ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ: ମହାନଦୀ-ପୋଲାଭରମ ପ୍ରସଙ୍ଗ ଉଠାଇବ ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ହେବ ସରଗରମ୍। ଏହି ପର୍ଯ୍ୟାୟରେ ଶାସକ ବିଜେଡି ଓଡ଼ିଶା ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବ। ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୫ରୁ ଆରମ୍ଭ...

୨୫ ବର୍ଷ ପରେ ତ୍ରିପୁରା ଦଖଲ କଲା ବିଜେପି

ଓଡ଼ିଶାଲାଇଭ୍‌ ବ୍ୟୁରୋ ତ୍ରିପୁରାରେ ୨୫ ବର୍ଷର ବାମ ଶାସନର ଅନ୍ତ ଘଟିଛି। ଏହି ରାଜ୍ୟରେ ବିଜେପି ମ୍ୟାଜିକ୍ କାମ କରିଛି। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପିର ବଡ଼ ବିଜୟ ହୋଇଛି।...

ମନ୍ତ୍ରିମଣ୍ଡଳରେ ଅଦଳବଦଳ: ନବୀନ ଛାଡ଼ିଲେ ଜଳସମ୍ପଦ ଓ ପୂର୍ତ୍ତ ବିଭାଗ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ମନ୍ତ୍ରିମଣ୍ଡଳରେ ସାମାନ୍ୟ ଅଦଳବଦଳ କରି ମୁଖ୍ୟମନ୍ତ୍ରୀ ନିଜ ଅଧିନରୁ ଜଳସମ୍ପଦ ଓ ପୂର୍ତ୍ତ ବିଭାଗ ପ୍ରତ୍ୟାହାର କରି ନେଇଛନ୍ତି। ରାଜ୍ୟ ମନ୍ତ୍ରିମଣ୍ଡଳରେ ଶନିବାର...
EVM

ଶନିବାର ଭୋଟ ଗଣତି: ତ୍ରିପୁରା-ମେଘାଳୟ-ନାଗାଲାଣ୍ଡ ଉପରେ ସମସ୍ତଙ୍କ ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶୁକ୍ରବାର ସାରା ଦେଶ ପାଳନ କରିଛି ରଙ୍ଗର ପର୍ବ ହୋଲି। ହେଲେ ଶନିବାର ୩ଟି ରାଜ୍ୟରେ ପଳନ ହେବ ରାଜନୀତିର ହୋଲି। ଶନିବାର ରାଜନୀତିର ହୋଲି କେଉଁ ଦଳ ଖେଳିବ ତାକୁ...

କାର୍ତ୍ତି ଚିଦାମ୍ବରମଙ୍କୁ ମାରାଥନ ଜେରା କଲା ସିବିଆଇ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଲାଞ୍ଚ କାରବାର ଅଭିଯୋଗରେ ଗିରଫ ହୋଇଥିବା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ସିବିଆଇ ଶୁକ୍ରବାର ମାରାଥନ ଜେରା କରିଛି। ସିବିଆଇ ଅଧିକାରୀଙ୍କ ପ୍ରଶ୍ନବାଣରେ କାର୍ତ୍ତି ଘାଇଲା ହୋଇଛନ୍ତି। ଆରମ୍ଭରୁ କାର୍ତ୍ତିକୁ ସିବିଆଇ...

ବିଜେପୁର ପାଇଁ ବିଜେଡିର କ’ଣ ଥିଲା ରଣନୀତି?

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପୁର ଉପ-ନିର୍ବାଚନରେ ଦମ୍‌ ଦେଖାଇଛି ବିଜେଡି। ପ୍ରତିପକ୍ଷଙ୍କୁ ମାତ୍‌ ଦେଇ ବିଜୟ ବାନା ଉଡ଼ାଇଛି ଶାସକ ଦଳ। ଆଗୁଆ ରଣନୀତି ଏବଂ ଶୃଙ୍ଖଳିତ ନିର୍ବାଚନ ପରିଚାଳନା କରି ବିଜେଡି ପ୍ରତିପକ୍ଷ ବିଜେପି-କଂଗ୍ରେସ...

ଉପ-ନିର୍ବାଚନ ଗଣିତ: ବହୁଛି ବିଜେପି ବିରୋଧୀ ହାୱା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେପି ଶାସିତ ରାଜ୍ୟରେ ଫୁଟୁନି ପଦ୍ମ ମଧ୍ୟପ୍ରଦେଶରେ ବିଜେପି ନିରାଶ ବାଜି ମାରିନେଲା କଂଗ୍ରେସ ରାଜସ୍ଥାନରେ ବି ଜିତିଥିଲା କଂଗ୍ରେସ ବିଜେପୁରରେ ବି ବିଜେପିକୁ ଦୂରେଇଲେ ଭୋଟର ଆଛେଦିନ୍‌ର ସ୍ଲୋଗାନ ଦେଉଥିବା...

ଏଥର ହୋଲି ଖେଳିବେନି ନବୀନ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=4JPBWow-JKE] ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି। ରଙ୍ଗର ପର୍ବ ହୋଲିକୁ ଉପଭୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଥଣ୍ଡା ହୋଇଥିବାରୁ ଚଳିତବର୍ଷ ସେ ହୋଲି ଖେଳିବେ ନାହିଁ...

ଜ୍ୱାଇଁ ପ୍ରସାଦଙ୍କ ଇସ୍ତଫା ନେଇ ସୁରଙ୍କ ଗୁଗୁଲି

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରସାଦ ହରିଚନ୍ଦନ ଇସ୍ତଫା ଦେବା ପରେ ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପ୍ରସାଦ ହରିଚନ୍ଦନଙ୍କ ଶ୍ୱଶୁର ସୁର ରାଉତରାୟ। ବିଜେପୁର ଉପ-ନିର୍ବାଚନରେ ଦଳର ବିପର୍ଯ୍ୟୟ ଏବଂ ପ୍ରସାଦଙ୍କୁ ହଟାଇବା ପଛରେ ୩...

ଇସ୍ତଫା ଦେଲେ ପ୍ରସାଦ ହରିଚନ୍ଦନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପିସିସି ସଭାପତି ପଦରୁ ଇସ୍ତଫା ଦେଇଛନ୍ତି ପ୍ରସାଦ ହରିଚନ୍ଦନ। ବିଜେପୁର ଉପ-ନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ସେ ଇସ୍ତଫା ଦେଇଛନ୍ତି। ନୈତିକତା ଦୃଷ୍ଟିରୁ ସେ ତାଙ୍କ ଇସ୍ତଫା ପତ୍ର ଏଆଇସିସି ଅଧ୍ୟକ୍ଷ...