ବଲାଙ୍ଗିର: ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା ଆରମ୍ଭ, ପଶୁପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହେଲା ଶୁଲିଆ ପୀଠ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠାରୁ ଆରମ୍ଭ ହୋଇଛି ଆଦିବାସୀଙ୍କ ପ୍ରସିଦ୍ଧ ଶୁଲିଆ ଯାତ୍ରା। ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକର ଶୁଲିଆ ପୀଠ ପଶୁପକ୍ଷୀଙ୍କ ବଳିରେ ରକ୍ତରଞ୍ଜିତ ହୋଇଛି। ବଳିପ୍ରଥା ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନତା...

ବାଲେଶ୍ଵର: ଫକୀରମୋହନ ବିଶ୍ଵବିଦ୍ୟାଳୟରେ ଉଦଘାଟିତ ହେଲା ଦୁଇଦିନିଆ ଆନ୍ତର୍ଜାତିକ ସେମିନାର

ଓଡ଼ିଶାଲାଇଭ୍ ବ୍ୟୁରୋ (ବାଲେଶ୍ଵରରୁ କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରସ୍ଥିତ ଫକୀରମୋହନ ବିଶ୍ଵବିଦ୍ୟାଳୟର ସାମାଜିକ ବିଜ୍ଞାନ ବିଭାଗ ପକ୍ଷରୁ ଦୁଇଦିନିଆ ଆନ୍ତର୍ଜାତିକ ସେମିନାର ଉଦଘାଟିତ ହୋଇଯାଇଛି। ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

ବରଗଡ଼ ଧନୁଯାତ୍ରାର ପ୍ରମୁଖ ଚରିତ୍ର ମହାମନ୍ତ୍ରୀ ଅକ୍ରୂର

ଓଡ଼ିଶାଲାଇଭ୍ ବ୍ୟୁରୋ https://www.youtube.com/watch?v=gx-HZ8JiHCE ଦ୍ୱାପର ଯୁଗର କାହାଣୀରେ ଅନ୍ୟତମ ପ୍ରମୁଖ ଚରିତ୍ର ମଥୁରାର ମହାରାଜା ଉଗ୍ରସେନଙ୍କ ମହାମନ୍ତ୍ରୀ ଅକ୍ରୂର। କିନ୍ତୁ କଂସ ମଥୁରାର ସିଂହାସନରେ ବସିବା ପରେ ପରେ ଅକ୍ରୂରଙ୍କୁ ମହାମନ୍ତ୍ରୀ ପଦରୁ ହଟାଇ ଦେଇଥିଲେ।...

ଓଡ଼ିଶାର ବିଶିଷ୍ଟ ନାଟ୍ୟଶିଳ୍ପୀ ବ୍ରଜକିଶୋର ମହାନ୍ତିଙ୍କ ପରଲୋକ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାର ବିଶିଷ୍ଟ ନାଟ୍ୟଶିଳ୍ପୀ ବ୍ରଜକିଶୋର ମହାନ୍ତିଙ୍କ ପରଲୋକ ଘଟିଛି। ଭୁବନେଶ୍ୱର କଳିଙ୍ଗ ନଗର ସ୍ଥିତ ବାସଭବନଠାରେ ଜାନୁଆରି ୩ ତାରିଖରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୧୦୦...

ଦରଦାମ ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଓଡ଼ିଶାଲାଇଭ୍ ବ୍ୟୁରୋ ଦରଦାମ ବୃଦ୍ଧି ପ୍ରତିବାଦରେ ସୋମବାର ଦିନ ରାଜଧାନୀ ଭୁବନେଶ୍ଵରରେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ହଜାର ହଜାର ବିଜେଡି କର୍ମୀଙ୍କ ଗହଣରେ ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ...

ଭାରତରେ ‘ଏଚଏମପିଭି’ ମାମଲା ଚିହ୍ନଟ: ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟ ଗାଇଡଲାଇନ ଜାରି  

ଓଡ଼ିଶାଲାଇଭ୍ ବ୍ୟୁରୋ ଚୀନରେ ହ୍ୟୁମାନ ମେଟାନ୍ୟୁମୋ ଭାଇରସ୍ (ଏଚ୍ଏମପିଭି) ସଂକ୍ରମଣ ଯୋଗୁଁ ଅନେକ ଲୋକଙ୍କଠାରେ ଶ୍ୱାସକ୍ରିୟା ଜନିତ ରୋଗର ମାମଲା ସାମ୍ନାକୁ ଆସୁଛି। ଏଥିରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ଏହି...

ଛତିଶଗଡ଼: ବିଜାପୁରରେ ବଡ଼ଧରଣର ମାଓବାଦୀ ଆକ୍ରମଣ, ଆଇଇଡି ବିସ୍ଫୋରଣରେ ୮ ଜଣ ଯବାନ ସହିଦ

ଓଡ଼ିଶାଲାଇଭ୍ ବ୍ୟୁରୋ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ବଡ଼ଧରଣର ମାଓବାଦୀ ଆକ୍ରମଣ ହୋଇଛି। ମାଓବାଦୀଙ୍କ ଆଇଇଡି ବିସ୍ଫୋରଣରେ ୮ ଜଣ ଯବାନ ସହିଦ ହୋଇଛନ୍ତି। ଏହାସହ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ହେବାସହ ଅନ୍ୟ କିଛି ଯବାନ...

ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ‘ଗ୍ରୀନ୍ ରୁମ୍’

ଓଡ଼ିଶାଲାଇଭ୍ ବ୍ୟୁରୋ ବରଗଡ଼ ଧନୁଯାତ୍ରାର ଅନ୍ୟତମ ଆକର୍ଷଣ ହେଉଛି ‘ଗ୍ରୀନ୍ ରୁମ୍’। ବିଶ୍ଵପ୍ରସିଦ୍ଧ ଧନୁଯାତ୍ରା ଯେତିକି ଦିନ ଧରି ଚାଲେ ସେତିକି ଦିନ ପର୍ଯ୍ୟନ୍ତ ଚଳଚଞ୍ଚଳ ହୋଇଉଠେ ‘ଗ୍ରୀନ୍ ରୁମ୍’। ଏହି ଗ୍ରୀନ୍ ରୁମ୍‌ରେ...

ଭୁବନେଶ୍ୱର: ଜାନୁଆରି ୧୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ସମାରୋହ

ଓଡ଼ିଶାଲାଇଭ୍ ବ୍ୟୁରୋ ବର୍ଷ ୨୦୨୪ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ପାଇବେ ଓଡ଼ିଆ ଗାଳ୍ପିକ ସଞ୍ଜୟ କୁମାର ପଣ୍ଡା। ସମାରୋହରେ ଭାରତର ମୋଟ ୨୪ ଜଣ ଯୁବ ସାହିତ୍ୟିକ ହେବେ ସମ୍ମାନିତ। ଭୁବନେଶ୍ୱରରେ...

ରାୟଗଡ଼ା ରେଳ ମଣ୍ଡଳର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ରାୟଗଡ଼ା ରେଳ ମଣ୍ଡଳର ଶିଳାନ୍ୟାସ ହୋଇଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଭାରତର ବିଭିନ୍ନ ସ୍ଥାନରେ ହୋଇଥିବା ରେଳ...