ପାଣିପାଗ ସୂଚନା: ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ଆଉ ୨୪ ଘଣ୍ଟା ବର୍ଷିବ!
ଓଡ଼ିଶାଲାଇଭ୍ ବ୍ୟୁରୋ
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାରେ ବର୍ଷା ଜାରି ରହିଛି। ବିଶେଷ କରି ଉପକୂଳ ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଅଧିକ ବର୍ଷା ହେଉଥିବା ଦେଖିବାକୁ ମିଳୁଛି। ଆହୁରି...
ଆଜି ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ: ମହାନ ଜନନାୟକଙ୍କୁ ମନେ ପକାଉଛନ୍ତି ଦେଶବାସୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ରାଜନୀତିରେ ଜଣେ ପ୍ରବୀଣ ବ୍ୟକ୍ତି ଭାବରେ ଜଣାଶୁଣା ଥିଲେ ଅଟଳ ବିହାରୀ ବାଜପେୟୀ। ଜଣେ ଉଦାରବାଦୀ ନେତା ଭାବରେ ସମସ୍ତେ ତାଙ୍କୁ ଜାଣନ୍ତି। ୧୯୨୪ ମସିହାରେ ଆଜିର ଦିନରେ ଜନ୍ମ...
ଆଜି ବଡ଼ଦିନ: ପାଳିତ ହେଉଛି ପ୍ରଭୁ ଯୀଶୁଙ୍କ ଜନ୍ମଦିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ବଡ଼ଦିନ ବା ଖ୍ରୀଷ୍ଟମାସ। ୨୪ ତାରିଖ ମଧ୍ୟରାତ୍ରରେ ଧରାବତରଣ କରିଛନ୍ତି ପ୍ରଭୁ ଯୀଶୁ। ଧରାପୃଷ୍ଠରେ ପ୍ରଭୁଙ୍କ ସ୍ୱାଗତ ଲାଗି ସବୁଠି ଆଲୋକମାଳାରେ ସଜେଇ ହୋଇଛି ଚର୍ଚ୍ଚ। ଚଳିତ ବର୍ଷ...
ଡକ୍ଟର ହରିବାବୁ କମ୍ଭମପତି: ଓଡ଼ିଶାର ନୂଆ ରାଜ୍ୟପାଳ
ଓଡ଼ିଶାଲାଇଭ୍ ବ୍ୟୁରୋ
ଡକ୍ଟର ହରିବାବୁ କମ୍ଭମପତି ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନର ରାଜ୍ୟପାଳ ରଘୁବର ଦାସଙ୍କ...
ଭୁବନେଶ୍ୱରରେ ଜାନୁଆରି ୮ରୁ ପ୍ରବାସୀ ଭାରତୀୟ ଦିବସ ସମାରୋହ: ଆୟୋଜନର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର...
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ଲାଗି ଆୟୋଜିତ ହେବାକୁ ଯାଉଛି ପ୍ରବାସୀ ଭାରତୀୟ ଦିବସ ସମାରୋହ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଆସନ୍ତା ୨୦୨୫ ଜାନୁଆରି ୮...
ଓସିଏସ କ୍ରାକ୍ କରିବା ପାଇଁ ଅମ୍ରିତ ଆଚାର୍ଯ୍ୟଙ୍କ ଷ୍ଟ୍ରାଟେଜି
ଓଡ଼ିଶାଲାଇଭ୍ ବ୍ୟୁରୋ
https://www.youtube.com/watch?v=EGc0Zg970U4
“ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର ପ୍ରତି ସ୍ତରରେ ଚ୍ୟାଲେଞ୍ଜ ଆସେ। ପ୍ରସ୍ତୁତି ସମୟରେ ପ୍ରତି ସାତ-ଆଠ ଦିନରେ ଧୈର୍ଯ୍ୟହରା ଲାଗେ, ପାଠପଢ଼ିବାକୁ ଇଚ୍ଛା ହୁଏନି, କିନ୍ତୁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ହେଲେ ପ୍ରତିଦିନ...
ଓଡ଼ିଆ ଆନ୍ଦୋଳନର ମଞ୍ଜୁଳ ଇତିହାସ
ଭାସ୍କର ପରିଚ୍ଛା
ଓଡ଼ିଆ ପରିଚୟର ସଂରକ୍ଷଣ, ଓଡ଼ିଆ ଭାଷାର ସୁରକ୍ଷା ଏବଂ ଓଡ଼ିଆ ଜାତୀୟତା ଉପରେ ଆଧାରିତ ନିବେଦିତା ମହାନ୍ତିଙ୍କ ଏହି ପୁସ୍ତକ ଅନନ୍ୟ। ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ହୋଇଥିବା...
ମୁଁ ୨ ଥର ଚିଟଫଣ୍ଡ ଠକେଇର ଶିକାର ହୋଇଛି – ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗ୍ରାହକଙ୍କ ସୁରକ୍ଷା ପାଇଁ ସଚେତନ ହେବାକୁ ଜାତୀୟ ଉପଭୋକ୍ତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ।
ଆଜି ଜାତୀୟ ଉପଭୋକ୍ତା ଦିବସ। ଏହି ଅବସରରେ ଭୁବନେଶ୍ଵର ସ୍ଥିତ ଲୋକସେବା ଭବନରେ ରାଜ୍ୟସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଛି।...
ବଡ଼ ବିନିଯୋଗ ଆୟ ଶୂନ୍: ୟୁଟ୍ୟୁବରୁ ମୁହଁ ଫେରାଇଲେ ନଳିନୀ ଉନଗର
ଓଡ଼ିଶାଲାଇଭ୍ ବ୍ୟୁରୋ
ଅଧିକ ଆୟ ଆଶାରେ ବିନିଯୋଗ କରିଥିଲେ ୮ ଲକ୍ଷ, ହେଲେ ମିଳିଲାନି ଟଙ୍କାଟିଏ, ଶେଷରେ ୟୁଟ୍ୟୁବକୁ ବାଏ କହିଲେ ନଳିନୀ ଉନଗର
ଟଙ୍କା ରୋଜଗାର କରିବାର ଆଶା ଏବଂ ନିଶା ଅନେକଙ୍କର ଥାଏ।...
ୱାର୍କ ଫ୍ରମ ହୋମ ନୁହେଁ, ଅଫିସରୁ କାମ କରିବାକୁ ପସନ୍ଦ କରନ୍ତି ୯୦ ପ୍ରତିଶତ ଭାରତୀୟ କର୍ମଚାରୀ
ପୁଷ୍ପମିତ୍ର ମହାନ୍ତି
ଭାରତରେ କର୍ମଚାରୀମାନେ ଅଫିସରୁ କାର୍ଯ୍ୟ କରିବାକୁ ଭଲ ପାଆନ୍ତି। ବିଶ୍ୱସ୍ତରୀୟ ରିଅଲ୍ ଇଷ୍ଟେଟ୍ ସେବା ସଂସ୍ଥା ‘ଜେଏଲ୍ଏଲ୍’ର ଏକ ସର୍ଭେ ଅନୁସାରେ ପ୍ରାୟ ୯୦ ପ୍ରତିଶତ ଭାରତୀୟ କର୍ମଚାରୀ କାର୍ଯ୍ୟାଳୟ ଭିତ୍ତିକ...





















