ରେଳବାଇରେ ୯୯୭୦ଟି ‘ଆସିଷ୍ଟାଣ୍ଟ ଲୋକୋ ପାଇଲଟ’ ପଦବୀରେ ନିଯୁକ୍ତି ସୁଯୋଗ, ଆବେଦନର ଶେଷ ତାରିଖ ମେ’ ୧୧

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ରେଳବାଇରେ ଅନେକ ‘ଆସିଷ୍ଟାଣ୍ଟ ଲୋକୋ ପାଇଲଟ’ (ଏଏଲପି) ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ରେଳବାଇର ସବୁ ଜୋନ ପାଇଁ ୯,୯୭୦ଟି ଏଏଲପି ପଦବୀ ପୂରଣ ହେବ। ଏହି ପଦବୀ...

ଏପ୍ରିଲ ୨୯ରୁ ଜୁନ ୨୭ ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ

ଓଡ଼ିଶାଲାଇଭ୍ ବ୍ୟୁରୋ ଏଯାଏଁ ସରିନି ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି କାମ। ଏପ୍ରିଲ ୨୯ରୁ ଆସନ୍ତା ଜୁନ ୨୭ ତାରିଖ ଯାଏଁ ପୁଣି ମରାମତି କାମ ବନ୍ଦ ରହିବ। ଜୁନ ୨୮ ତାରିଖରୁ ମରାମତି...

ବାଲେଶ୍ଵର: ‘ବହିଘର’ ଓ ‘ବିଦ୍ୟାଭାରତୀ’ ପକ୍ଷରୁ ବିଶ୍ଵ ପୁସ୍ତକ ଦିବସ ପାଳିତ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): “ପୁସ୍ତକ ସମାଜ ଓ ମଣିଷକୁ ସମୃଦ୍ଧ କରିଥାଏ। ପ୍ରତ୍ୟେକ ଲୋକ ବହି ପଢ଼ି ଜ୍ଞାନ ଅର୍ଜନ କରିବା ଆବଶ୍ୟକ। ଯେଉଁଠି ଯେତିକି ପୁସ୍ତକ ଓ ପୁସ୍ତକାଳୟର...

ଟାଣ ଖରାରୁ କିପରି ରକ୍ଷା ପାଇବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=ljhHAP7ewZk&t=271s ବଢ଼ିବାରେ ଲାଗିଛି ତାତି। ଏହି ସମୟରେ ଅଧିକାଂଶ ଲୋକଙ୍କୁ ଅଂଶୁଘାତ ବା ସନ୍‌ଷ୍ଟ୍ରୋକ୍‌ ହେବାର ଆଶଙ୍କା ରହିଛି। ସନ୍‌ଷ୍ଟ୍ରୋକ୍‌ ହେଲେ ମୁଣ୍ଡ ବୁଲାଇବା, ବାନ୍ତି ହେବା ଭଳି ଅନେକ ଲକ୍ଷଣ...

ବାଲେଶ୍ୱର: ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ବିଶ୍ୱ ପୃଥିବୀ ଦିବସ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ୱର କୃଷ୍ଣ କୁମାର ମହାନ୍ତି): ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତର ଓଡ଼ିଶା ବାଣିଜ୍ୟ ଓ ଶିଳ୍ପ ଚ୍ୟାମ୍ବର ସହଯୋଗରେ ବିଶ୍ୱ ପୃଥିବୀ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ‘ଆମର ଶକ୍ତି,...

ସବୁ ଖୋଲି କହିଦେଲେ ପ୍ରଦୀପ ମାଝୀ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=603oe0rBtZU&t=432s ଜନଜାତି ସମୁଦାୟଙ୍କ ଉନ୍ନତି ପାଇଁ ସ୍ୱର ଉଠାଉଥିବା ନେତା ହେଉଛନ୍ତି ପ୍ରଦୀପ ମାଝୀ। ୨୦୦୯ ଲୋକସଭା ନିର୍ବାଚନରେ ସେ ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। କଂଗ୍ରେସରୁ ନିଜର ରାଜନୈତିକ କ୍ୟାରିୟର...

ଡାଏବେଟିସ୍ ହୋଇଛି କି ନାହିଁ କେମିତି ଜାଣିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=u9oTOIifowE ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଏବଂ ଶାରୀରିକ ପରିଶ୍ରମର ଅଭାବ ବିଭିନ୍ନ ରୋଗର କାରଣ ପାଲଟୁଛି। ଏଥିରୁ ଗୋଟିଏ ହେଉଛି ଡାଏବେଟିସ୍ ବା ମଧୁମେହ। ଡାଏବେଟିସ୍ ଆଜି ଏକ ବିଶ୍ୱ...

ବାଲେଶ୍ଵର: ପ୍ରଶାନ୍ତଙ୍କ ପାଇଁ ସଭିଙ୍କ ଆଖିରେ ଲୁହ, ଈଷାଣୀ ଗାଁରେ ଶୋକାକୁଳ ପରିବେଶ

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ଜମ୍ମୁ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ଦୋହଲାଇ ଦେଇଛି। ଏହି ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବାବେଳେ ମୃତକଙ୍କ ମଧ୍ୟରେ...

ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳିତ

 ଓଡ଼ିଶାଲାଇଭ୍ ବ୍ୟୁରୋ (ମୟୂରଭଞ୍ଜରୁ ରାଧାଶ୍ୟାମ ପ୍ରଧାନ): ମୟୂରଭଞ୍ଜ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନିହାରିକା ମହାନ୍ତିଙ୍କ ତତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ  ଜିଲ୍ଲାପାଳ...

କ୍ୟାବିନେଟ୍ ବୈଠକ: ୬ଟି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଓଡ଼ିଶାଲାଇଭ୍ ବ୍ୟୁରୋ ରାଜ୍ୟ କ୍ୟାବିନେଟର ଗୁରୁତ୍ଵପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଲୋକସେବା ଭବନରେ ହୋଇଥିବା ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଥିଲେ। ଏଥିରେ ୬ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। କ୍ୟାବିନେଟ୍...