ହଟିଲେ ପ୍ରସାଦ, ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ନିରଞ୍ଜନ ପଟ୍ଟନାୟକ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ହୋଇଛନ୍ତି। କଂଗ୍ରେସ ପ୍ରଭାରି ଜିତେନ୍ଦ୍ର ସିଂ ଏନେଇ ନୂଆଦିଲ୍ଲୀଠାରେ ଘୋଷଣା କରିଛନ୍ତି। ଏହାସହ ନିରଞ୍ଜନଙ୍କୁ ସହଯୋଗ...

ଓଡ଼ିଶା କଂଗ୍ରେସ: ପ୍ରଭାରି ମାଳମାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା କଂଗ୍ରେସରେ ପ୍ରଭାରି ମାଳମାଳ। ପୂର୍ବରୁ ଜଣେ କିମ୍ବା ଦୁଇ ଜଣ କେନ୍ଦ୍ର ନେତାରେ କାମ ହେଉଥିଲା। ହେଲେ ଏବେ ଚାରି ଜଣ କେନ୍ଦ୍ର ନେତା ଓଡ଼ିଶା କଂଗ୍ରେସ କଥା ବୁଝିବା...

ବିଜେପିର ମିଶନ-୨୦୧୯: ମାସକୁ ୫ଟି ଲେଖାଏଁ ନିର୍ବାଚନମଣ୍ଡଳୀ ବୁଲିବେ ଅମିତ ଶାହା

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ଲୋକସଭା ନିର୍ବାଚନ ପାଇଁ ସଜବାଜ ହେଲାଣି ବିଜେପି। ବିଜେପିର ଷ୍ଟ୍ରାଟେର୍ଜି ମାଷ୍ଟର ଅମିତ ଶାହା ଏଣିକି ମାସକୁ ୫ଟି ଲୋକସଭା ଆସନ ଉପରେ ଫୋକସ୍ କରିବା ପାଇଁ ଯୋଜନା କରିଛନ୍ତି।...

ବିଜେଡିରେ ମିଶିଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡିରେ ମିଶିଲେ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ଅରୂପ ପଟ୍ଟନାୟକ। ନବୀନ ନିବାସରେ ସେ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ତାଙ୍କୁ ଦଳକୁ ସ୍ୱାଗତ କରିଥିଲେ। ନବୀନ ପଟ୍ଟନାୟକ...

ଆଜି ଅକ୍ଷୟ ତୃତୀୟା: ଅନୁଗୋଳରେ ମୁଖ୍ୟମନ୍ତ୍ରୀ କଲେ ଅକ୍ଷିମୁଠି ଅନୁକୂଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବାଙ୍କୀ ପାଥପୁରରେ ବିଜେପି ରାଜ୍ୟ ସଭାପତି ଖୋର୍ଦ୍ଧା କୁସୁମାଟିରେ ପିସିସି ସଭାପତି କଲେ ଅକ୍ଷିମୁଠି ଅନୁକୂଳ ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଚଷା ପୁଅ ଚାଷଜମିକୁ ଅକ୍ଷିମୁଠି ଅନୁକୂଳ କରିଛି।...

ଆଜିର ବଡ଼ ଖବର (୧୮ ଏପ୍ରିଲ, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯୋଗୀଙ୍କ ନୂଆ ନିୟମ: ପ୍ରେମ ପାଇଁ ଆଧାର ଲିଙ୍କ୍! ଲଭ୍‌-ରୋମାନ୍ସ-ରାଜନୀତି-ଦୁର୍ନୀତି କାହାଣୀକୁ ନେଇ ତିଆରି ହୋଇଛି ଫିଲ୍ମ ଯୋଗୀ। ୨୦ ତାରିଖରେ ପରଦାକୁ ଆସୁଛି ଏହି ପ୍ରତୀକ୍ଷିତ ଓଡ଼ିଆ ସିନେମା। ବିଜେପିର ମିଶନ-୨୦୧୯ ୨୦୧୯ ଲୋକସଭା...

ଚାରି କୋଟି ଓଡ଼ିଆଙ୍କ ହୃଦୟରେ ବିଜୁବାବୁ ଆଜି ବି ରହିଛନ୍ତି: ନବୀନ ପଟ୍ଟନାୟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ "ଓଡ଼ିଶାର ବିକାଶ ପାଇଁ ବିଜୁବାବୁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଉଦ୍ୟମ ଜାରି ରଖିଥିଲେ। ଓଡ଼ିଶାକୁ ନେଇ ସେ ଦେଖିଥିବା ସ୍ୱପ୍ନ ସାକାର କରିବା ଲାଗି ବିଜୁବାବୁ ଅହରହ ଉଦ୍ୟମ କରିଥିଲେ। ସେ...

ଫେଡରଲ ଫ୍ରଣ୍ଟ: ନବୀନଙ୍କୁ ଭେଟିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ପୂର୍ବରୁ ଫେଡରଲ ଫ୍ରଣ୍ଟ ବା ସଂଘୀୟ ସାମ୍ମୁଖ୍ୟକୁ ନେଇ ଜୋର୍ ଧରିଛି ଚର୍ଚ୍ଚା। ଟିଆର୍‌ଏସ୍‌ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମେ' ପ୍ରଥମ ସପ୍ତାହରେ ଭୁବନେଶ୍ୱର...

ବୈଜୟନ୍ତଙ୍କ ବିଜେପି ଲିଙ୍କ୍‌: ସାଂଘାତିକ ତଥ୍ୟ ଦେଲେ ‘ଜୟ’ଙ୍କ ରାଜନୀତିକ ସଂଯୋଜକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବୈଜୟନ୍ତଙ୍କ ରାଜନୀତିକ ସଂଯୋଜକ ଦେବାଶିଷ ମଲ୍ଲିକ ସାମ୍ବାଦିକ ସମ୍ମିଳନୀ କରି ବୈଜୟନ୍ତଙ୍କୁ କଲେ କଡ଼ା ସମାଲୋଚନା ବିଜେଡିରେ ରହି ଅନ୍ତର୍ଘାତୀ କାମ କରୁଥିଲେ ବୈଜୟନ୍ତ ନିଜ ସ୍ୱାର୍ଥ ପାଇଁ ତୃତୀୟ...

ତିନି କଂଗ୍ରେସ ନେତାଙ୍କୁ ପୁଣି ଦିଲ୍ଲୀ ଡକରା: ନିରଞ୍ଜନ କହିଲେ, “ମୋତେ ଡକାଯାଇ ନାହିଁ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦିଲ୍ଲୀ ଗଲେ ତିନି କଂଗ୍ରେସ ନେତା। ନୂଆ ପ୍ରଭାରି ଏବଂ ରାହୁଲ ଗାନ୍ଧିଙ୍କୁ ଭେଟିବେ। ସଙ୍ଗଠନ ମଜଭୁତ ସମ୍ପର୍କରେ ଆଲୋଚନା କରିବେ। ଏହି ଆଲୋଚନା ବେଳେ ପିସିସି ସଭାପତି ବଦଳିବା ପ୍ରସଙ୍ଗ...