୧୦ରେ ଓଡ଼ିଶା ଆସିବେ ଉପରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆସନ୍ତା ୧୦ ତାରିଖରୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଅବସରରେ ସେ ୧୧ ତାରିଖରେ କିଟ୍ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଉପରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ...
ରାୟବରେଲି ଦୁର୍ଘଟଣା: ୨୭ ମୃତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତରପ୍ରଦେଶର ରାୟବରେଲିଠାରେ ଏନଟିପିସିର ଏକ ବୟଲର ଫାଟିଯିବା ଫଳରେ ୨୭ ଜଣ ଶ୍ରମିକ/କର୍ମଚାରୀ ପ୍ରାଣ ହରାଇଛନ୍ତି। ଗମ୍ଭୀର ଭାବରେ ଆହତ ବ୍ୟକ୍ତିଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ବିସ୍ଫୋରଣ ଏତେ...
୪୦ ଲକ୍ଷ ଟଙ୍କାର ଶାଢ଼ି ପିନ୍ଧନ୍ତି ଅମ୍ବାନୀ ଖାନଦାନର ବୋହୂ ନୀତା
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଳାସରେ ଜୀବନ କାଟୁଥିବା ଅମ୍ବାନୀ ପରିବାରର ବଡ଼ ବୋହୂ ତଥା ଦେଶର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଧର୍ମପତ୍ନୀଙ୍କ ଦୈନନ୍ଦିନ ଜୀବନଯାପନ ପ୍ରଣାଳୀ ଓ ସେ ବ୍ୟବହାର କରୁଥିବା ସାମଗ୍ରୀ...
ଭୋଟ ମାଗିଲେ କଂଗ୍ରେସ ଯୁବରାଜ: କେନ୍ଦ୍ର ଉପରେ ବର୍ଷିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୁଜୁରାଟ ନିର୍ବାଚନ ଯେତିକି ନିକଟତର ହେଉଛି ସେହି ଅନୁସାରେ ପ୍ରଚାର ମାହୋଲ ଜମୁଛି। କ୍ୟାମ୍ପେନ୍ ଜରିଆରେ ବିଜେପି କଂଗ୍ରେସକୁ ଘେରୁଥିବା ବେଳେ କଂଗ୍ରେସ ବିଜେପିକୁ ମୁହଁତୋଡ ଜବାବ ଦେଉଛି।
ଗୁଜୁରାଟର ଜମ୍ବୁସରରୁ ଆରମ୍ଭ...
ଦାଗୀ ନେତାଙ୍କ ପାଇଁ ସୁପ୍ରିମକୋର୍ଟ କଠୋର
ଓଡ଼ିଶାଲାଇଭ୍ ବ୍ୟୁରୋ
ଦାଗୀ ନେତାଙ୍କ ପାଇଁ କଠୋର ହେଉଛନ୍ତି ସୁପ୍ରିମକୋର୍ଟ। ଅପରାଧିକ ମାମଲାରେ ଛନ୍ଦି ହୋଇଥିବା ନେତାଙ୍କ ମାମଲାର ଶୁଣାଣି ପାଇଁ ସ୍ବତନ୍ତ୍ର କୋର୍ଟ ଗଠନ କରିବାକୁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦଶେ...
ଦୁର୍ବଳ ହେଉଛି ମାଓ ସଙ୍ଗଠନ! ଆତ୍ମସମର୍ପଣ କଲେ ୪ ମୋଷ୍ଟ ୱାଣ୍ଟେଡ ମାଓବାଦୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶାଖାପାଟଣା: ଆନ୍ଧ୍ର-ଓଡିଶା ସୀମାରେ ଦୁର୍ବଳ ହେଉଛି ମାଓ ସଙ୍ଗଠନ। ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ପୋଲିସ ପକ୍ଷରୁ କରାଯାଉଥିବା ମିଳିତ କୁମ୍ବିଂ ଅପରେସନ୍ରେ ହାଡକୋର ମାଓବାଦୀମାନେ ଛତ୍ରଭଙ୍ଗ ଦେଉଥିବା ବେଳେ ଆଉ କିଛି...
ହିମାଚଳ ପ୍ରଦେଶ ଭୋଟ: ପ୍ରେମ୍ କୁମାର ଧୁମାଲ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୬୮ ଆସନ ବିଶିଷ୍ଟ ଆସନ ପାଇଁ ନଭେମ୍ବର ୯ରେ ହେବ ହିମାଚଳ ପ୍ରଦେଶ ବିଧାନସଭା ଭୋଟ। ଏଥିପାଇଁ ଦୁଇ ପ୍ରମୁଖ ରାଜନୈତିକ ଦଳ କଂଗ୍ରେସ ଏବଂ ବିଜେପି କ୍ୟାମ୍ପେନ୍ ଜୋରଦାର କରିଛନ୍ତି।...
‘ଇଜି ଅଫ୍ ଡୁଇଙ୍ଗ୍ ବିଜିନେସ୍’ ଇଣ୍ଡେକ୍ସ: ଟପ୍ ୧୦୦ ଦେଶରେ ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଶ୍ବ ବ୍ୟାଙ୍କର 'ଇଜ୍ ଅଫ୍ ଡୁଇଙ୍ଗ ବିଜିନେସ୍' ଇଣ୍ଡେକ୍ସରେ ଭାରତ ଗତବର୍ଷ ୧୩୦ତମ ସ୍ଥାନରେ ରହିଥିଲା। ହେଲେ ହେଲେ ୨୦୧୮ ବର୍ଷ ପାଇଁ ପ୍ରକାଶ ପାଇଥିବା ଇଣ୍ଡେକ୍ସରେ ଭାରତ ୧୦୦ତମ ସ୍ଥାନରେ...
ନୀଳମାଧବ ପଣ୍ଡାଙ୍କ ‘କଡ଼ୱି ହୱା’ ନଭେମ୍ବର ୨୪ରେ ପରଦା ଉପରେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ନୀଳମାଧବ ପଣ୍ଡାଙ୍କ ହିନ୍ଦୀ ଚଳଚ୍ଚିତ୍ର ‘କଡ଼ୱି ହୱା’ର ଟ୍ରେଲର ନିକଟରେ ରିଲିଜ ହୋଇଛି। ଭାରତୀୟ ସିନେଜଗତ ପାଇଁ ବଦଳୁଥିବା ଜଳବାୟୁ ଉପରେ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର।...
‘ସ୍କିଲ୍ ଇଣ୍ଡିଆ’କୁ ଝଟକା: ୨ ଦିନିଆ ନିଯୁକ୍ତି ମେଳାରେ ୨୦ ଜଣଙ୍କୁ ମିଳିଲା ନିଯୁକ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବପିଢ଼ିଙ୍କୁ ନିଯୁକ୍ତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିଲେ ‘ସ୍କିଲ୍ ଇଣ୍ଡିଆ’ ଯୋଜନା। ହେଲେ ଏହି ଯୋଜନା ବିହାରର ଛପରା ଜିଲ୍ଲାରେ ଫେଲ୍ ମାରିଥିବା ଆୟୋଜିତ ନିଯୁକ୍ତି ମେଳାରୁ ସ୍ପଷ୍ଟ...





















