ପିଲାମାନଙ୍କୁ ନେଇ ମୁଁ ବେଶ୍ ଗର୍ବିତ:ଦ୍ରାବିଡ

ଓଡ଼ିଶାଲାଇଭ୍ ବ୍ୟୁରୋ ନ୍ୟୁଜିଲାଣ୍ଡରେ ସରିଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ଏକତରଫା ଭାବେ ହରାଇ ଟାଇଟେଲ୍‌ ହାତେଇ ସ୍ୱଦେଶ ଫେରିଛି ଟିମ୍ ଇଣ୍ଡିଆ। ବିଶ୍ୱ ବିଜେତାଙ୍କୁ ଭବ୍ୟ ସ୍ୱାଗତ ମୁମ୍ବାଇ କ୍ରିକେଟ୍‌ ସଂଘର ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ...

୪ଟି କାରଣରୁ ଏଥର ଆଇପିଏଲ୍ ହେବ ସବୁଠୁ ଭିନ୍ନ

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତବର୍ଷ ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ୍ ଗୋଟିଏ ନୁହେଁ କି ଦୁଇଟି ନୁହେଁ, ଅନେକ କାରଣରୁ ଖାସ୍ ହେବାକୁ ଯାଉଛି। ଚଳିତବର୍ଷ ଆଇପିଏଲ୍‌ର ୧୧ତମ ସଂସ୍କରଣ ୭ ଏପ୍ରିଲ୍‌ରୁ ଆରମ୍ଭ ହୋଇ ୨୭ ମେ ପର୍ଯ୍ୟନ୍ତ ଚାଲିବ।...

ଭାରତୀୟ ଅଣ୍ଡର-୧୯ କ୍ରିକେଟ୍ ଟିମର ଚାମ୍ପିଅନ୍ ଖେଳାଳିଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା..

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଅଣ୍ଡର-୧୯ କ୍ରିକେଟ୍ ଟିମ୍ ପୁଣିଥରେ ରଚିଛି ଇତିହାସ। ବିଶ୍ଵକପ୍ ଫାଇନାଲ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଚତୁର୍ଥଥର ପାଇଁ ଟାଇଟେଲ୍ ଜିତିଛି ଭାରତ। ଭାରତୀୟ ଟିମ୍‌କୁ ଉଚ୍ଚ ଶିଖରରେ ପହଞ୍ଚାଇଛନ୍ତି ଦଳର...

ଇତିହାସ ରଚିଲା ଟିମ୍ ଇଣ୍ଡିଆ: ଅଷ୍ଟ୍ରେଲିଆକୁ ହରାଇ ପିନ୍ଧିଲା ବିଶ୍ୱବିଜୟୀ ମୁକୁଟ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୯ ବର୍ଷରୁ କମ୍‌ ବିଶ୍ୱକପ କ୍ରିକେଟ୍‌ ଟାଇଟଲ୍‌ ହାତେଇଛି ଭାରତ। ଫାଇନାଲରେ ଅଷ୍ଟ୍ରେଲିଆକୁ ୮ ୱିକେଟ୍‌ରେ ପରାସ୍ତ କରି ଭାରତ ଚତୁର୍ଥ ଥର ପାଇଁ ବିଶ୍ୱବିଜୟୀ ମୁକୁଟ ପିନ୍ଧିଛି। ନ୍ୟୁଜିଲାଣ୍ଡର ମାଉଣ୍ଟ ମୌଙ୍ଗାନୁଇରେ...

ବିରାଟ ବାହିନୀର କମାଲ୍: ଦକ୍ଷିଣ ଆଫ୍ରିକାକୁ ୬ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଡରବନ୍ କିଙ୍ଗସମେଡ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ପରାଜିତ କରିଛି ଟିମ୍‌ ଇଣ୍ଡିଆ। ୬ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ହରାଇ ବିରାଟ ବାହିନୀ ଦିନିକିଆ ସିରିଜରେ ୧-୦ରେ ଆଗକୁ...

ବିସ୍ମୟ ବାଳକଙ୍କ ରେକର୍ଡ: ଗୋଟିଏ ଇନିଂସରେ ୧,୦୪୫ ରନ ପାଳି ଖେଳିଲେ

ଓଡ଼ିଶାଲାଇଭ୍ ବ୍ୟୁରୋ ୧୪ ବର୍ଷ ବୟସର ତାନିସ୍କ ଗାଭାଟେ କ୍ରିକେଟ୍‌ରେ ରଚିଛନ୍ତି ନୂଆ ଇତିହାସ। ଗୋଟିଏ ଇନିଂସରେ ୫୧୫ଟି ବଲ୍‌ର ସମ୍ମୁଖୀନ ହୋଇ କରିଛନ୍ତି ୧,୦୪୫ ରନ୍‌। ମୁମ୍ବାଇ ନିକଟରେ ଖେଳାଯାଇଥିବା ଏକ ସ୍ଥାନୀୟ କ୍ରିକେଟ...

ଭାରତ-ଦକ୍ଷିଣ ଆଫ୍ରିକା ଏକଦିବସୀୟ ସିରିଜ୍: ଲକ୍ଷ୍ୟ ନଂ ୧

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକଦିବସୀୟ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ୬ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଫେବ୍ରୁଆରି ୧ ତାରିଖ ଦିନ ଡର୍ବାନ୍‌ରେ ଖେଳାଯିବ। ଭାରତ...

ଟିମ୍ ଇଣ୍ଡିଆର କମାଲ୍: ପାକିସ୍ତାନକୁ ହରାଇ ଜୁନିଅର୍ କ୍ରିକେଟ୍ ବିଶ୍ୱକପ ଫାଇନାଲରେ ଭାରତ

ଓଡ଼ିଶାଲାଇଭ୍ ବ୍ୟୁରୋ ଜୁନିଅର୍ କ୍ରିକେଟ୍ ବିଶ୍ଵକପ୍‌ରେ ମେନ ଇନ ବ୍ଲୁର କମାଲ୍। ସେମିଫାଇନାଲରେ ପାକିସ୍ଥାନକୁ ହରାଇ ୭ ତମ ଥର ପାଇଁ ଏହି କ୍ରିକେଟ୍‌ ମହାସମରର ଫାଇନାଲରେ ପହଞ୍ଚିଛି ଭାରତୀୟ ଦଳ। ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ...

କିଟ୍ ଏବଂ କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିନି ମାରାଥନ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ କିଟ୍‌ ଏବଂ କିସ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ରବିବାର ସକାଳେ ମିନି ମାରାଥନ୍ ଆୟୋଜନ କରାଯାଇଛି। ୩୦ଟି ଜିଲ୍ଲାର ୩୫ଟି ସହରରେ ଏହି ମାରାଥନ୍ ଆୟୋଜନ କରାଯାଇଛି। ଭୁବନେଶ୍ବର ସ୍ୟାଣ୍ଡି ଟାଓ୍ବାରରୁ କିଟ୍...

ବଦଳିଛି ଆଇପିଏଲ୍‌ର ଚେହେରା, ହେଲେ ବଦଳିନାହାନ୍ତି ଅକ୍ସନର୍ ରିଚାର୍ଡ

ଓଡ଼ିଶାଲାଇଭ୍ ବ୍ୟୁରୋ ବେଙ୍ଗାଳୁରୁରେ ଆଇପିଏଲ୍ ୧୧ ତମ ସିଜିନ୍ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିଲାମରେ ବହୁ ଦେଶୀ ଓ ବିଦେଶୀ ଖେଳାଳି ସାମିଲ ହୋଇଛନ୍ତି। ଗତ ୧୧ ବର୍ଷ ଭିତରେ ଆଇପିଏଲରେ ଅନେକ...