ନିର୍ବାଚନୀ ପ୍ରଚାର ଲାଗି ଆଜି ଓଡ଼ିଶା ଆସୁଛନ୍ତି ଅମିତ ଶାହ

ଓଡ଼ିଶଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣକୁ ଆଉ ଦିନ କେଇଟା ବାକି ଥିବା ବେଳେ ସବୁ ଦଳ ପ୍ରଚାର ଜୋର କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆଜି ନବରଙ୍ଗପୁର ଜିଲ୍ଲା...

ପୁରୀ ଲୋକସଭା ରାଜନୀତି : ବିଧବା ମହିଳାଙ୍କ ଘରେ ମଧ୍ୟାହ୍ନ ଭୋଜନ କଲେ ବିଜେପି ପ୍ରାର୍ଥୀ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ନିର୍ବାଚନକୁ ଆଉ କେଇଟା ଦିନ ବାକି ରହିଥିଲାବେଳେ ନେତା ନିର୍ବାଚନୀ ପ୍ରଚାର ପାଇଁ ନୂଆ ଉପାୟ ଆପଣାଉଥିବା ଦେଖିବାକୁ ମିଳୁଛି। ନିର୍ବାଚନରେ ନିଜ ଆସନ ସୁନିଶ୍ଚିତ କରିବା ପାଇଁ ପ୍ରାର୍ଥୀ...

ଜଗତସିଂହପୁର ରାଜନୀତି ଗଣିତ: ବାଲିକୁଦା-ଏରସମାରେ ଦାମ-ରଘୁନନ୍ଦନ ମୁହାଁମୁହିଁ, ବଦଳିଲା ପ୍ରଶାନ୍ତଙ୍କ ଆସନ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ୨୦୧୯ ନିର୍ବାଚନରେ ଜଗତସିଂହପୁର ରାଜନୀତିରେ ନୂଆ ସମୀକରଣ ଦେଖିବାକୁ ମିଳିଛି। ଦିନେ ଦଳର ଛାମୁଆ ନେତାଭାବେ ପରିଚିତ ଡାକ୍ତର ଦାମୋଦର ରାଉତ ଆଜି ଘଟଣାଚକ୍ରରେ ବିଜେପିରେ ପଶି ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରେ...

ପିପିଲିରେ ପୁଣି ମହାରଥୀ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ରବିବାର ବିଜେଡି ସଭାପତି ନବୀନ ପଟ୍ଟନାୟକ ୯ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛନ୍ତି। ଟିକେଟ ପାଇଥିବା ନେତାଙ୍କ ମଧ୍ୟରେ ପୁରୁଣା ମୁହଁ ସହ କିଛି ନୂଆ ମୁହଁ...

ଆସିଲା ୯ବିଧାନସଭା ଆସନ ଲାଗି ବିଜେଡିର ପ୍ରାର୍ଥୀ ତାଲିକା, ଜାଣନ୍ତୁ କିଏ କେଉଁଠି?

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ବିଜେଡି ସଭାପତି ନବୀନ ପଟ୍ଟନାୟକ ୯ ବିଧାନସଭା ଆସନଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଜାଣନ୍ତୁ କାହାକୁ କେଉଁଠୁ ଦଳ ଟିକେଟ ଦେଇଛି। ୧-ଧାମନଗର -  ରାଜେନ୍ଦ୍ର ଦାସ ୨-କାକଟପୁର - ସୁରେନ୍ଦ୍ର...

ଧର୍ମେନ୍ଦ୍ର ଦେଲେ ଜବାବ – ‘ବିଜେଡି ଆଗେ ନିଜ ଘର ସମ୍ଭାଳୁ’

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ୨୦୧୯ ନିର୍ବାଚନରେ କାହିଁକି ଧର୍ମେନ୍ଦ୍ର ନିର୍ବାଚନ ଲଢ଼ୁନାହାନ୍ତି ପ୍ରଶ୍ନ କରିଥିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର। ଯାହାର ଉତ୍ତର ରଖିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, "ବିଜେଡି ଭୟଭୀତ ଓ ସେ...

କ୍ଷମତା ଛଡ଼ା ଆଉ କିଛି ଚାହୁଁନାହାନ୍ତି ନିରଞ୍ଜନ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ପିସିସି ସଭାପତି ନିରଞ୍ଜନ ପଟନାୟକଙ୍କ ଛାତି ଆଜିକାଲି କୁଣ୍ଢେ ମୋଟ। ହେବା ବି ସ୍ୱାଭାବିକ କାରଣ ଯେଉଁ ଦଳକୁ ଦେଢ଼ ବର୍ଷ ତଳେ କେହି ପଚାରୁନଥିଲେ ସେହି ଦଳ ଆଜି...

ପିପିଲି ପଲିଟିକ୍ସ – ଏଥର ମଇଦାନରେ କେଉଁ ରଥୀ?

ଓଡ଼ିଶାଲଇଭ୍‌ ପଲିଟିକାଲ୍‌ ବ୍ୟୁରୋ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ବଢ଼ି ଯାଇଛି ରାଜ୍ୟ ରାଜନୀତିର ପାରଦ। କିଏ ଟିକେଟ ପାଇବ ଏବଂ କାହାକୁ ଟିକେଟ ଦେଲେ ଦଳ ଜିତିବ ତାକୁ ନେଇ ସବୁଠି ଅଙ୍କ...

ଏପ୍ରିଲ ୬ରେ ପୁଣି ଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏପ୍ରିଲ ୬ରେ ପୁଣି ଥରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥର ଗସ୍ତରେ ମୋଦିଙ୍କର ସୁନ୍ଦରଗଡ଼ରେ ଏକ ସାଧାରଣ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।  ମୋଦିଙ୍କ ଗସ୍ତ ନେଇ...

ଧର୍ମେନ୍ଦ୍ରଙ୍କୁ କେଞ୍ଚିଲା ବିଜେଡି : ‘ଦମ୍ଭ ଅଛି ତ ନିର୍ବାଚନ ଲଢ଼’

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଯେଉଁ ଦଳର ମୁଖିଆ ନିଜେ ନିର୍ବାଚନ ଲଢ଼ୁନାହାନ୍ତି ସେ ଦଳ ରାଜ୍ୟରେ କି ପରିବର୍ତ୍ତନ ଆଣିବ ବୋଲି ପ୍ରଶ୍ନ ଉଠାଇଛି ବିଜେଡି। ଓଡ଼ିଶାରେ ବିଜେପିର ‘ପରିବର୍ତ୍ତନ’ ସ୍ଲୋଗାନର ଆଜି କଡ଼ା ଜବାବ...