ଅଫେରା ରାଇଜରେ ‘ଶ୍ରୀରାଧା’ର ସ୍ରଷ୍ଟା ରମାକାନ୍ତ ରଥ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଫେରା ରାଇଜରେ 'ଶ୍ରୀରାଧା'ର ସ୍ରଷ୍ଟା ପଦ୍ମଭୂଷଣ ରମାକାନ୍ତ ରଥ। ସେ ଆଜି ଆମ ଗହଣରେ ନାହାନ୍ତି ସତ, ହେଲେ ଓଡ଼ିଆ ସାହିତ୍ୟ ଜଗତକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ସେ ଚିରଦିନ...
ହୋଲି ଖେଳ ପରେ କେମିତି ଛଡ଼େଇବେ ଦେହରୁ ରଙ୍ଗ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଗାଁଠାରୁ ସହର ଚାରିଆଡ଼େ ଏବେ ହୋଲିର ମାହୋଲ। ରଙ୍ଗ ବେରଙ୍ଗର ଫଗୁ ଧରି ଚାଲିଛି ପରସ୍ପରକୁ ହୋଲିର ଶୁଭେଚ୍ଛା ଦିଆନିଆ। ହୋଲି ଖେଳ ପରେ ସମସ୍ତଙ୍କର ଗୋଟିଏ ଚିନ୍ତା କେମିତି ଛାଡ଼ିବ ଦେହରୁ ରଙ୍ଗ?
ରଙ୍ଗର ପର୍ବ ହୋଲି। ରଙ୍ଗ ବେରଙ୍ଗର ଫଗୁ ଧରି ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ମସଗୁଲ...
ଓଡ଼ିଆ ସିନେ ପରଦାରେ ହୋଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ରଙ୍ଗର ପର୍ବ ହୋଲି ଓଡ଼ିଶାର ଗାଁଠାରୁ ସହର ପର୍ଯ୍ୟନ୍ତ ଧୁମ୍ଧାମ୍ରେ ପାଳନ କରାଯାଏ। ହୋଲିକୁ ନେଇ ଅନେକ ଗୀତ ରହିଛି। କିନ୍ତୁ ଓଲିଉଡ଼ ସିନେମାରେ ହୋଲି ଗୀତ ଆଉ ହୋଲି ଉତ୍ସବ...
କେମିତି ଖେଳିବେ ସୁରକ୍ଷିତ ହୋଲି?
ଓଡ଼ିଶାଲାଇଭ୍ ବ୍ୟୁରୋ
ରାତି ପାହିଲେ ରଙ୍ଗର ପର୍ବ ହୋଲି। ହୋଲି ଖେଳିବାକୁ ସମସ୍ତଙ୍କ ମନରେ ଉତ୍ସାହ। ତେବେ ସାବଧାନତା ଏବଂ ସତର୍କତା ପାଳନ କରି ରଙ୍ଗ ଖେଳର ମଜା ନେବା ଆବଶ୍ୟକ।
ରଙ୍ଗର ପର୍ବ ହୋଲି...
ଓସିଏସ୍ ପାଇଁ କେମିତି ପ୍ରସ୍ତୁତି କରୁଥିଲେ ଅମ୍ରିତ ମହାପାତ୍ର?
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=05CrJ57280Y
ଓଡ଼ିଶା ସିଭିଲ୍ ସର୍ଭିସ (ଓସିଏସ) ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ପୁରୀର ଅମ୍ରିତ ମହାପାତ୍ର। ପ୍ରଥମ ଚେଷ୍ଟାରେ ତାଙ୍କୁ ମିଳିଛି ଏହି ସଫଳତା। ୨୦୨୨ ମସିହା ଓସିଏସ ପରୀକ୍ଷାରେ ୪୬ ନମ୍ବର...
ବୈଜ୍ଞାନିକମାନେ ବିକଶିତ କଲେ ‘ଇ-ଟଙ୍ଗ୍’: ଭର୍ଚୁଆଲ୍ ରିଆଲିଟିରେ ଜାଣିପାରିବେ ଏବେ ଖାଦ୍ୟର ସ୍ୱାଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆସିଲା ନୂଆ ଡିଭାଇସ, ଖାଦ୍ୟ ନ ଖାଇ ଜାଣିପାରିବେ ଏବେ ଖାଦ୍ୟର ସ୍ୱାଦ।
ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ବାସ୍ତବତାରେ ପରିଣତ ହେବାକୁ ଯାଉଛି। କାରଣ ବୈଜ୍ଞାନିକମାନେ ଏନେଇ ବିକଶିତ...
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ‘ୟୁଥ୍ କନକ୍ଲେଭ’: ‘‘ନାରୀମାନଙ୍କୁ ଉଚିତ ସୁଯୋଗ, ସମ୍ମାନ ଓ...
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=rUdGQimMAZA
(ଭୁବନେଶ୍ୱର): ନାରୀ ହେଉଛନ୍ତି ଆମ ସମାଜର ଶକ୍ତି। ତେଣୁ ସେମାନଙ୍କୁ ଉଚିତ ସୁଯୋଗ ଓ ସମ୍ମାନ ଦେବା ସହ ସେମାନଙ୍କ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ସମାନତା ସୃଷ୍ଟି କରିବା ଗୁରୁତ୍ୱପୂର୍ଣ୍ଣ। ଏ...
ଅନ୍ତର୍ଜାତୀୟ ମହିଳା ଦିବସ: ଜାଣନ୍ତୁ ଏହାର ଇତିହାସ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ମହିଳାମାନଙ୍କ ପ୍ରତି ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ଏହି ଦିନ ମହିଳାଙ୍କ ତ୍ୟାଗ ଓ ସ୍ୱୀକୃତିକୁ...
ରୋଷେଇ ରାଣୀ ସ୍ମୃତିଶ୍ରୀ ସିଂହଙ୍କ କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=SKESqPd1aCs&t=807s
ଓଡ଼ିଶାର ଜଣେ ଜଣାଶୁଣା ସେଫ୍ ସ୍ମୃତିଶ୍ରୀ ସିଂହ। ରୋଷେଇ ପ୍ରତି ଆଗ୍ରହ ତାଙ୍କୁ ଅନୁଗୁଳରୁ ମୁମ୍ବାଇ ନେଇ ଯାଇଥିଲା। ଜାତୀୟ ଟିଭି ଚ୍ୟାନେଲରେ ପ୍ରସାରିତ ରିଆଲିଟି ସୋ’ ‘ମାଷ୍ଟର ସେଫ୍ ଇଣ୍ଡିଆ’...
ଜାଗୁଆର ଫାଇଟର ଜେଟର ପ୍ରଥମ ମହିଳା ପାଇଲଟ ତନୁଷ୍କା ସିଂ
ଓଡ଼ିଶାଲାଇଭ୍ ବ୍ୟୁରୋ
ରୋଷେଇ ଘରୁ ମହାକାଶ ଯାତ୍ରା ସବୁଠି ଆଗରେ ମହିଳା। ଆଜିର ନାରୀ ପ୍ରତ୍ୟେକ କ୍ଷେତ୍ରରେ ସଫଳତାର କାହାଣୀ ଲେଖୁଛନ୍ତି। ବର୍ତ୍ତମାନ ସେହି କାହାଣୀରେ ନୂଆ ଅଧ୍ୟାୟ ଲେଖିଛନ୍ତି ତନୁଷ୍କା ସିଂ। ୨୪...





















