାରତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲିଗ୍‌ ମ୍ୟାଚରେ ଖରାପ ପ୍ରଦର୍ଶନ କରି ଭାରତୀୟ ହକି ଟିମ୍‌ ସଂଘର୍ଷ କରୁଛି। ବୁଧବାର ହେବାକୁ ଥିବା ମ୍ୟାଚରେ ଭାରତ ଶକ୍ତିଶାଳୀ ବେଲଜିୟମ୍ ଟିମ୍‌କୁ ମୁକାବିଲା କରିବ। ଏହି ମ୍ୟାଚ ସଂଘର୍ଷପୂର୍ଣ୍ଣ...

୨୪ ଘଣ୍ଟାର ଟପ୍ ୧୦ ଖବର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧. ଗୁଜରାଟ ନିର୍ବାଚନ ପ୍ରଚାରରେ  ତୋଫାନ ମାରିଲା ଏଣ୍ଟ୍ରି,ଦଳୀୟ କର୍ମୀଙ୍କୁ ମୋଦି କହିଲେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କର। ୨. ରାମ ଜନ୍ମଭୂମି ବିବାଦରେ କପିଲ ଶିବବଲଙ୍କ ଉପରେ ବର୍ଷିଲେ ଅମିତ ଶାହା,...

ଶଶି କପୁରଙ୍କୁ ଅଲବିଦା: ରାଷ୍ଟ୍ରୀୟ ସମ୍ମାନ ସହ ଶେଷ ହେଲା ଅନ୍ତିମ ସଂସ୍କାର

ଓଡ଼ିଶାଲାଇଭ୍ ବ୍ୟୁରୋ ଭେଟେରାନ୍ ଅଭିନେତା ଶଶି କପୁରଙ୍କୁ ଅଲବିଦା ଜଣାଇଛି ବଲିଉଡ। ବହୁ ଖ୍ୟାତନାମା କଳାକାରଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ସମ୍ମାନ ସହ ଶଶିଙ୍କୁ ବିଦାୟ ଦିଆଯାଇଛି। ବହୁ ପ୍ରଶଂସକ ଏବଂ ଶୁଭେଚ୍ଛୁଙ୍କୁ ପର କରି ଆର...

ଫେବୃଆରୀ ୮ରୁ ଅଯୋଧ୍ୟା ବିବାଦର ଶୁଣାଣି, ଜାଣନ୍ତୁ ପୂରା ମାମଲା

ଓଡ଼ିଶାଲାଇଭ୍‍ ବ୍ୟୁରୋ ଆଜି ସୁପ୍ରିମକୋର୍ଟରେ ଅଯୋଧ୍ୟା ବିବାଦର ଶୁଣାଣି ଆରମ୍ଭ ହବାର ଥିଲା। କିନ୍ତୁ ଏହାକୁ ଆସନ୍ତା ଫେବୃଆରୀ ୮ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ରାମ ଜନ୍ମଭୂମି ବିବାଦକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଏଣିକି ଦୈନନ୍ଦିନ ଶୁଣାଣି...

ଶଶି କପୁରଙ୍କ ବିଷୟରେ ୧୦ଟି ଜାଣିବା କଥା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧. ହିନ୍ଦୀ ସିନେମାର ପିତାମହ ଭାବେ ପରିଚିତ ପୃଥ୍ୱୀରାଜ କପୁରଙ୍କ ଘରେ ୧୯୩୮ ମାର୍ଚ୍ଚ ୧୮ରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୭ ଡିସେମ୍ବର ୪ରେ ତାଙ୍କର ଦେହାନ୍ତ ହୋଇଛି। ଶଶି କପୁର...

ପରଲୋକରେ ଶଶି କପୁର: ୭୯ ବର୍ଷ ବୟସରେ ଛାଡ଼ିଲେ ଶେଷ ନିଶ୍ୱାସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୭୯ ବର୍ଷ ବୟସରେ ଶେଷ ନିଶ୍ୱାସ ଛାଡ଼ିଛନ୍ତି ବଲିଉଡର ଜଣାଶୁଣା ଅଭିନେତା ଶଶି କପୁର। ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ଆଖିବୁଜିଛନ୍ତି ଏହି ଅଭିନେତା। ବଲିଉଡ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ଶଶି କପୁର ଆଉ...

୨୪ ଘଣ୍ଟାର ଟପ୍ ୧୦ ଖବର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧. ପ୍ରଧାନମନ୍ତ୍ରୀ କଂଗ୍ରେସକୁ ଥଟ୍ଟା କରି କହିଲେ,'ବୁଲେଟ୍ ଟ୍ରେନକୁ ବିରୋଧ କରୁଥିବା ଲୋକେ ବଳଦ ଗାଡିରେ ଯାତ୍ରା କରନ୍ତୁ'। ୨. ଆମେରିକାରେ ଶ୍ରେଣୀ ଭିତରେ ଜନୈକ  ଛାତ୍ର  'ଆଲ୍ଲା ହୁ' କହିବାରୁ ପୋଲିସକୁ...

ମହେନ୍ଦ୍ରତନୟା ନଦୀ ଉପରେ ଆନ୍ଧ୍ର ନଜର!

ଓଡ଼ିଶାଲାଇଭ୍‌ ବ୍ୟୁରୋ ତୁଟିନି ପୋଲାଭରମ୍‌ ବିବାଦ ମହେନ୍ଦ୍ରତନୟା ନଦୀରୁ ପାଣି ନେବା ପାଇଁ ଚାଲିଛି ଷଡ଼ଯନ୍ତ୍ର ସୀମାନ୍ତବର୍ତ୍ତୀ ମାଧିଆଖୋଲ-ଗୁଡିକୁଡି ଗାଁକୁ ଅକ୍ତିଆର ପାଇଁ ଚାଲିଛି ଯୋଜନା ଗ୍ରାମବାସୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଉଛନ୍ତି...