ଓଡ଼ିଶା କଂଗ୍ରେସ: ଅଢେଇ ବର୍ଷର କଳି, ଏବେ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ଉପରେ ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ପ୍ରସାଦ ହରିଶ୍ଚନ୍ଦନଙ୍କ ସଭାପତିତ୍ୱକୁ ଇତିମଧ୍ୟରେ ଅଢେଇ ବର୍ଷ ପୂରିଯାଇଛି, ଆଉ ଏହି ସମୟ ମଧ୍ୟରେ କଂଗ୍ରେସ ରାଜନୀତିରେ ଅନେକ ଘଟଣା ଏବଂ ଦୁର୍ଘଟଣା ଘଟିଯାଇଛି। ଘର କଳି କେବେଠୁ ଯାଇ ଦିଲ୍ଲୀରେ...

ରାଜନୀତିରେ ସବୁ ଶକ୍ତି ଓ ସଂଖ୍ୟାର ଖେଳ, ତାଜା ନମୁନା ଜେଡିୟୁ

ନୀଳାମ୍ବର ରଥ ଯୁଦ୍ଧନୀତି ହେଉ କି ରାଜନୀତି ସବୁଠି ଆବଶ୍ୟକ ଶକ୍ତି ଓ ସଂଖ୍ୟା।। ଏହି ଖେଳରେ ଯେଉଁ ପକ୍ଷ ସାମାନ୍ୟ ଦୁର୍ବଳ ହୋ‌ଇଗଲା, ସେ ଗଲା ବୋଲି ଜାଣ। ସଂଯୁକ୍ତ ଜନତା ଦଳ...

ତ୍ରୟୋଦଶ ଉପରାଷ୍ଟ୍ରପତି: ଛବିଶିଟି ଜାଣିବା ବିଷୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭେଙ୍କେୟା ନାଇଡୁ ଦେଶର ୧୩ଶ ଉପରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆନ୍ଧ୍ରପ୍ରଦେଶରୁ ସେ ହେଉଛନ୍ତି ଦ୍ୱିତୀୟ ଉପ-ରାଷ୍ଟ୍ରପତି। ତାଙ୍କ ଜନ୍ମ ୧୯୪୯ ଜୁଲାଇ ପହିଲା। ନେଲୋର ଜିଲ୍ଲା ଚାଭାଟାପାଲେମରେ ସେ...

ଓଡ଼ିଶା ରାଜନୀତିରେ ମହିଳା ନେତୃତ୍ୱ – ନୂଆ ଚେହେରା, ନୂଆ ସମ୍ଭାବନା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଦଳୁଛି ଓଡ଼ିଶା ରାଜନୀତିର ପରିଭାଷା। ଭାଙ୍ଗିବାକୁ ଯାଉଛି ପୁରୁଷ ରାଜନୀତିର ପରମ୍ପରା। ପୁରୁଷମାନଙ୍କ ପରି ମହିଳାମାନେ ବି ରାଜନୀତି ଜଗତରେ ନିଜର ଦକ୍ଷତା ପ୍ରତିପାଦନ କରିବା ପାଇଁ ଗୋଡ କାଢ଼ିଛନ୍ତି। କେବଳ ତୃଣମୂଳ...

ସେପ୍ଟେମ୍ବରରୁ ପୁଣି ଶାହା ପାଠଶାଳା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜୁନରେ ୩ ଦିନିଆ ଗସ୍ତ ପରେ ପୁଣି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସେପ୍ଟେମ୍ବରରେ ଓଡ଼ିଶା ଅଭିମୁଖେ ଆସୁଛନ୍ତି। ଓଡ଼ିଶାରେ ତିନି ଦିନ ରହି ତୃଣମୂଳସ୍ତରରେ ସଙ୍ଗଠନ ମଜଭୁତ କରିବା...

ବଦଳିବ ଦେଶର ରାଜନୈତିକ ସମୀକରଣ

ଭାସ୍କର ପରିଛା ଉପ-ରାଷ୍ଟ୍ରପତି ନିର୍ବାଚନରେ ଏନଡ଼ିଏ ପ୍ରାର୍ଥୀ ଏମ ଭେଙ୍କାୟା ନାଇଡ଼ୁଙ୍କ ବିଜୟ ଅବଶ୍ୟ ପ୍ରଥମରୁ ହିଁ ଜଣାଥିଲା। କିନ୍ତୁ ଫଳ ପ୍ରକାଶ ପାଇବା ପରେ ଭାରତର ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନ...

ମହାନଦୀ ବିବାଦ: ଛତିଶଗଡକୁ ଚେକ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାନଦୀ ଜଳ ବିବାଦରେ ଓଡ଼ିଶାକୁ କିଛି ଭଲ ଫଳ ମିଳିବା ଆରମ୍ଭ ହୋଇଛି। ନବୀନ ପଟ୍ଟନାୟକଙ୍କ ସରକାରଙ୍କ ପାଇଁ ଏହା ଏକ ପ୍ରକାର ଖୁସିର ଖବର। ମହାନଦୀ ଜଳ ବିବାଦର ସମାଧାନ...

ଫୋକସ୍‌‍ରେ ପୌର ଭୋଟ୍‍, ସଙ୍ଗଠନ ସଜାଡ଼ିବାକୁ ଅଣ୍ଟା ଭିଡ଼ିଲା ବିଜେଡି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୧୭ ବର୍ଷ ତଳର ରାଜନୀତି ଆଉ ନାହିଁ। ଦିନକୁ ଦିନ ଓଡ଼ିଶା ରାଜନୀତି ପାଣିପାଗ ବଦଳିବାରେ ଲାଗିଛି। ୧୭ ବର୍ଷ ତଳେ ବିଜେଡିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ଭାବେ କଂଗ୍ରେସ ଉଭା ହୋଇଥିବା...

ପାକିସ୍ତାନରେ ରାଜନୈତିକ ଝଡ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୭୦ ବର୍ଷରେ ୨୫ ପ୍ରଧାନମନ୍ତ୍ରୀ ବିଦା ପାନାମା ପେପର ସ୍କାଣ୍ଡାଲରେ ପାକିସ୍ତାନ ସୁପ୍ରିମକୋର୍ଟ ଦେଶର ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ଅଯୋଗ୍ୟ ଘୋଷଣା କରିବା ପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାକୁ...

ବିହାର ପରେ ଓଡ଼ିଶା ଉପରେ ଫୋକସ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିହାରରେ ନୀତିଶ କୁମାରଙ୍କ ଜେଡି(ୟୁ) ସହ ଭାରତୀୟ ଜନତା ପାର୍ଟି ମେଣ୍ଟ କରିବା ପରେ ଏବେ ଅନ୍ୟତମ ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶା ଉପରେ ଫୋକସ୍‍ କରିଛି ଏହି ଜାତୀୟ ଦଳ। ଏଥିପାଇଁ...