ଆସନ୍ତାକାଲି ବନକଲାଗି ନୀତି: ଶ୍ରୀମନ୍ଦିରରେ ସନ୍ଧ୍ୟା ୫ଟାରୁ ରାତି ୧୦ଟା ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ

ଓଡ଼ିଶାଲାଇଭ୍ ବ୍ୟୁରୋ ଆସନ୍ତାକାଲି, ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ୫ ଘଣ୍ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ ରହିବ। ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ବନକଲାଗି ନୀତି...

ଜରୁରୀକାଳୀନ ପରିସ୍ଥିତିରେ ଓଡ଼ିଶାର ଜେଲରେ ବନ୍ଦୀ ହୋଇଥିବା ସଂଗ୍ରାମୀଙ୍କୁ ମିଳିବ ପେନସନ୍‌

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ଜରୁରୀକାଳୀନ ପରିସ୍ଥିତି ସମୟରେ ଓଡ଼ିଶାର ବିଭିନ୍ନ ଜେଲରେ ବନ୍ଦୀଥିବା ସଂଗ୍ରାମୀମାନଙ୍କୁ ମିଳିବ ପେନସନ। ମିସା, ଡିଆଇଆର ଏବଂ ଡିଆଇଏସଆଇଆର ଆଇନରେ ଜେଲ ଯାଇଥିବା ସଂଗ୍ରାମୀଙ୍କୁ ୨୦ ହଜାର ଟଙ୍କା ପେନସନ...

ଆଜି ମକର ସଂକ୍ରାନ୍ତି: ଘରେ ଘରେ ପ୍ରସ୍ତୁତ ହୋଇଛି ମକର ଚାଉଳ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜି ହେଉଛି ପବିତ୍ର ମକର ସଂକ୍ରାନ୍ତି। ଘରେ ଘରେ ପ୍ରସ୍ତୁତ ହୋଇଛି ମକର ଚାଉଳ। ଏହି ମକର ଚାଉଳକୁ ଠାକୁରଙ୍କ ପାଖରେ ଭୋଗ ଲଗାଯାଇଛି। ମନ୍ଦିରରେ ମଧ୍ୟ ମକର ସଂକ୍ରାନ୍ତି ପାଇଁ...

କଂସ ବଧ ସହିତ ଶେଷ ହେଲା ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା

ଓଡ଼ିଶାଲାଇଭ୍ ବ୍ୟୁରୋ କଂସ ବଧ ସହିତ ଶେଷ ହୋଇଛି ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ୭୭ତମ ସଂସ୍କରଣ। ଏହି ଅବସରରେ କଂସଙ୍କ ରାଜଦରବାରରେ ଆୟୋଜିତ ଉଦଯାପନୀ କାର୍ଯ୍ୟକ୍ରମରେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼...

ମିଛ ପରିଚୟରେ ଲୁଟୁଥିଲେ: ଖୋଲୁଛି ହଂସିତା ଅଭିଲପ୍ସା-ଅନିଲ ମହାନ୍ତିଙ୍କ ଗୁମର

ଓଡ଼ିଶାଲାଇଭ୍ ବ୍ୟୁରୋ ବଡ଼ ଆପାର୍ଟମେଣ୍ଟରେ ରହୁଥିଲେ ନାମୀ ଦମୀ ଗାଡ଼ିରେ ବୁଲୁଥିଲେ। ନିଜକୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ରଙ୍କ ଝିଅ-ଜ୍ଵାଇଁ କହି ବଡ଼ବଡ଼ିଆଙ୍କୁ ଠକୁଥିଲେ ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତି। ଅନିଲ-ହଂସିତା...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଶେଷଦିନ: ଆଜି କଂସ ବଧ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=vgOhS5ho9WY ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ ସହର। ମଥୁରା ନଗରୀ ପାଲଟିଥିବା ବରଗଡ଼ରେ ୧୧ ଦିନ ଧରି ଚାଲିଥିବା କଂସ ମହାରାଜାଙ୍କ ରାଜୁତିର ଆଜି ହେଉଛି ଶେଷଦିନ। କଂସଙ୍କ...

ଜମ୍ମୁ କଶ୍ମୀରର ସୋନମର୍ଗରେ ଜେଡ୍-ମୋର୍ ଟନେଲ୍ ଉଦଘାଟିତ: ଜାଣନ୍ତୁ କ’ଣ ରହିଛି ବିଶେଷତ୍ଵ?

ଓଡ଼ିଶାଲାଇଭ୍ ବ୍ୟୁରୋ ଜମ୍ମୁ କଶ୍ମୀରର ସୋନମର୍ଗରେ ଉଦଘାଟିତ ହୋଇଛି ଜେଡ୍-ମୋର୍ ଟନେଲ। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ...

‘ଆୟୁଷ୍ମାନ ଭାରତ’ ଯୋଜନା ପାଇଁ ଓଡ଼ିଶା ସରକାର ଓ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ‘ଆୟୁଷ୍ମାନ ଭାରତ’ ଯୋଜନା। ଏଥିପାଇଁ ସୋମବାର ନୂଆଦିଲ୍ଲୀରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ମଧ୍ୟରେ ବୁଝାମଣା ପତ୍ର ସ୍ଵାକ୍ଷରିତ...

ସହଜ ଅକ୍ଷର ଶିକ୍ଷା: ଓଡ଼ିଆ ଲେଖନ ଶିଖିବା ପାଇଁ ଉପଯୁକ୍ତ ସାଥୀ

ଓଡ଼ିଶାଲାଇଭ୍ ବ୍ୟୁରୋ ‘ସହଜ ଅକ୍ଷର ଶିକ୍ଷା’ ଏକ ପୁସ୍ତକ ଠାରୁ ମଧ୍ୟ ଅଧିକ। ଏହା ପିଲାମାନଙ୍କୁ ଆକର୍ଷଣୀୟ ଢଙ୍ଗରେ ଓଡ଼ିଆ ଲେଖା ଶିଖାଇବା ଦିଗରେ ଏକ ଅଭିନବ ପଦକ୍ଷେପ। ‘ଲିପି ଶିକ୍ଷା’ ଏକ ପୁସ୍ତକ ଭାବରେ...

ପ୍ରୟାଗରାଜରେ ଆରମ୍ଭ ହେଲା ‘ମହାକୁମ୍ଭ’ ମେଳା, ବୁଡ଼ ପକାଇଲେ ୫୦ ଲକ୍ଷରୁ ଅଧିକ ଭକ୍ତ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆରମ୍ଭ ହୋଇଛି ବିଶ୍ଵର ସର୍ବବୃହତ ଅଧ୍ୟାତ୍ମିକ ମେଳା ‘ମହାକୁମ୍ଭ’। ପୌଷ ପୂର୍ଣ୍ଣିମାରେ ସକାଳୁ ସକାଳୁ ୫୦ ଲକ୍ଷରୁ ଅଧିକ ଭକ୍ତ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର...