ଦୀପାବଳି ପରେ କଂଗ୍ରେସର ମଙ୍ଗ ସମ୍ଭାଳିବେ ରାହୁଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ଯୁବରାଜ ରାହୁଲଙ୍କର ରାଜ୍ୟାଭିଷେକ ହେବ। ଅର୍ଥାତ୍ ଖୁବଶୀଘ୍ର ଭାରତୀୟ ଜାତୀୟ କଂଗ୍ରେସର ଉପ-ସଭାପତି ରାହୁଲ ଗାନ୍ଧି ନୂଆ ସଭାପତି ହୋଇପାରନ୍ତି। ଦୀପାବଳି ପରେ କଂଗ୍ରେସର ନୂଆ ମୁଖିଆ ଭାବେ ରାହୁଲ ଏହି...
ବିଜେପିର ଦିନିକିଆ କାର୍ଯ୍ୟକାରିଣୀ: ଚାଲିଛି ବିଜେପୁର ଉପ-ନିର୍ବାଚନ ପାଇଁ ମନ୍ଥନ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=PhtOyEF7NuA]
ବିଜେପିର ମିଶନ୍ ବିଜେପୁର। ବରଗଡ଼ ଜିଲ୍ଲା ବରପାଲିରେ ବିଜେପି ୩୦ ହଜାର କର୍ମୀଙ୍କୁ ଠୁଳକରି ରଣହୁଙ୍କାର ଦେବା ପରେ ମଙ୍ଗଳବାର ରୋଡମ୍ୟାପ୍ ପ୍ରସ୍ତୁତି କରୁଛି। ଭୁବନେଶ୍ୱର ଦଳୀୟ କାର୍ଯ୍ୟାଳୟଠାରେ ଦିନିକିଆ...
ଡିସେମ୍ବରରେ ଗୁଜରାଟ ବିଧାନସଭା ନିର୍ବାଚନ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଗୁଜରାଟ ବିଧାନସଭା ପାଇଁ ନିର୍ବାଚନ ହୋଇପାରେ। ବିଜେପି ସଭାପତି ଅମିତ ଶାହା ଏହି ସୂଚନା ଦେଇଛନ୍ତି। ପୋରବନ୍ଦରଠାରେ ଅନୁଷ୍ଠିତ ଏକ ସଭାରେ ସେ ଏହି କଥା...
୧୨ରେ ବିଜେପିରେ ମିଶିବ ଲୁଲୁ ସେନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ କଂଗ୍ରେସ ଦଳର ଦୁର୍ଗତି ଥମିବା ନାଁ ନେଉ ନାହିଁ। ଗୋଟିଏ ପଟେ ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗଟି ଝୁଲିରହିଥିବା ବେଳେ ଏବେ ଦଳ ପାଇଁ ଆଉ ଏକ ଝଟକା ଲାଗିବା...
ବିଜେପିର ବିଜେପୁର ଚିନ୍ତା: ଆସିଲେ ଅଶୋକ, ଋଷିଲେ ନାରାୟଣ
ଓଡିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ଏବେ ବିଜେପି ପାଇଁ ଚିନ୍ତା ବଢ଼ାଇ ଦେଇଛି। ଗୋଟିଏପଟେ ବିଜେଡିର ବିଦ୍ରୋହୀ ନେତା ଅଶୋକ ପାଣିଗ୍ରାହୀଙ୍କୁ ଦଳକୁ ଆଣି ବିଜେପି ନେତା ଖୁସି ଜାହିର କରୁଥିବା ବେଳେ ବରଗଡ଼...
ବିଜେଡି ପଦଯାତ୍ରାକୁ ତୀର ମାରିଲା ବିଜେପି: କହିଲା,’ସଫଳତା’ ନୁହେଁ ଏହା ‘ଘଣ୍ଟଘୋଡ଼ା’ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
'କେନ୍ଦ୍ର ଅବହେଳା'କୁ ଅସ୍ତ୍ର କରି ବିଜେଡି ଗାନ୍ଧିଜୟନ୍ତୀଠାରୁ ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା। ୧୦ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାରେ ବିଜେଡି ନେତା ଗାଁ ଗାଁ ବୁଲି...
ବିଜେଡିର ପଦଯାତ୍ରା ଆରମ୍ଭ: ‘କେନ୍ଦ୍ର ଅବହେଳା’କୁ ଅସ୍ତ୍ର କଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାନ୍ଧିଜୟନ୍ତୀରୁ ଆରମ୍ଭ ହୋଇଛି ବିଜେଡିର ପଦଯାତ୍ରା। ଭୁବନେଶ୍ୱର ବେହେରାସାହିର ମହିଷାଖାଲ ବସ୍ତିରୁ ଏହି ପଦଯାତ୍ରା ଶୁଭାରମ୍ଭ ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହାକୁ ଶୁଭାରମ୍ଭ କରିଛନ୍ତି। ଏହି ପଦଯାତ୍ରା...
ବିଜେପିରେ ମିଶିଲେ ଅଶୋକ ପାଣିଗ୍ରାହୀ: ବିଜେପୁର ପାଇଁ ଶକ୍ତି ପ୍ରଦର୍ଶନ କଲା ଦଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପାଇଁ ବିଜେପି ଆଜି ବରପାଲିରେ ଶକ୍ତି ପ୍ରଦର୍ଶନ କରିଛି। ପ୍ରାୟ ୩୦ ହଜାର କର୍ମୀଙ୍କୁ ଠୁଳକରି ବିଜେପି ବିଜେପୁର ପାଇଁ ବିଗୁଲ ଫୁଙ୍କିଛି। ବିଜେଡିର ବିଦ୍ରୋହୀ ନେତା ଅଶୋକ...
ମହିଷାଖାଲଠାରୁ ଆରମ୍ଭ ହେବ ବିଜେଡିର ଜନସମ୍ପର୍କ ଯାତ୍ରା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଚରମ ଅବହେଳା, କେନ୍ଦ୍ର ଅନୁଦାନ ହ୍ରାସ ପ୍ରତିବାଦ ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ ଦାବିରେ...
ପିସିସି ସଭାପତି ପରିବର୍ତ୍ତନ: ଅଙ୍କ ଛିଡୁନି
ଓଡ଼ିଶାଲାଇଭ୍ ବ୍ୟୁରୋ
ପିସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସ ଦଳର ବରିଷ୍ଠ ନେତାମାନଙ୍କ ମଧ୍ୟରେ ମତଭେଦ ରହିଥିବା ପରିଲକ୍ଷିତ ହୋଇଛି। ଦଳର ଅନ୍ୟତମ ବରିଷ୍ଠ ନେତା ରାମଚନ୍ଦ୍ର ଖୁଣ୍ଟିଆ ସଭାପତି ପରିବର୍ତ୍ତନ ଉପରେ ପ୍ରତିକ୍ରିୟା...