ଭୁବନେଶ୍ୱର: ଜାନୁଆରି ୧୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ସମାରୋହ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷ ୨୦୨୪ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇବେ ଓଡ଼ିଆ ଗାଳ୍ପିକ ସଞ୍ଜୟ କୁମାର ପଣ୍ଡା। ସମାରୋହରେ ଭାରତର ମୋଟ ୨୪ ଜଣ ଯୁବ ସାହିତ୍ୟିକ ହେବେ ସମ୍ମାନିତ। ଭୁବନେଶ୍ୱରରେ...

ରାୟଗଡ଼ା ରେଳ ମଣ୍ଡଳର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ରାୟଗଡ଼ା ରେଳ ମଣ୍ଡଳର ଶିଳାନ୍ୟାସ ହୋଇଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଭାରତର ବିଭିନ୍ନ ସ୍ଥାନରେ ହୋଇଥିବା ରେଳ...

ବରଗଡ଼ ଧନୁଯାତ୍ରାର ପ୍ରମୁଖ ଚରିତ୍ର ମଥୁରାର ମହାରାଜା ଉଗ୍ରସେନ

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=I5y4AIqvv9w ଦ୍ୱାପର ଯୁଗର କାହାଣୀରେ ଅନ୍ୟତମ ପ୍ରମୁଖ ଚରିତ୍ର ମଥୁରାର ମହାରାଜା ଉଗ୍ରସେନ। କିନ୍ତୁ ଦୁର୍ଭାଗ୍ୟକୁ ନିଜ ପୁଅ କଂସ ତାଙ୍କୁ ଗାଦିଚ୍ୟୁତ କରି ନିଜକୁ ମଥୁରାର ମହାରାଜା ଭାବେ ଅଭିଷିକ୍ତ କରନ୍ତି।...

ଡକ୍ଟର ତାପସ କୁମାର ପଟ୍ଟନାୟକ – ନାଲକୋର ନୂଆ ମାନବ ସମ୍ବଳ ନିର୍ଦ୍ଦେଶକ

ଓଡ଼ିଶାଲାଇଭ୍ ବ୍ୟୁରୋ କେନ୍ଦ୍ର ଖଣି ମନ୍ତ୍ରାଳୟ ଅଧିନସ୍ଥ ନାସନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡର (ନାଲକୋ) ନୂଆ ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ଡକ୍ଟର ତାପସ କୁମାର ପଟ୍ଟନାୟକ। ଏନେଇ ତାଙ୍କୁ...

ମହିଳାଙ୍କୁ କାହିଁକି ହୁଏ ସର୍ଭାଇକାଲ କ୍ୟାନ୍ସର?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=EphGaytEah0 ସର୍ଭାଇକାଲ କ୍ୟାନ୍ସର ବା ଜରାୟୁ କର୍କଟ ରୋଗ ମହିଳାମାନଙ୍କୁ ହୋଇଥାଏ। ଓଡ଼ିଶାରେ ମହିଳାମାନଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ ସର୍ବାଧିକ କର୍କଟ ରୋଗ ହେଉଛି ସର୍ଭାଇକାଲ କ୍ୟାନ୍ସର। ପ୍ରାଥମିକ ଅବସ୍ଥାରୁ ଏହାକୁ ଚିହ୍ନିପାରିଲେ...

ବିଶ୍ଵପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା: କଂସଙ୍କ ଶାସନରେ ଥରହର ମଥୁରନଗରୀ, ଶ୍ରୀକୃଷ୍ଣଙ୍କ ପ୍ରେମରେ ଆତ୍ମବିଭୋର ଗୋପପୁରବାସୀ

ଓଡ଼ିଶାଲାଇଭ୍ ବ୍ୟୁରୋ ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ପାଇଁ ଚଳଚଞ୍ଚଳ ବରଗଡ଼ ସହର। ମହାରାଜ କଂସଙ୍କ ଶାସନ ଏବଂ ଗୋପପୁରରେ ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ଦର୍ଶକଙ୍କୁ ପ୍ରଫୁଲ୍ଲିତ କରୁଛି। ପ୍ରତିଦିନ ଅନେକ ସଂଖ୍ୟାରେ ଲୋକ ଧନୁଯାତ୍ରାକୁ ଉପଭୋଗ କରିବାକୁ...

ଓଡ଼ିଶାରେ ଆଜିଠୁ କମିବ ଶୀତ! ଘନ କୁହୁଡ଼ି ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ଆଜିଠାରୁ ଶୀତ କମିବାର ସମ୍ଭାବନା ୨ରୁ ୩ ଡିଗ୍ରୀ ବଢ଼ିପାରେ ରାତି ତାପମାତ୍ରା ୫ରୁ ୬ ଦିନ ଯାଏଁ ପାଗ ରହିବ ଶୁଖିଲା ଓଡ଼ିଶାରେ ଆଜିଠାରୁ ଶୀତ କମିବାର ସମ୍ଭାବନା ରହିଛି। ପୁଣି ରାତି...

‘ସୋଲେ’ ଫିଲ୍ମରେ ଅଭିନୟ ପାଇଁ କାହାକୁ ମିଳିଥିଲା କେତେ ଟଙ୍କା?

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ସିନେମା ଜଗତରେ ‘ସୋଲେ’ ଏମିତି ଏକ ଫିଲ୍ମ ଯାହାକୁ ସମୟ ଆଜି ଯାଏଁ ବାନ୍ଧି ରଖିପାରିନି। ସବୁ ପିଢ଼ିର ଦର୍ଶକଙ୍କ ମନୋରଞ୍ଜନ କରିପାରିଛି ଫିଲ୍ମ ସୋଲେ। ଏହାର ଡାଇଲଗ, ଆକ୍ସନଠାରୁ...

କୋଷ୍ଠକାଠିନ୍ୟକୁ କେମିତି ଚିହ୍ନିବେ?

ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ https://www.youtube.com/watch?v=fpFllx80Awg ମଳତ୍ୟାଗ ବେଳେ କଷ୍ଟ ହେବା, ଝାଡ଼ାରେ ରକ୍ତ ପଡ଼ିବା ଏବଂ ଝାଡ଼ା ସଫା ନ ହେବା, ଆଜିକାଲିର ଏକ ସାଧାରଣ ସମସ୍ୟା। ତେଲମସଲା ତଥା ଚର୍ବିଯୁକ୍ତ ଖାଦ୍ୟ ଅଧିକ ମାତ୍ରାରେ...

ଏସବିଆଇ ପକ୍ଷରୁ ୧୩,୭୩୫ କ୍ଲରିକାଲ୍ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଜାରି, ଜାନୁଆରି ୭ ଶେଷ ତାରିଖ

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ)ରେ ଅନେକ କ୍ଲରିକାଲ୍ ପଦବୀ ପାଇଁ ନିଯୁକ୍ତି ସୁଯୋଗ ରହିଛି। ଭାରତରେ ଥିବା ଏସବିଆଇର ବିଭିନ୍ନ ଶାଖାରେ ୧୩,୭୩୫ଟି କ୍ଲରିକାଲ୍ ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ...