ଆସିଲା ବିଜେଡିର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ବାଲେଶ୍ଵର ଲୋକସଭା ଆସନରୁ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଟିକେଟ୍

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷର ସାଧାରଣ ନିର୍ବାଚନ ପାଇଁ ନିଜର ଚତୁର୍ଥ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ଏଥିରେ ଦଳ ପକ୍ଷରୁ ରାଜ୍ୟର ଗୋଟିଏ ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ...

ଆନ୍ଧ୍ରପ୍ରଦେଶ ନେତାଙ୍କ ଅଜବ ପ୍ରତିଶ୍ରୁତି – “କ୍ଷମତାକୁ ଆସିଲେ କମ୍‌ ଟଙ୍କାରେ ମିଳିବ ଭଲ ମଦ”

ଓଡ଼ିଶାଲାଇଭ୍ ବ୍ୟୁରୋ (ବିଶାଖାପାଟଣାରୁ ଯଶୋବନ୍ତ ନାରାୟଣ ପାଢ଼ୀ): ଆଗାମୀ ନିର୍ବାଚନ ପାଇଁ ସରଗରମ ହେଲାଣି ଆନ୍ଧ୍ରପ୍ରଦେଶର ରାଜନୀତି। ନିର୍ବାଚନ ବାଜି ହାତେଇବାକୁ ପ୍ରଚାର ମଇଦାନକୁ ଓହ୍ଲାଇ ମାଳମାଳ ଲୋଭନୀୟ ପ୍ରତିଶ୍ରୁତି ଦେଉଛନ୍ତି ବିଭିନ୍ନ ଦଳର...

ବିଜେଡି ଛାଡ଼ିଲେ ଜ୍ୟୋତି ପାଣିଗ୍ରାହୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଜ୍ୟୋତି ପାଣିଗ୍ରାହୀ। ଗୁରୁବାର ଦିନ ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଜ୍ୟୋତି ପାଣିଗ୍ରାହୀ ବିଜେଡିର ବରିଷ୍ଠ ଉପସଭାପତି ତଥା...

ଏଥର ଜମିବ କେନ୍ଦ୍ରାପଡ଼ା ଲଢ଼େଇ: ଲୋକସଭା ଆସନ ପାଇଁ ମୁହାଁମୁହିଁ ହେବେ ବୈଜୟନ୍ତ-ଅଂଶୁମାନ

ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ କେନ୍ଦ୍ରାପଡ଼ାର ରାଜନୀତି ଉପରେ କେନ୍ଦ୍ରୀଭୂତ ହେବ ସାରା ରାଜ୍ୟର ନଜର, ଏଥର ବାଜି କାହା ହାତକୁ ଯିବ? ଦଳବଦଳକୁ ନେଇ ଅସ୍ଥିର ହୋଇପଡ଼ିଛି କେନ୍ଦ୍ରାପଡ଼ାର ରାଜନୀତି। ରାଜ୍ୟର ତିନି ପ୍ରମୁଖ ଦଳ...

୨୦୨୪ ନିର୍ବାଚନ ପାଇଁ ଇସ୍ତାହାର କମିଟି ଗଠନ କଲା ବିଜେଡି: ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ଵ?

ଓଡ଼ିଶାଲାଇଭ୍ ବ୍ୟୁରୋ ସାଧାରଣ ନିର୍ବାଚନ ୨୦୨୪ ଲାଗି ଇସ୍ତାହାର କମିଟି ଗଠନ କଲା ବିଜେଡି। ଏହି କମିଟିରେ ରହିଛନ୍ତି ମୋଟ ୩୮ ଜଣ ସଦସ୍ୟ। ଇସ୍ତାହାର କମିଟର ଅଧ୍ୟକ୍ଷ ଭାବେ ବରିଷ୍ଠ ବିଜେଡି ନେତା...

ବୌଦ୍ଧରେ ସରଗରମ ରାଜନୈତିକ ପାଣିପାଗ: କ୍ଷମତା ପାଇଁ ଚାଲିଛି କସରତ

ଓଡ଼ିଶାଲାଇଭ୍ ବ୍ୟୁରୋ ବଦଳିଲାଣି ବୌଦ୍ଧ ଜିଲ୍ଲାରେ ରାଜନୈତିକ ପାଣିପାଗ, କ୍ଷମତା ହାତେଇବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ମଧ୍ୟରେ ଆରମ୍ଭ ହୋଇଛି କସରତ। (ବୌଦ୍ଧରୁ ଦେବବ୍ରତ ଦାଶ): ସାଧାରଣ ନିର୍ବାଚନ ୨୦୨୪ ଲାଗି ଚଳଚଞ୍ଚଳ...

ବିଜେଡି ଛାଡ଼ିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେଡିରୁ ଇସ୍ତଫା ଦେଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ। ଜିଲ୍ଲା ସଭାପତି ପଦ ତଥା ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ପ୍ରଭାସ ସିଂ ଇସ୍ତଫା ଦେଇଛନ୍ତି। ସୋମବାର ଦିନ ନବୀନ...

ଏଥର ସମ୍ବଲପୁର ଲୋକସଭା ଆସନରେ ହାଇପ୍ରୋଫାଇଲ୍ ଲଢ଼େଇ: ମଇଦାନରେ ଦୁଇ ହେଭିୱେଟ ନେତା ଧର୍ମେନ୍ଦ୍ର ଓ ପ୍ରଣବ

ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ ସମ୍ବଲପୁର ଲୋକସଭା ଆସନକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା। ଏଥର ଏଠାରେ ଦେଖିବାକୁ ମିଳିବ ଦୁଇ ହେଭିୱେଟ ନେତାଙ୍କ ହାଇପ୍ରୋଫାଇଲ୍ ଲଢ଼େଇ। ଚଳିତ ନିର୍ବାଚନରେ ସମ୍ବଲପୁରର ପାୱାର ଫାଇଟରେ...

ୱାଇଏସଆର କଂଗ୍ରେସ ପାର୍ଟିକୁ ବଡ଼ ସଫଳତା: ଆନ୍ଧ୍ରପ୍ରଦେଶର ସମସ୍ତ ୧୧ ରାଜ୍ୟସଭା ଆସନରେ ଦଳର କବ୍ଜା

ଓଡ଼ିଶାଲାଇଭ୍ ବ୍ୟୁରୋ ଆନ୍ଧ୍ରପ୍ରଦେଶର ସମସ୍ତ ୧୧ ରାଜ୍ୟସଭା ଆସନ ୱାଇଏସଆର କଂଗ୍ରେସ ପାର୍ଟି କବ୍ଜାକୁ ଆସିବା ପରେ ରାଜ୍ୟସଭାରୁ ମୂଳପୋଛ ହେଲା ତେଲୁଗୁ ଦେଶମ ପାର୍ଟି। (ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ...

ବିଜେପିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଓଡ଼ିଶାଲାଇଭ୍ ବ୍ୟୁରୋ ବିଜେପିରୁ ଇସ୍ତଫା ଦେଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ଶନିବାର ଦିନ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ନିଜ ଇସ୍ତଫାପତ୍ରକୁ ସେ ବିଜେପିର ରାଜ୍ୟ...