ଦଖଲ କରିହେବନି ଆଦିବାସୀଙ୍କ ଜମି – ମନ୍ତ୍ରୀ ସୁରେଶ ପୂଜାରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଅଣଆଦିବାସୀ ଦଖଲ କରିପାରିବେ ନାହିଁ ଆଦିବାସୀଙ୍କ ଜମି। ଯଦି କେହି ଆଦିବାସୀଙ୍କ ଜମି କିଣନ୍ତି, ତେବେ ତାକୁ ବେଆଇନ ଘୋଷଣା କରାଯିବ। ବିଧାୟକ ଭାସ୍କର ମଢ଼େଇଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି...

ଦେବେନ୍ଦ୍ର ଫଡନାବିସ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!

ଓଡ଼ିଶାଲାଇଭ୍ ବ୍ୟୁରୋ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ କିଏ ହେବେ, ତାକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଦେବେନ୍ଦ୍ର ଫଡନାବିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗାଦିରେ ବସିବାକୁ ନିଷ୍ପତ୍ତି ହୋଇଛି। ଦେବେନ୍ଦ୍ର ଫଡନାବିସଙ୍କ...

ଚର୍ଚ୍ଚାରେ ଅନେକ ନାଁ, ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରୁ କିଏ ଯିବେ ରାଜ୍ୟସଭା? ରାଜ୍ୟସଭା ଉପନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଜୋର ଧରିଛି ଏହି ଚର୍ଚ୍ଚା। ସୁଜିତ କୁମାର ରାଜ୍ୟସଭା ସାଂସଦ ପଦ ଛାଡ଼ିବା ପରେ ଓଡ଼ିଶାରେ ଗୋଟିଏ...

ଓଡ଼ିଶାରେ ଡିସେମ୍ବର ୨୦ରେ ରାଜ୍ୟସଭା ଉପନିର୍ବାଚନ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଖାଲି ପଡ଼ିଥିବା ଗୋଟିଏ ରାଜ୍ୟସଭା ଆସନ ଲାଗି ଆସନ୍ତା ଡିସେମ୍ବର ୨୦ ତାରିଖରେ ହେବ ଉପନିର୍ବାଚନ। ଓଡ଼ିଶା ସମେତ ଦେଶର ୪ଟି ରାଜ୍ୟର ମୋଟ ୬ଟି ଆସନ ଲାଗି ଉପନିର୍ବାଚନ...

ଫିଟୁନି ବାଟ, କିଏ ଧରିବେ ଓଡ଼ିଶା କଂଗ୍ରେସ ମଙ୍ଗ?

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଜାତୀୟ ଦଳ କଂଗ୍ରେସର ଘର ଏବେ ବି ଅସଜଡ଼ା ହୋଇ ପଡ଼ିରହିଛି। ଘରକୁ ମିଳୁନାହାନ୍ତି ନୂଆ ମୁଖିଆ। ରାଜ୍ୟରେ ଦଳର ମଙ୍ଗ କିଏ ଧରିବେ ଏ ପର୍ଯ୍ୟନ୍ତ ସ୍ଥିର ହୋଇପାରୁନି।...

ୱାୟନାଡ଼ରେ ପ୍ରିୟଙ୍କା ଗାନ୍ଧୀଙ୍କ ଐତିହାସିକ ବିଜୟ: କଂଗ୍ରେସ ପାଇଁ ଆଶାର କିରଣ

ପୁଷ୍ପମିତ୍ର ମହାନ୍ତି କେରଳର ୱାୟନାଡ଼ ଲୋକସଭା ଉପନିର୍ବାଚନରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ନିର୍ଣ୍ଣାୟକ ବିଜୟ ହାସଲ କରିଛନ୍ତି। ଏହି ବିଜୟ ବଳରେ ସେ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ଆସନକୁ ପୁଣି ଥରେ...

ବିଜେପି-ବିଜେଡି ବିବାଦରେ ଫସିଛି ଯାଜପୁରର ମା’ ବିରଜା ହାଟ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପି-ବିଜେଡି ବିବାଦ ଭିତରେ ଛନ୍ଦି ହୋଇଛି ଯାଜପୁରର ମା’ ବିରଜା ହାଟ, ଚାଷୀ ପରିବା କେଉଁଠି ବିକିବେ ଫିଟୁନି ବାଟ। ଯାଜପୁର ଜିଲ୍ଲାର ମା’ ବିରଜା ହାଟକୁ ନେଇ ଦୁଇ ରାଜନୈତିକ...

ବାଲିଯାତ୍ରା ମଞ୍ଚରେ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ଖଣ୍ଡି-ଇଂରାଜୀ, ବିଜେପିକୁ ଅଡୁଆ!

ସାଇପ୍ରସାଦ ମହାନ୍ତି ‘ଆଲୋ ସଖୀ ଆପଣା ମହତ ଆପେ ରଖି’ । ଓଡ଼ିଆରେ ଏହି ଆପ୍ତ ବାକ୍ୟର ଅର୍ଥ ହେଉଛି- ଯେଉଁଠି ସମ୍ମାନ ଯିବାର ଭୟ ରହିଛି, ସେଠି ସତର୍କ ରହିବା। ଯେଉଁ ପ୍ରସଙ୍ଗରେ...

ଓଡ଼ିଶାରେ ଆମ୍ବ ଟାକୁଆ ମୃତ୍ୟୁ ରାଜନୀତି: ନବୀନ କହିଲେ “୧୨ ବର୍ଷର ତପସ୍ୟା ଶୁଖୁଆ ପୋଡ଼ାରେ ସାରିଦେଲେ”

ଓଡ଼ିଶାଲାଇଭ୍ ବ୍ୟୁରୋ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗାଁରେ ଆମ୍ବ ଟାକୁଆ ଯାଉ ଖାଇ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଓଡ଼ିଶା ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି।...

କିଏ ହେବେ ଓଡ଼ିଶା କଂଗ୍ରେସର ମଙ୍ଗୁଆଳ: ଆଜିଠୁ ଆରମ୍ଭ ହେଲା ଚୟନ ପ୍ରକ୍ରିୟା

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା କଂଗ୍ରେସର ନୂଆ ସଭାପତିଙ୍କ ଚୟନ ପ୍ରକ୍ରିୟା। ପିସିସି ସଭାପତି ଚୟନ ପାଇଁ ଓଡ଼ିଶାରେ ପହଞ୍ଚିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଛତିଶଗଡ଼ର ବିରୋଧୀ ଦଳ ନେତା...