ହଟିଲେ ଜନାର୍ଦ୍ଦନ, ଅଶୋକ ଗେହଲଟ୍ ହେଲେ ଏଆଇସିସିର ସଙ୍ଗଠନ ମହାସଚିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧ୍ୟକ୍ଷ ହେବା ପରେ ରାହୁଲ ଗାନ୍ଧି ଆଜି ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ଦୀର୍ଘଦିନ ଧରି ଦଳର ସଙ୍ଗଠନ ମହାସଚିବ ଥିବା ଜନାର୍ଦ୍ଦନ ଦ୍ୱିବେଦୀଙ୍କୁ ପଦରୁ ହଟାଇ ବରିଷ୍ଠ ନେତା ଅଶୋକ ଗେହଲଟ୍ଙ୍କୁ...
କଂଗ୍ରେସ ଛାଡ଼ିଲେ ଚନ୍ଦ୍ରଶେଖର: କହିଲେ,”୨୦୦୯ରୁ ମୋତେ ଅବହେଳା କରାଯାଇଛି”
ଓଡ଼ିଶାଲାଇଭ୍ ବ୍ୟୁରୋ
ଗଞ୍ଜାମ ଜିଲ୍ଲାରୁ ସଫା ହୋଇଗଲା କଂଗ୍ରେସ
ତାରା କହିଲେ, "ଚନ୍ଦ୍ରଶେଖରଙ୍କ ଇସ୍ତଫା ଦଳ ପାଇଁ କ୍ଷତି"
ଚନ୍ଦ୍ରଶେଖରଙ୍କୁ କାଉନ୍ସିଲରରୁ କେନ୍ଦ୍ରମନ୍ତ୍ରୀ କରିଥିଲା କଂଗ୍ରେସ: ସନ୍ଧ୍ୟା ମହାପାତ୍ର
ଦକ୍ଷିଣଓଡ଼ିଶାର ଟାଣୁଆ କଂଗ୍ରେସ ନେତା...
ଓଡ଼ିଶା କଂଗ୍ରେସ ପ୍ରଭାରି: ହଟିଲେ ହରିପ୍ରସାଦ, ଆସିଲେ ଜିତେନ୍ଦ୍ର
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ଓଡ଼ିଶା କଂଗ୍ରେସ ସଙ୍ଗଠନ କ୍ଷେତ୍ରରେ ବଡ଼ ପଦକ୍ଷେପ ନେଇଛନ୍ତି। ପିସିସି ପ୍ରଭାରି ପଦରୁ ବି କେ ହରିପ୍ରସାଦଙ୍କୁ ହଟାଇଛନ୍ତି। ହରିପ୍ରସାଦଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ର...
ସୋସିଆଲ ମିଡିଆରେ ଅଟଳ ବିହାରୀ ବାଜପେୟୀଙ୍କୁ ନେଇ ପୁଣି ଗୁଜବ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ଖବର। କିଛି ଲୋକ ଆଗ ପଛ ବିଚାର ନକରି ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ବି ଦେଇଛନ୍ତି। ହେଲେ...
ଗଞ୍ଜାମରୁ ନିଶ୍ଚିହ୍ନ ହୋଇଗଲା କଂଗ୍ରେସ: ଦଳରୁ ଇସ୍ତଫା ଦେଲେ ୫ ଛାମୁଆ ନେତା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଓଡ଼ିଶାର ପ୍ରମୁଖ ଜିଲ୍ଲା ଗଞ୍ଜାମରୁ ନିଶ୍ଚିହ୍ନ ହୋଇଗଲା କଂଗ୍ରେସ। ଏହି ଜିଲ୍ଲାରୁ ଜିଲ୍ଲା ସଭାପତିଙ୍କ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ମହିଳା ସଭାନେତ୍ରୀ, ଛାତ୍ର ସଭାପତି ଏବଂ ପିସିସି ସାଧାରଣ ସମ୍ପାଦକ...
ପ୍ରଶ୍ନପତ୍ର ଲିକ୍: ସିବିଏସ୍ଇ ଅଫିସ ଘେରିଲା ଛାତ୍ର ବିଜେଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ସିବିଏସ୍ଇ ପ୍ରଶ୍ନପତ୍ର ଲିକ୍କୁ ନେଇ ସାରା ଦେଶରେ ରାଜନୀତି ଜୋର୍ ଧରିଛି। ଦିଲ୍ଲୀରେ ବିଭିନ୍ନ ଛାତ୍ର ସଙ୍ଗଠନ ଘଟଣାର ନିନ୍ଦା କରିଥିବା ବେଳେ ଭୁବନେଶ୍ୱରରେ ଛାତ୍ର ବିଜେଡି ସିବିଏସ୍ଇ ଆଞ୍ଚଳିକ କାର୍ଯ୍ୟାଳୟ...
ଆଜିର ବଡ଼ ଖବର (୨୯ ମାର୍ଚ୍ଚ, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
-ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ପିସିସି ସାଧାରଣ ସମ୍ପାଦକ ବିକ୍ରମ ପଣ୍ଡା, ବ୍ରହ୍ମପୁର ନଗର କଂଗ୍ରେସ ସଭାପତି...
ଥମୁନି ଲୋକାୟୁକ୍ତ ତାତି: ତିନି ଦିନ ହେଲା ବିଧାନସଭା ଅଚଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବସିଲା ସର୍ବଦଳୀୟ ବୈଠକ
ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସବୁ ଦଳର ନେତା ସାମିଲ
ଗୁରୁବାର ଲୋକାୟୁକ୍ତ ପ୍ରସଙ୍ଗରେ ବିବୃତି ରଖିବେ ସରକାର
ବିବୃତି ପରେ ଗୃହ ହେବ ସ୍ୱାଭାବିକ
ତିନି ଦିନ ହେଲା...
ଆଜିର ବଡ଼ ଖବର (୨୮ ମାର୍ଚ୍ଚ ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
-ଓଡ଼ିଶାରେ ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ୍ ଘଟଣାକୁ ନେଇ ଚର୍ଚ୍ଚା ନଥମୁଣୁ ଏବେ ସିବିଏସ୍ଇ ପ୍ରଶ୍ନପତ୍ର ଲିକ୍ ଘଟଣା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ଚିନ୍ତା ବଢ଼ାଇଛି। ପରୀକ୍ଷା ପୂର୍ବରୁ ସିବିଏସ୍ଇ ଦଶମ ଗଣିତ...
ଭାଙ୍ଗୁଛି କଂଗ୍ରେସ ଘର: ବିଜେଡିରେ ମିଶିବେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ!
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁଶୁଡୁଛି କଂଗ୍ରେସ ଘର। ଜଣକ ପରେ ଜଣେ ନେତା କଂଗ୍ରେସରୁ ଫେରାଇ ନେଉଛନ୍ତି ମୁହଁ। ଏହି ରେସ୍ରେ ଏବେ ସାମିଲ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ। ଚନ୍ଦ୍ରଶେଖର ଏପ୍ରିଲ ୪ରେ...


















