ନାମାଙ୍କନ ପତ୍ର ଦାଖଲ କଲେ ପ୍ରଣୟ ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ନାମାଙ୍କନ ପତ୍ର ଦାଖଲର ଶେଷଦିନରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି କଂଗ୍ରେସର ପ୍ରଣୟ ସାହୁ। ବିଜେଡି ଓ ବିଜେପି ଭଳି ପ୍ରାର୍ଥିପତ୍ର ଦାଖଲ ବେଳେ କଂଗ୍ରେସ ଶକ୍ତି ପ୍ରଦର୍ଶନ କରିଛି।
ବିଜେପୁର ଉପ-ନିର୍ବାଚନ ପାଇଁ...
ବିଜେପୁର ଉପ-ନିର୍ବାଚନ: କଂଗ୍ରେସ ପାଇଁ ଅସଲ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପ-ନିର୍ବାଚନ କଂଗ୍ରେସ-ବିଜେପି-ବିଜେଡି ପାଇଁ ଅଗ୍ନିପରୀକ୍ଷା ବୋଲି କୁହାଯାଉଛି। ବିଜେପୁର ଦଖଲ କରିବା ପାଇଁ ୩ ପ୍ରମୁଖ ଦଳ ମଇଦାନୁ ଓହ୍ଲାଇଛନ୍ତି। ହେଲେ ବିଜେପି ଓ ବିଜେଡି ଅପେକ୍ଷା...
ବିଜେପୁର ପ୍ରଚାରରେ ଆସିବେ ବିଜେପିର ବହୁ ହେବିୱେଟ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ଫେବ୍ରୁଆରି ୨୪ ରେ ହେବ ବିଜେପୁର ଉପନିର୍ବାଚନ। ଏହାକୁ ନେଇ ରାଜ୍ୟ ରାଜନୀତି ପୁରା ସରଗରମ। ରାଜ୍ୟ ନେତାଙ୍କ ସମସ୍ତ ଫୋକସ୍ ଏବେ ବିଜେପୁର ଉପରେ।
ସମଗ୍ର ରାଜ୍ୟରେ ରାଜନୀତି ପାଣିପାଗ ବେଶ୍ ସରଗରମ। ବିଜେପୁରରେ...
ବିଜେପୁର ଲଢ଼େଇରେ କାହାର କେତେ ଦମ୍?
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରାର୍ଥୀ ଘୋଷଣା ପରେ ବିଜେପୁର ରାଜନୀତି ଜୋର୍ ଧରିଛି। ପ୍ରଚାର ମଇଦାନ କମ୍ପୁଛି। କଂଗ୍ରେସ-ବିଜେପି-ବିଜେଡି ଭିତରେ ତ୍ରିମୁଖି ଲଢ଼େଇ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଭୋଟର ପ୍ରାର୍ଥୀଙ୍କ ଦମ୍ ପରଖୁଛନ୍ତି।
ବିଜେପୁରରେ...
ନବୀନ ନିବାସ ଆଗରେ କୁନ୍ଦୁଲି ତାତି
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ରାସ୍ତାରେ କୁନ୍ଦୁଲି ତାତି। ସାରା ରାଜ୍ୟରେ କୁନ୍ଦୁଲି ଘଟଣାକୁ ନେଇ ବିଜେପି ବିକ୍ଷୋଭ କରିବା ପରେ ସୋମବାର ନବୀନ ନିବାସ ଘେରାଉ କରିବା ପାଇଁ ଉଦ୍ୟମ କରିଥିଲା ଏହି ଦଳ।...
ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ରିତା ସାହୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ରିତା ସାହୁ। ପଦ୍ମପୁର ଉପ-ଜିଲ୍ଲାପାଳଙ୍କ ଅଫିସରେ ସେ ୩ ସେଟ୍ ନାମାଙ୍କନପତ୍ର ଦାଖଲ କରିଛନ୍ତି।
ଜମୁଛି ବିଜେପୁର ଉପ-ନିର୍ବାଚନ। ଚାଲିଛି ପ୍ରାର୍ଥିପତ୍ର...
ଓଡ଼ିଆମାନେ ଓଡ଼ିଶା ପାଇଁ ସୁନାମ ଆଣନ୍ତୁ: ନବୀନ ପଟ୍ଟନାୟକ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବାଇର ୟଶୱନ୍ତରାଓ ଚୌହାନ ସେଣ୍ଟରେ "ଦ ଟଲ୍ ମ୍ୟାନ୍ ବିଜୁ ପଟ୍ଟନାୟକ' ପୁସ୍ତକର ଉପସ୍ଥାପନା ସମାରୋହ
ବିଜୁ ବାବୁ ଥିଲେ ଓଡ଼ିଶାର ପରିଚୟ: ଅରୁପ ପଟ୍ଟନାୟକ
କଳାର ପୂଜାରି ଥିଲେ...
ଅଫିସରଙ୍କୁ ପୁଣି ଟାର୍ଗେଟ୍ କଲେ ବୈଜୟନ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ପଟ୍ଟାମୁଣ୍ଡାଇରେ ପାଣି ଟାଙ୍କି ଉଦ୍ଘାଟନ କଲେ କେନ୍ଦ୍ରାପଡ଼ା ସାଂସଦ
ଅଫିସରଙ୍କୁ ନିଶାନା କଲେ ବୈଜୟନ୍ତ
"ଯେଉଁ ଅଫିସର ଦଳୀୟ ଟିକେଟ ବାଣ୍ଟୁଛନ୍ତି ସେମାନେ ଇସ୍ତଫା ଦିଅନ୍ତୁ"
ମୁଁ କେନ୍ଦ୍ରାପଡ଼ାବାସୀଙ୍କ ହୃଦୟରେ...
ମହାନଦୀ ଟ୍ରିବ୍ୟୁନାଲ: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜୋର୍ ଧରିଲା ମହାନଦୀ ଟ୍ରିବ୍ୟୁନାଲ ଗଠନ ପ୍ରସଙ୍ଗ। ମାସକ ମଧ୍ୟରେ ଟ୍ରିବ୍ୟୁନାଲ ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର କୌଣସି ଉଦ୍ୟମ କରି ନାହାନ୍ତି। ଫଳରେ ମୁଖ୍ୟମନ୍ତ୍ରୀ...
ଛିଡ଼ୁନି ପ୍ରାର୍ଥୀ ଚୟନ ଅଙ୍କ: ବିଜେପୁରରେ କଂଗ୍ରେସ କେମିତି ଦେବ ଟକ୍କର?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଲଢ଼େଇ ପାଇଁ ବାଜିଛି ବାଜା। ବିଜେଡି ଓ ବିଜେପି ପ୍ରାର୍ଥୀ ଘୋଷଣା କରି ମଇଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ଏପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। କଂଗ୍ରେସ ବିଜେପୁରରେ କେମିତି...




















