ନଭେମ୍ବର ୨୨ରେ ଭାରତ-ବାଂଲାଦେଶ ଦ୍ୱିତୀୟ ଟେଷ୍ଟ, ମୋଦୀଙ୍କ ସହ ମ୍ୟାଚ୍ ଦେଖିବେ ଶେଖ୍ ହସିନା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଆଫ୍ରିକାକୁ ୩-୦ରେ ପରାସ୍ତ କରିବା ପରେ ଭାରତର ଲକ୍ଷ ଏବେ ବାଂଲାଦେଶ ଉପରେ। ଆସନ୍ତା ନଭେମ୍ବର ୩ରୁ ଭାରତ-ବାଂଲାଦେଶ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି କ୍ରିକେଟ୍ ସିରିଜ୍। ଭାରତ-ବାଂଲାଦେଶ ମଧ୍ୟରେ...
ଜାଣନ୍ତୁ, ବିସିସିଆଇର କେଉଁ ପଦରେ ରହିଲେ କିଏ?
ଓଡ଼ିଶାଲାଇଭ୍ ବ୍ୟୁରୋ
ସୌରଭ ଗାଙ୍ଗୁଲି ବୁଧବାର ବିସିସିଆଇର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ ଗାଙ୍ଗୁଲି ବିସିସିଆଇର ସଭାପତି ଭାବେ ଦାୟିତ୍ୱ ନେଇଥିଲାବେଳେ ଜାଣନ୍ତୁ ଅନ୍ୟ କେଉଁମାନେ କେଉଁ ପଦରେ ରହିଲେ?
ଜାଣନ୍ତୁ, ବିସିସିଆଇର...
ଭାରତୀୟ କ୍ରିକେଟରେ ଦାଦାଙ୍କ ଦମ୍: ଏମିତି ଥିଲା ଗାଙ୍ଗୁଲିଙ୍କ କ୍ୟାରିୟର
ଓଡ଼ିଶାଲାଇଭ୍ ବ୍ୟୁରୋ
ସୌରଭ ଗାଙ୍ଗୁଲି। ସାରା ଭାରତରେ ଗୋଟିଏ ଜଣାଶୁଣା ନାଁ। ସେ ଭାରତୀୟ କ୍ରିକେଟର ଦାଦା ଭାବେ ପରିଚିତ। ଭାରତୀୟ କ୍ରିକେଟର ଜଣେ ସଫଳ ଅଧିନାୟକ ଭାବେ ସେ କ୍ରିକେଟ ପ୍ରେମୀଙ୍କ ପ୍ରିୟ।
ବିସିସିଆଇର...
ବିସିସିଆଇର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ଗାଙ୍ଗୁଲି
ଓଡ଼ିଶାଲାଇଭ୍ ବ୍ୟୁରୋ
ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ହେଲେ ବିସିସିଆଇର ନୂଆ ଅଧ୍ୟକ୍ଷ। ବୁଧବାର ଔପଚାରିକ ଭାବେ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିଛନ୍ତି।
ବିସିସିଆଇର ୩୯ତମ...
ବାଂଲାଦେଶ ବିପକ୍ଷ ସିରିଜ୍ ପାଇଁ ଗୁରୁବାର ଭାରତୀୟ ଦଳ ଘୋଷଣା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ପରେ ଟିମ୍ ଇଣ୍ଡିଆ ଏବେ ବାଂଲାଦେଶ ସହ କ୍ରିକେଟ୍ ସିରିଜ୍ ଖେଳିବାକୁ ଯାଉଛି। ଏଥିପାଇଁ ଆସନ୍ତା ଗୁରୁବାର ଦିନ ଭାରତୀୟ ଦଳ ଘୋଷଣା କରାଯିବ। ଆସନ୍ତା...
ତିନି ମାସ ପରେ ଟିମ୍ ଇଣ୍ଡିଆ ଡ୍ରେସିଂ ରୁମ୍ରେ ଧୋନି
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ ତିନିମାସର ବ୍ୟବଧାନ ପରେ ମହେନ୍ଦ୍ର ସିଂହ ଧୋନିଙ୍କୁ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍ରେ ଦେଖିବାକୁ ମିଳିଛି। ରାଞ୍ଚିରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍ ଅବସରରେ ସେ ଭାରତୀୟ ଦଳ ସହ...
ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବେଳେ ଶୋଇପଡ଼ିଲେ କୋଚ୍ ରବି ଶାସ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ୍ରେ ଭାରତର କ୍ଲିନ୍ ସୁଇପ୍। ୩-୦ରେ ଦିକ୍ଷିଣ ଆଫ୍ରିକାକୁ ହରାଇ ଭାରତ ସିରିଜ ବିଜୟୀ ହୋଇଛି। ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଘୁରିବୁଲୁଛି। ଏହି...
ଟେଷ୍ଟରେ ଭାରତର କ୍ଲିନ୍ ସୁଇପ୍: ୩-୦ରେ ହାତେଇଲା ସିରିଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ୍ ସିରିଜ୍ରେ ଭାରତର କ୍ଲିନ୍-ସୁଇପ୍। ରାଞ୍ଚିଠାରେ ଖେଳାଯାଉଥିବା ସିରିଜର ତୃତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତ ୩-୦ରେ ସିରିଜ୍ ବିଜୟୀ ହୋଇଛି। ତୃତୀୟ ଟେଷ୍ଟରେ ଭାରତ...
ବାତିଲ୍ ହୋଇପାରେ ଭାରତ-ବାଂଲାଦେଶ କ୍ରିକେଟ ସିରିଜ୍!
ଓଡ଼ିଶାଲାଇଭ୍ ବ୍ୟୁରୋ
ବାତିଲ ହୋଇପାରେ ଭାରତ ଓ ବାଂଲାଦେଶ ମଧ୍ୟରେ ହେବାକୁ ଥିବା ଟେଷ୍ଟ ଓ ଟି-୨୦ ସିରିଜ। କାରଣ ବର୍ତ୍ତମାନ ବାଂଲାଦେଶ କ୍ରିକେଟ ଦଳ ସମସ୍ତ ପ୍ରକାର କ୍ରିକେଟକୁ ବହିଷ୍କାର କରିଛି। ସୋମବାର...
ଘରୋଇ କ୍ରିକେଟରୁ ଅବସର ନେଲେ ନଟରାଜ ବେହେରା
ଓଡ଼ିଶାଲାଇଭ ବ୍ୟୁରୋ
ଘରୋଇ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ଓଡ଼ିଶା ରଣଜୀ ଖେଳାଳି ନଟରାଜ ବେହେରା। ଓସିଏ ସମ୍ପାଦକଙ୍କୁ ଚିଠି ଲେଖି ସେ ତାଙ୍କ ଅବସର ଘୋଷଣା କରିଛନ୍ତି। ଗତକାଲି ଘରୋଇ କ୍ରିକେଟରୁ ହଳଧର...





















