ମୂଲ୍ୟ ଦେଇପାରେ, କିନ୍ତୁ ପଛକୁ ହଟିବି ନାହିଁ: ମୋଦି
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୋଟିଏ ବଡ଼ କଥା କହିଛନ୍ତି। ଦେଶର ଭଲ ପାଇଁ ସେ ଯେଉଁ ପଦକ୍ଷେପ ନେଇଛନ୍ତି ସେଥିପାଇଁ ଯଦି ତାଙ୍କୁ ରାଜନୈତିକ ମୂଲ୍ୟ ଦେବାକୁ ହୁଏ ସେ...
ପୁଣି ଫାଙ୍କିଲେ ସରକାର: କହିଲେ, ଚାଷ ପାଇଁ ଜୀବନ ହାରୁ ନାହାନ୍ତି ଚାଷୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀ ଆତ୍ମହତ୍ୟାକୁ ନେଇ ଉଠୁଛି ପଡ଼ୁଛି ଓଡ଼ିଶା। ଆଉ ଏତିକି ବେଳେ ରାଜ୍ୟ ସରକାର ବିଧାନସଭାରେ ଦେଇଥିବା ଉତ୍ତରକୁ ନେଇ ପୁଣି ବହିଛି ଝଡ଼। ଦୁଇ ବର୍ଷ ଭିତରେ କୌଣସି ଚାଷୀ...
ବିଜେପି ପଚାରିଲା ରାହୁଲ କେଉଁ ଧର୍ମର?
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋମନାଥ ମନ୍ଦିରରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଅଣହିନ୍ଦୁ ରେଜିଷ୍ଟରରେ ମାରିଛନ୍ତି ଦସ୍ତଖତ। ଏହାକୁ କାଉଣ୍ଟର କରିଛି ବିଜେପି। ରାହୁଲ କେଉଁ ଧର୍ମର ବୋଲି ପ୍ରଶ୍ନ କରିଛି।
ଗୁଜୁରାଟ ବିଧାନସଭା ନିର୍ବାଚନ ଯେତିକି...
ବିଧାନସଭାରେ ଚାଷୀ ଝଡ଼: କକ୍ଷତ୍ୟାଗ କଲେ ବିରୋଧୀ, ଗୃହ ମୁଲତବି
ଓଡ଼ିଶାଲାଇଭ୍ ବ୍ୟୁରୋ
ଧୋଇ ହୋଇଗଲା ଶୀତ ଅଧିବେଶନର ଦ୍ୱିତୀୟ ଦିନ। ଚାଷୀ ସମସ୍ୟା ଆଲୋଚନା ଦାବିରେ ଗୃହ ହେଲା ଅଚଳ। ବିରୋଧୀ କଂଗ୍ରେସ ଏବଂ ବିଜେପି ସଭ୍ୟ କକ୍ଷତ୍ୟାଗ କରିଥିବା ବେଳେ ବିଜେଡି ଧାନର...
ଗୁଜୁରାଟରେ ଧିମେଇ ଯାଇଛି ବିଜେପିର ସୋସିଆଲ ମିଡିଆ କ୍ୟାମ୍ପେନ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆକୁ ଅସ୍ତ୍ର କରି ୨୦୧୪ ନିର୍ବାଚନ ବୈତରଣୀ ପାର୍ ହୋଇଥିବା ବିଜେପି ପାଇଁ ଗୁଜୁରାଟ ନିର୍ବାଚନ କ୍ୟାମ୍ପେନ୍ ମହଙ୍ଗା ପଡ଼ିଛି। ବିଜେପି ଏଥର ସୋସିଆଲ ମିଡିଆ କ୍ୟାମ୍ପେନରେ କିଛି ନୂଆ...
ଆରମ୍ଭରୁ ହଙ୍ଗାମା: ଚାଷୀଙ୍କ ପାଇଁ ବିଧାନସଭା ଅଚଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରସଙ୍ଗ ଗୋଟିଏ। ପ୍ରତିବାଦ ଭିନ୍ନ। ଏମିତି ଢଙ୍ଗରେ ଆଜି ଅଚଳ ହୋଇଛି ବିଧାନସଭା। ଚାଷୀ ପ୍ରସଙ୍ଗକୁ ଅସ୍ତ୍ର କରି ଆଜି ଗୃହ ହୁଲସ୍ତୁଲ୍ ହୋଇଛି। ବିଜେଡି ଗାନ୍ଧି ମୂର୍ତ୍ତି ତଳେ ଧାରଣା...
ଆମ୍ ଆଦମୀ ପାର୍ଟି: ଗତି କୁଆଡେ଼?
ଭାସ୍କର ପରିଚ୍ଛା
ରବିବାର ଦିନ ଆମ୍ ଆଦମୀ ପାର୍ଟି ପକ୍ଷରୁ ତା'ର ପଞ୍ଚମ ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ୫ ବର୍ଷ ମଧ୍ୟରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ବହୁ ଚଢ଼ାଉତୁରା ଦେଇ ଗତି କରିଆସିଛି।...
ଦିନତମାମ୍ ଚାଷୀ ପାଲା: ଚାଷୀ ପାଇଁ କାହାର ଦରଦ କେତେ?
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭା ଆରମ୍ଭ ହେବା ପୂର୍ବରୁ ଚାଷୀଙ୍କୁ ନେଇ ହଙ୍ଗାମା। ଚାଷୀଙ୍କ ପାଇଁ ଉଠୁଛି ପଡ଼ୁଛି ରାଜ୍ୟ ରାଜନୀତି। ବିଜେପି ରାଜ୍ୟ ସରକାରଙ୍କୁ ଦାୟୀ କରିଥିବା ବେଳେ ବିଜେଡି କେନ୍ଦ୍ର ଉପରେ ଦୋଷ...
ମଙ୍ଗଳବାରଠୁ ବିଧାନସଭା: ବିରୋଧୀଙ୍କ ଅସ୍ତ୍ର ‘ଚାଷୀ’, ବିଜେଡି ଟାର୍ଗେଟରେ କେନ୍ଦ୍ର ଅବହେଳା
ଓଡ଼ିଶାଲାଇଭ୍ ବ୍ୟୁରୋ
ମଙ୍ଗଳବାରଠୁ ଆରମ୍ଭ ହେଉଛି ବିଧାନସଭାର ଶିତକାଳୀନ ଅଧିବେଶନ। ଏହି ଅଧିବେଶନ ଚାଷୀ ପ୍ରସଙ୍ଗକୁ ନେଇ ରହିବ ସରଗରମ୍। ବିରୋଧୀ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଅଡ଼ୁଆରେ ପକାଇବା ଲାଗି ପ୍ରସ୍ତୁତ କରିଛନ୍ତି...
ଲୋୟର ପିଏମଜିରେ ବିଜେପି କର୍ମୀ-ପୋଲିସ ମୁହାଁମୁହିଁ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପି ଦେଇଥିଲା ସଚିବାଳୟ ଚଲୋ ଡାକରା
ଲୋୟର ପିଏମ୍ଜିରେ କ୍ୟାରିକେଡ ଭାଙ୍ଗିଲେ ବିଜେପି କର୍ମୀ
ପୋଲିସ ସହ ହେଲା ଧସ୍ତାଧସ୍ତି
କୃଷି ଋଣ ଛାଡ ଏବଂ କ୍ଷତିପୂରଣ ଦାବି କଲା...




















