ଟାସ୍କ ଦେଲେ ଷ୍ଟ୍ରାଟେର୍ଜି ମାଷ୍ଟର ଅମିତ ଶାହ: ‘ବୁଥ୍ ଜଗ, ଲୋକଙ୍କ କଥା ବୁଝ’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=pjjuPhawGkE] ୯ ଘଣ୍ଟାର ମାରାଥନ ବୈଠକ ତିନୋଟି ପର୍ଯ୍ୟାୟରେ ଆଲୋଚନା କଲେ ଶାହ କର୍ମକର୍ତ୍ତା ଓ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଶାହ କେନ୍ଦ୍ର ଯୋଜନାକୁ ଘରେ ଘରେ ପହଞ୍ଚାଅ ...

ଗରିବ ଓଡ଼ିଶା କଥା ଶୁଣୁ ନାହାନ୍ତି ମୋଦି: ନରସିଂହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନଭରି ବର୍ଷିଛନ୍ତି। "ଗରିବ ଓଡ଼ିଶା କଥା ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ସମୟ ନାହିଁ। ମୋଦି...

ମହାନଦୀ ପ୍ରସଙ୍ଗରେ ମୁହଁ ଖୋଲିବେ କି ଅମିତ ଶାହ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅମିତ ଶାହ ମହାନଦୀ ପ୍ରସଙ୍ଗରେ କ'ଣ କହୁଛନ୍ତି ତା' ଉପରେ ରହିଛି ସମସ୍ତଙ୍କ ନଜର। ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ରବିବାର ଭୁବନେଶ୍ୱର ଆସୁଛନ୍ତି। ୨୦୧୭ ସେପ୍ଟେମ୍ବର ମାସରେ ଦଳୀୟ କର୍ମକର୍ତ୍ତାଙ୍କୁ...

ଓଡ଼ିଶାରେ କି ମନ୍ତ୍ର ଫୁଙ୍କିବେ ଅମିତ ଶାହ?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ ରବିବାର ଦିନ ବିଜେପି କର୍ମକର୍ତ୍ତାଙ୍କୁ କି ମନ୍ତ୍ର ଫୁଙ୍କିବେ ତା' ଉପରେ ନଜର। ୨୦୧୭ ସେପ୍ଟେମ୍ବର ୫ ତାରିଖ। ଭୁବନେଶ୍ୱରରେ ପହଞ୍ଚିଥିଲେ ବିଜେପି ରାଷ୍ଟ୍ରୀୟ ସଭାପତି...

୨୦୧୯ ପାଇଁ ଅଙ୍କ କଷିଲେ ଅମିତ ଶାହ: ୭ ରାଜ୍ୟର ବିଜେପି ନେତାଙ୍କ ସହ କଲେ ମନ୍ଥନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ରେ କେନ୍ଦ୍ରରେ ବିଜେପି ସରକାରର ଦବ୍‌ଦବାକୁ ବଜାୟ ରଖିବା ପାଇଁ ଅଙ୍କ କଷୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ୨୦୧୯ ସାଧାରଣ ନିର୍ବାଚନ ପାଇଁ ବିଜେପି ଅଙ୍କ କଷିବା ଆରମ୍ଭ କରିଛି।...

ରବିବାର ଆସିବେ ଅମିତ ଶାହ: ପଞ୍ଚାୟତ ପ୍ରତିନିଧିଙ୍କୁ ଦେବେ ଗୁରୁମନ୍ତ୍ର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପଞ୍ଚାୟତ ପ୍ରତିନିଧିଙ୍କୁ ଗୁରୁମନ୍ତ୍ର ଦେବା ପାଇଁ ରବିବାର ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ରବିବାର ଭୁବନେଶ୍ୱର ଆସିବେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଏଥିପାଇଁ ବିଜେପି କର୍ମୀମାନେ...

ବୈଜୟନ୍ତଙ୍କ ବାଣକୁ ବିଜେଡିର ଫୁଃ!

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବିଜେଡିରୁ ବିତାଡ଼ିତ ନେତା ବୈଜୟନ୍ତଙ୍କ ତାଜା ତୀରକୁ ବାଏଁ ବାଏଁ ଉଡ଼ାଇ ଦେଇ ଦଳର ମୁଖପାତ୍ର କହିଛନ୍ତି "ତାଙ୍କ କଥା ସେ ବୁଝନ୍ତୁ"। କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ବିଜେଡି...

ବନ୍ଦେ ‘ଉତ୍କଳ’ ବନାମ ବନ୍ଦେ ‘ଓଡ଼ିଶା’: ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବହେ ଝାଡ଼ିଲେ ଦାମ

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଅତୀତ ବୁନିଆଦର ପାଠ ପଢ଼ାଇଛନ୍ତି ବିଜେଡିର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ। ବନ୍ଦେ ଉତ୍କଳ ଜନନୀକୁ ନେଇ ବିବାଦ ତେଜିଛି। ଏହି ଗୀତରୁ 'ଉତ୍କଳ' ବାଦ୍‌...

ସୁଶାନ୍ତଙ୍କ ବାଚଳାମିକୁ ନେଇ ନବୀନଙ୍କ ମୁଣ୍ଡବ୍ୟଥା

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ ବନ୍ଦେ ଉତ୍କଳ ଜନନୀକୁ ନେଇ ବିବାଦ ତେଜିଛି। ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ମନ୍ତବ୍ୟ ଏବେ ବିଜେଡି ଶିବିରରେ ହଇଚଇ ସୃଷ୍ଟି କରିଛି। ନିଜ ଘର ସଜାଡ଼ିବା ପାଇଁ ଓ କୌଣସି ଅଯଥା...

ବିଜେଡିର ଜୟଗାନ କଲେ ସାଲେପୁର କଂଗ୍ରେସ ବିଧାୟକ, ଦଳରେ ହଲଚଲ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଲେପୁରର କଂଗ୍ରେସ ବିଧାୟକ ପ୍ରକାଶ ବେହେରା ବିଜେଡିକୁ ସାର୍ଟିଫିକେଟ ଦେବା ପରେ କଂଗ୍ରେସର ଭିତିରି ମହଲରେ ସୃଷ୍ଟି ହୋଇଛି ହଲ୍‌ଚଲ୍। କଂଗ୍ରେସ ବିଧାୟକ ପ୍ରକାଶ ବେହେରା ଗଣମାଧ୍ୟମରେ ଆଜି ଯେଉଁ ମନ୍ତବ୍ୟ ଦେଇଛନ୍ତି...