ଆସନ୍ତାକାଲି ଘନ କୁହୁଡ଼ି ପାଇଁ ଓଡ଼ିଶାର ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ମାଘ ମାସରୁ ଅନୁଭୂତ ହେଲାଣି ଖରା ପ୍ରକୋପ। ହେଲେ ସକାଳୁ ସକାଳୁ କଲବଲ କରୁଛି ଘନ କୁହୁଡ଼ି ପ୍ରଭାବ। ଆସନ୍ତାକାଲି, ମଙ୍ଗଳବାର ଘନ କୁହୁଡ଼ି ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଓ୍ଵାର୍ଣ୍ଣିଂ...

ମହାକୁମ୍ଭ ପାଇଁ ଭକ୍ତଙ୍କ ପ୍ରବଳ ଗହଳି: ୨୦୦ କିଲୋମିଟର ପର୍ଯ୍ୟନ୍ତ ରାସ୍ତା ଜାମ୍

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ପ୍ରତିଦିନ ଭକ୍ତଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ବର୍ତ୍ତମାନ ସୁଦ୍ଧା ୪୦ କୋଟିରୁ ଅଧିକ ଭକ୍ତ ମହାକୁମ୍ଭ ମେଳାକୁ ଆସି ସାରିଲେଣି। ପ୍ରବଳ ଲୋକଙ୍କ ଆଗମନ...

୪ ଦିନିଆ ଫ୍ରାନ୍ସ ଓ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଓଡ଼ିଶାଲାଇଭ୍ ବ୍ୟୁରୋ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ଦିବସୀୟ ଫ୍ରାନ୍ସ ଓ ଆମେରିକା ଗସ୍ତ ଆରମ୍ଭ କରିଛନ୍ତି। ସୋମବାର ସେ ନୂଆଦିଲ୍ଲୀରୁ ଫ୍ରାନ୍ସର ରାଜଧାନୀ ପ୍ୟାରିସକୁ ଯାତ୍ରା କରିଛନ୍ତି। ସେ ଏଠାରେ ଫ୍ରାନ୍ସ ରାଷ୍ଟ୍ରପତି...

ମହାକୁମ୍ଭ ମେଳା: ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାଲାଇଭ୍ ବ୍ୟୁରୋ ମହାକୁମ୍ଭରେ ବୁଡ଼ ପକାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସୋମବାର ଦିନ ଉତ୍ତରପ୍ରେଦଶରେ ପହଞ୍ଚି ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ସେ ବୁଡ଼ ପକାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଦିନ ସ୍ଵତନ୍ତ୍ର ବିମାନ ଯୋଗେ...

ମଣିପୁରରେ ରାଜନୈତିକ ଅସ୍ଥିରତା: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପରେ ବିଧାନସଭା ବଜେଟ୍ ଅଧିବେଶନ ରଦ୍ଦ

ଓଡ଼ିଶାଲାଇଭ୍ ବ୍ୟୁରୋ ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ୍ ସିଂହଙ୍କ ଇସ୍ତଫା ପରେ ଏବେ ରାଜ୍ୟରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ସୋମବାରଠାରୁ ମଣିପୁର ବିଧାନସଭାରେ ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନକୁ ରଦ୍ଦ କରାଯାଇଛି। ରାଜ୍ୟରେ...

ମହିଳାମାନେ କେମିତି ରହିବେ ଫିଟ୍?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=tCPwKt6anJw ମହିଳାମାନେ ଶାରୀରିକ ଏବଂ ମାନସିକ ଭାବରେ ସୁସ୍ଥ ରହିବା ପାଇଁ ନିୟମିତ ବ୍ୟାୟାମ, ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଖାଇବା ଦରକାର। ଏହା ସହିତ ନିୟମିତ ବ୍ୟବଧାନରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା...

ବାରବାଟୀ ଫ୍ଲଡ ଲାଇଟ୍ ବିଭ୍ରାଟ: ଓସିଏକୁ କ୍ରୀଡ଼ା ବିଭାଗର କାରଣ ଦର୍ଶାଅ ନୋଟିସ୍

ଓଡ଼ିଶାଲାଇଭ୍ ବ୍ୟୁରୋ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ଦିନିକିଆ ସମୟରେ ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍। ଫଳରେ ଖେଳ ଅଧ ଘଣ୍ଟା ପାଇଁ ବନ୍ଦ ରହିଥିଲା। ତେବେ ଏତେ ବଡ଼ ବିଭ୍ରାଟ କେମିତି ଓ କାହିଁକି...

ଛତିଶଗଡ଼ର ବିଜାପୁର ଜଙ୍ଗଲରେ ବଡ଼ ଧରଣର ଏନକାଉଣ୍ଟର: ୩୧ ମାଓବାଦୀ ନିହତ, ୨ ଜଣ ଯବାନ ସହିଦ  

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ବିଜାପୁର ଜିଲ୍ଲାର ଜଙ୍ଗଲରେ ରବିବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ୩୧ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ତେବେ ଏହି ଏନକାଉଣ୍ଟର...

ରୋହିତ ବାହିନୀର ବାରବାଟୀ ବିଜୟ: ମ୍ୟାଚ୍ ସହିତ ସିରିଜ୍ ଜିତିଲା ଟିମ୍ ଇଣ୍ଡିଆ

ଓଡ଼ିଶାଲାଇଭ୍ ବ୍ୟୁରୋ କଟକ ବାରବାଟୀ ଷ୍ଟାଡିୟମରେ ଇଂଲଣ୍ଡ ବିପକ୍ଷ ଦିନିକିଆକୁ ଜିତି ନେଇଛି ଭାରତ। ଏହି ମ୍ୟାଚ ଜିତିବା ସହ ସିରିଜ୍ କବ୍ଜା କରିଛି ଟିମ୍ ଇଣ୍ଡିଆ। ଅଧିନାୟକ ରୋହିତ ଶର୍ମା ନିଜର ଦମଦାର...

କେମିତି ଭଲ ହେବ ପିଲାଙ୍କ କୋଷ୍ଠକାଠିନ୍ୟ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=NzwV78hW5ys ଶିଶୁଙ୍କଠାରେ ମଧ୍ୟ ହୋଇପାରେ କୋଷ୍ଠକାଠିନ୍ୟ ସମସ୍ୟା। ସଠିକ ସମୟରେ ଲକ୍ଷଣକୁ ଚିହ୍ନି ଚିକିତ୍ସା କଲେ ଜଟିଳତାକୁ ଏଡ଼ାଇ ଦିଆଯାଇପାରିବ ବୋଲି ଡାକ୍ତର କୁହନ୍ତି। ତେବେ ଛୋଟ ପିଲାଙ୍କଠାରେ କାହିଁକି ହୁଏ କୋଷ୍ଠକାଠିନ୍ୟ...