ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହିଳାମାନଙ୍କ ଜୀବନରେ ନୂଆ ଉତ୍ସାହ ଭରିଛି – ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାଲାଇଭ୍‌ ପଲିଟିକାଲ୍ ବ୍ୟୁରୋ   ଉଜ୍ଜଳା ସ୍ୱାଭିମାନ ଉତ୍ସବରେ ୫୦ ହଜାରରୁ ଅଧିକ ହିତାଧିକାରୀଙ୍କ ସହ କଥା ହେଲେ ଦୁଇ କେନ୍ଦ୍ରମନ୍ତ୍ରୀ। "ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ମହିଳାଙ୍କ ସମ୍ମାନ ବଢ଼ାଇଛି। ଏହି ଯୋଜନା ଫଳରେ ଗରିବ...

ବିଜେପି ନେତାଙ୍କ ପାଖରେ ପହଞ୍ଚିଲା ଓଡ଼ିଶା ପୋଲିସର ନୋଟିସ୍

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେପି ନେତା ଗୋଲକ ମହାପାତ୍ର ଏବଂ ଭୃଗୁ ବକ୍ସିପାତ୍ରଙ୍କ ପାଖରେ ପହଞ୍ଚିଲା ଓଡ଼ିଶା ପୋଲିସର ନୋଟିସ୍। ଛତ୍ରପୁରର ପୂର୍ବତନ ବିଜେଡି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟା ମାମଲାରେ ଏହି ନୋଟିସ୍...

ଭୁବନେଶ୍ଵରରେ ବର୍ଷିଲେ କେଜରିୱାଲ – “ସବୁ ଦଳ ଦେଶକୁ ଲୁଟିଛନ୍ତି”

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ସାମାଜିକ ନ୍ୟାୟ ଅଭିଯାନ ସଭାରେ ଯୋଗ ଦେଲେ ଅରବିନ୍ଦ କେଜରିୱାଲ। "ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ପରେ ବି ଆମ ଦେଶ ଗରିବ ହୋଇ ରହିଛି। ଭାରତର ଯେଉଁଭଳି ବିକାଶ...

ଦୁଇ ବିଜେଡି ବିଧାୟକଙ୍କୁ ସିବିଆଇ ପୁଣି କରିବ ନୋଟିସ୍!

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିର ଦୁଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଅରୁଣ ସାହୁ ଓ ଅତନୁସବ୍ୟସାଚୀ ନାୟକଙ୍କୁ ସିବିଆଇ ପୁଣିଥରେ ନୋଟିସ କରିପାରେ। ଚିଟଫଣ୍ଡ ଲିଙ୍କରେ ସିବିଆଇ ପୂର୍ବରୁ ଉଭୟଙ୍କୁ ନୋଟିସ କରିଥିଲା ହାଜର ହେବା...

ରାମ ମନ୍ଦିର ନେଇ ରାଜନୀତି ଜୋର – ଅମିତ ଶାହଙ୍କୁ ଭେଟିଲେ ମୋହନ ଭଗବତ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ଆସନ୍ତା ୨୧ରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଆରମ୍ଭ କରାଯିବ। ଏମିତି ଏକ ଖବର ଆସୁଛି। ଏହି ପ୍ରସଙ୍ଗରେ ବିଶ୍ୱ ହିନ୍ଦୁ ପରିଷଦର ଧର୍ମ ସଂସଦ ପ୍ରୟାଗରାଜରେ ଆରମ୍ଭ ହୋଇଯାଇଛି।...

ଓଡ଼ିଶାକୁ ଛୁଟୁଛି ନେତାଙ୍କ ସୁଅ – ଫେବ୍ରୁଆରି ୬ରେ ପୁଣି ଆସିବେ ରାହୁଲ

ଓଡ଼ିଶାଲାଇଭ୍ ବ୍ୟୁରୋ ପେବ୍ରୁଆରି ୬ରେ ପୁଣି ଓଡ଼ିଶା ଆସିବେ ରାହୁଲ ଗାନ୍ଧି ଦୁଇଟି ସାଧାରଣ ସଭାରେ ଦେବେ ଯୋଗ ପ୍ରଥମେ କୋରାପୁଟ, ପରେ ଯିବେ ସୁନ୍ଦରଗଡ଼ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଜାତୀୟ...

ଟିଭି ଚ୍ୟାନେଲ୍ ସର୍ଭେକୁ ନେଇ ଚର୍ଚ୍ଚା, ଓଡ଼ିଶାରେ ବିଜେଡିଠାରୁ ବିଜେପିକୁ ମିଳିପାରେ ଅଧିକ ଲୋକସଭା ଆସନ!

ଓଡ଼ିଶାଲଇଭ୍ ପଲିଟିକାଲ୍‌ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନରେ ଝୁଲା ସଂସଦ ହେବାର ସମ୍ଭାବନା। ଟାଇମ୍ସ ନାଓ-ଭିଏମଆର ପକ୍ଷରୁ ନିକଟରେ ହୋଇଥିବା ପ୍ରାକ ନିର୍ବାଚନୀ ସର୍ଭେରୁ ଏହି  ଆକଳନ କରାଯାଇଛି। ନିର୍ବାଚନକୁ ଆଉ କେତାଟା ମାସ ବାକି...

ଆଦିବାସୀଙ୍କ ଅଧିକାର ପାଇଁ ୨ରେ ପୁରୀରେ ରାଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଫେବ୍ରୁଆରି ୨ ଓ ୩ରେ ପୁରୀରେ ଦୁଇ ଦିନିଆ ବିଜେପି ଜନଜାତି ରାଷ୍ଟ୍ରୀୟ ମହାଅଧିବେଶନ ଆୟୋଜନ କରାଯାଇଛି। ଠିକ୍‌ ଏହାର ପୂର୍ବ ଦିନ ସନ୍ଧ୍ୟା ୫ଟାରେ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିକାରୀଙ୍କ ବୈଠକ...

ଭୁବନେଶ୍ୱରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ

ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ ଭୁବନେଶ୍ୱରରେ ଆମ୍‌ ଆଦମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ସାମାଜିକ ନ୍ୟାୟ ଅଭିଯାନ ପକ୍ଷରୁ ଆୟୋଜିତ ସମାବେଶରେ କେଜରିୱାଲ ଯୋଗଦେବେ। ବିମାନ ବନ୍ଦରରେ କେଜରିୱାଲ ପହଞ୍ଚିବା...

ଫୋକସ୍‌ରେ ମୟୂରଭଞ୍ଜ – ମୋଦି ଦେଇଥିଲେ ୪,୫୦୦ କୋଟି, ନବୀନ ଦେଲେ ୧୫୦ କୋଟି

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମୟୂରଭଞ୍ଜ ଜିଲ୍ଲାର ଭୋଟକୁ ନେଇ ବିଜେଡି-ବିଜେପି ଭିତରେ କସରତ। ବିଜେପି ଏବଂ ବିଜେଡି ଫୋକସ୍‌ରେ ଏବେ ମୟୂରଭଞ୍ଜ। ୨୦୧୯ ନିର୍ବାଚନରେ ମୟୂରଭଞ୍ଜ ଭୋଟରଙ୍କୁ ମନାଇବା ପାଇଁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ...