ଜେଲରୁ ବାହାରିଲେ ରାମଚନ୍ଦ୍ର ହାଁସଦା, ବିଜେପି ଉପରେ ବର୍ଷିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜେଲ୍ରୁ ମୁକୁଳିବା ପରେ ରାମଚନ୍ଦ୍ର ହାଁସଦା ସିଧା କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି।
ଚାରି ବର୍ଷ ପରେ ଜେଲ୍ରୁ ମୁକୁଳିଛନ୍ତି ମୟୂରଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା। ଝାରପଡ଼ା ଜେଲ୍ରୁ ବାହାରିବା ପରେ...
ନିଜ ଇସ୍ତଫା ସମ୍ପର୍କରେ ସାନି ବିଚାର କରିବେ କି ବୈଜୟନ୍ତ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଗାମୀ ଯୋଜନା ସମ୍ପର୍କରେ ନିଷ୍ପତ୍ତି ନେଇପାରୁ ନଥିବା ବୈଜୟନ୍ତ ଏବେ ସାଂସଦ ପଦରୁ ନିଜ ଇସ୍ତଫା ସମ୍ପର୍କରେ ସାନି ବିଚାର କରୁଥିବା ଚର୍ଚ୍ଚା ହେଉଛି।
ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବୁଦ୍ଧିମାନ ରାଜନେତା ଭାବେ...
ରାଜ୍ୟପାଳଙ୍କ ବିମାନ ଭଡ଼ାକୁ ନେଇ ବିବାଦ: ବିଜେଡି-ବିଜେପି କଳିର ଫଳ?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ଦିଲ୍ଲୀରେ ଯେମିତି ଉପ-ରାଜ୍ୟପାଳ ଓ ଅରବିନ୍ଦ କେଜରିୱାଲ ସରକାରଙ୍କ ଭିତରେ ଟଣା ଓଟରା ଚାଲିଥିଲା ଓଡ଼ିଶାରେ ସେମିତି ଚାଲିବ ନାହିଁ ତ?
ନବୀନ ପଟ୍ଟନାୟକ ସରକାର ଓ ରାଜଭବନ ଭିତରେ ସବୁ...
କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ୬୬ଟି ଆରଏମସିକୁ ଇ-ନାମ ପ୍ଲାଟଫର୍ମ ସହ ଯୋଡ଼ାଯାଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧାନ ସମେତ ୧୪ଟି ଶସ୍ୟର ଏମ୍ଏସ୍ପି କେନ୍ଦ୍ର ସରକାର ବୃଦ୍ଧି କରିବା ପରେ ଆଜି ଧର୍ମେନ୍ଦ୍ର ପ୍ରଧାନ ଆଉ ପାଦେ ଆଗକୁ ବଢ଼ିଛନ୍ତି। କୃଷିର ବଜାରକରଣ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର...
ବେକାରୀ-ଚାଷୀ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ, ପୋଲିସ ସହ ଧସ୍ତାଧସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଫର୍ମକୁ ଫେରିଛି କଂଗ୍ରେସ। ଏନଏଚଏଆଇ ଅଫିସରେ ପାଣିମାଡ଼ କରିବା ପରେ ଆଜି ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲା କଂଗ୍ରେସ।
ରାଜରାସ୍ତାକୁ ଓହ୍ଲାଇଲା ଯୁବକଂଗ୍ରେସ। ଚାଷୀ ଏବଂ ବେକାରୀ ପ୍ରସଙ୍ଗକୁ ଅସ୍ତ୍ର କରି...
ବିଜେପି ପୁଣି ଖୋଳିଲା ଯାଜପୁର ଲିଙ୍କ୍, ବିଜେଡି କହିଲା ବିରୋଧୀଙ୍କ ପ୍ରାୟୋଜିତ ଡ୍ରାମା
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ଲାକରୋଜ ଜାହାଜବୁଡ଼ିକୁ ନେଇ ରାଜନୀତି ପାଣିପାଗ ଉଷ୍ମ। ବିଜେପି ଯାଜପୁର ଲିଙ୍କ୍ ଖୋଳିଥିବା ବେଳେ ବିଜେଡି ଏହାକୁ କହିଛି ପ୍ରାୟୋଜିତ ନାଟକ।
ବ୍ଲାକରୋଜ ଜାହାଜବୁଡ଼ିର ହେବ ସିବିଆଇ ତଦନ୍ତ। ଏନେଇ କେନ୍ଦ୍ର ଜାହାଜ...
ଦାମଙ୍କ ବ୍ଲାକରୋଜ ବାଣ: ‘ଯିଏ ଅପରାଧ କରିଥିବ ସିଏ ବନ୍ଧା ହେବ’
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ପୁଣିଥରେ ବ୍ଲାକରୋଜ ଜାହାଜ ବୁଡ଼ି ସମ୍ପର୍କରେ ବାଣ ମାରି ରାଜନୀତିକୁ ଉଷ୍ମ କରିଛନ୍ତି।
ଏମ୍ଭି ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାରେ ବିଜେଡି ବରିଷ୍ଠ ନେତା...
ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଜଣାପଡ଼ିବ କାହାର କେତେ ଦମ୍?
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ମୌସୁମୀ ଅଧିବେଶନର ଦ୍ୱିତୀୟ ସପ୍ତାହରେ ହେବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ। ଏଥିପାଇଁ ଅଙ୍କ କଷୁଛନ୍ତି ବିଜେପି ଏବଂ କଂଗ୍ରେସ।
ରାଜ୍ୟସଭା ଉପାଧ୍ୟକ୍ଷ ପିଜେ କୁରିଆନ ଅବସର ଗ୍ରହଣ କରିବା ପରେ ସଂସଦର...
ମହାରଥୀ କେନ୍ଦ୍ରକୁ ମାରିଲେ ବାଣ: କେବେ ନିର୍ଦ୍ଧାରଣ କରିବ ଧାନର ଏମ୍ଏସ୍ପି?
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟ ସରକାର ପୁଣି ଉଠାଇଲେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ। ଧାନର ଏମ୍ଏସ୍ପି ନିର୍ଦ୍ଧାରଣ କରିବାରେ କେନ୍ଦ୍ର ସରକାର କାହିଁକି ବିଳମ୍ବ କରୁଛନ୍ତି ବୋଲି କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ...
ବୈଜୟନ୍ତ-ବିଜେଡି କଳିରେ ମୁଁ ବଳିପଡ଼ିଲି: ନବୀନ ନନ୍ଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡିରୁ ନିଲମ୍ବିତ ହେବା ପରେ ମୁହଁ ଖୋଲିଛନ୍ତି ନବୀନ ନନ୍ଦ। ସେ ସିଧାସଳଖ ବିଜେଡି ଶିବିରକୁ ନିଶାନା କରିଛନ୍ତି।
କୋଲକାତାରୁ ଗିରଫ ଏବଂ ବିଜେଡିରୁ ନିଲମ୍ବିତ ହେବା ପରେ ମୁହଁ ଖୋଲିଛନ୍ତି ଢେଙ୍କାନାଳର...




















