National

ଆରମ୍ଭ ହେବ ଅନଲକ ୫.୦ : ମାଇକ୍ରୋ କଣ୍ଟେନମେଣ୍ଟକୁ ଗୁରୁତ୍ୱ, ପର୍ଯ୍ୟଟନ ଓ ମନୋରଞ୍ଜନ ଶିଳ୍ପକୁ କୋହଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସରିବ ଅନଲକ୍‌ ୪.୦ ଅକ୍ଟୋବର ୧ରୁ ଆରମ୍ଭ ହେବ ଅନଲକ୍‌ ୫.୦ କୋହଳ ହୋଇପାରେ ଅନେକ କଟକଣା ଶେଷ ହେବାକୁ ଯାଉଛି ଅନଲକ୍ ୪.୦ ପର୍ଯ୍ୟାୟ। ଅକ୍ଟୋବର ୧ରୁ ଆରମ୍ଭ ହେବ...

ହାପି ବାର୍ଥ ଡେ’ ଲତା ଦିଦି – ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ଆଜି ୯୧ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ଦେଶବ୍ୟାପୀ ତାଙ୍କ ପ୍ରଂଶସକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ...

କୃଷି ବିଲ୍‌କୁ ବିରୋଧ – ରାସ୍ତାକୁ ଓହ୍ଲାଇଲେ କଂଗ୍ରେସ କର୍ମୀ, ଇଣ୍ଡିଆ ଗେଟ୍ ସାମ୍ନାରେ ଜାଳିଲେ ଟ୍ରାକ୍ଟର

 ଓଡ଼ିଶାଲାଇଭ୍‌ ବ୍ୟୁରୋ କେନ୍ଦ୍ର ସରକାର ଆଣିଥିବା କୃଷି ବିଲ୍ ବିରୋଧରେ ଦେଶରେ ପ୍ରଦର୍ଶନ ବନ୍ଦ ହୋଇନାହିଁ। ଦିଲ୍ଲୀ, ହରିୟାଣା, ପଞ୍ଜାବ, ପଶ୍ଚିମ ବଙ୍ଗ ଉତ୍ତରପ୍ରଦେଶ ଭଳି ରାଜ୍ୟରେ ଏହାକୁ ଘୋର ବିରୋଧ କରାଯାଉଛି। ସୋମବାର...

୯୧ ଛୁଇଁଲେ ଭାରତର ସୁର ସାମ୍ରାଜ୍ଞୀ ଲତା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଭାରତର ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର ତାଙ୍କ ସୁମଧୁର କଣ୍ଠ ପାଇଁ କେବଳ ଦେଶରେ ନୁହେଁ ବରଂ ସାରାବିଶ୍ୱରେ ପରିଚିତ। ସୁମଧୁର କଣ୍ଠରେ ଶ୍ରୋତାଙ୍କୁ ଦିଓ୍ୱାନା କରିଥିବା ଲତା ଆଜି...

ଦେଶରେ ୬୦ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ ୮୨,୧୭୦ ପଜିଟିଭ୍

ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ ଦିନକରେ ୮୨,୧୭୦  ଆକ୍ରାନ୍ତ, ୧,୧୨୪ ମୃତ ମୋଟ କରୋନା ପଜିଟିଭ୍ ସଂଖ୍ୟା ୬୦,୭୪,୭୦୩କୁ ବୃଦ୍ଧି ମୋଟ କରୋନାଜନିତ ମୃତ୍ୟୁସଂଖ୍ୟା ୯୫,୫୪୨କୁ ବୃଦ୍ଧି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି।...

କ୍ରାନ୍ତିର ଅନ୍ୟ ନାମ ଥିଲେ ଭଗତ ସିଂ – ଦେଶ ପାଇଁ ହସି ହସି ମୃତ୍ୟୁ କରିଥିଲେ ସ୍ୱୀକାର

ଓଡ଼ିଶାଲାଇଭ୍‌ ବ୍ୟୁରୋ କ୍ରାନ୍ତିକାରୀ ସ୍ୱାଧୀନତା ସଂଗ୍ରାମୀ ଭଗତ ସିଂଙ୍କ ଜୟନ୍ତୀରେ ଗଭୀର ଶ୍ରଦ୍ଧାଞ୍ଜଳି ଯେତେବେଳେ ଭାରତର କ୍ରାନ୍ତିକାରୀ ନେତାଙ୍କ ନାମ ଆସେ ସେଥିରେ ପ୍ରଥମେ ଭଗତ ସିଂ ନାମ ରହିଥାଏ। ଗାନ୍ଧିଜୀ ଅହିଂସା ଉପାୟରେ ଦେଶ...
Ranbir kapoor

ଜନ୍ମଦିନ ସ୍ପେଶାଲ: ବାପା, ଜେଜେବାପାଙ୍କ ପରି ବଲିଉଡରେ ରାଜ କରୁଛନ୍ତି ରଣବୀର କପୁର

ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ ୩୮ ବର୍ଷରେ ପାଦ ଥାପିଛନ୍ତି ବଲିଉଡ୍‌ ଷ୍ଟାର ରଣବୀର କପୁର। ୧୯୮୨ ମସିହା ଆଜିର ଦିନରେ ଜନ୍ମ ହୋଇଥିଲେ ଏହି ବଲିଉଡ୍ ସୁପରଷ୍ଟାର। ପିତା ୠଷି କପୁର ଓ ଜେଜେବାପା...

କୃଷି ବିଲ୍: ମୋଦୀ ସରକାରର ଅନ୍ୟତମ ଭୁଲ ପଦକ୍ଷେପ!

କମଳାକାନ୍ତ ପତି ବିମୁଦ୍ରୀକରଣ, ଜିଏସଟି ଭଳି କୃଷି ବିଲ୍‌କୁ ଆଇନ୍‌ରେ ପରିଣତ କରିବାର ପ୍ରୟାସ ମୋଦୀ ସରକାରର ଅନ୍ୟତମ ଭୁଲ ପଦକ୍ଷେପ କି? ସାଧାରଣରେ ଏଭଳି ପ୍ରଶ୍ନ ଉଠିଲାଣି। ଶାସକ ମେଣ୍ଟରେ ବି ସହମତି ନାହିଁ ୨୦୧୪...

କାହା ନାମରେ ନାମିତ ହୋଇଛି ମାୟାନଗରୀ ମୁମ୍ବାଇ – ରହସ୍ୟ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ବହୁତ ଐତିହାସିକ ଏବଂ ପର୍ଯ୍ୟଟନସ୍ଥଳୀ ରହିଛି। ସେଥିମଧ୍ୟରୁ ମୁମ୍ବାଦେବୀ ମନ୍ଦିର ପ୍ରମୁଖ ଅଟେ। ମରାଠିର ଏକ ଶବ୍ଦ ମୁମ୍ବା ମାତାଙ୍କ ନାମରୁ ମୁମ୍ବାଇ ସହର ନାମ ଦିଆଯାଇଥିଲା।...

‘ମନ କି ବାତ’ରେ କହିଲେ ମୋଦୀ – ‘‘କୃଷକ ଯେତେ ମଜଭୁତ ହେବେ ଦେଶ ସେତେ ଆତ୍ମନିର୍ଭରଶୀଳ ହେବ’’

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ଆଜି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧୀ, ଭଗତ ସିଂ ଙ୍କଠାରୁ...