ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବନାବିରା ଗୁଳିକାଣ୍ଡ ମାମଲାରେ ଗିରଫ ହୋଇଥିବା ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ୫୦ ହଜାର ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି।...
ବିଶ୍ୱ ଉଶୁ ଚାମ୍ପିଅନସିପରେ ରୌପ୍ୟ ଜିତି ଦେଶ ପାଇଁ ସୁନାମ ଆଣିଲେ ଓଡ଼ିଆ ବାଳକ ବବୁଲୁ ମୁଣ୍ଡା
ଓଡ଼ିଶାଲାଇଭ୍ ବ୍ୟୁରୋ
ବ୍ରାଜିଲଠାରେ ଅନୁଷ୍ଠିତ ବିଶ୍ୱ ଉଶୁ ଚାମ୍ପିଅନସିପରେ ଓଡ଼ିଆ ବାଳକ ବବୁଲୁ ମୁଣ୍ଡା ରୌପ୍ୟ ପଦକ ଜିଣି ଦେଶ ପାଇଁ ସୁନାମ ଆଣିଛନ୍ତି।
ବ୍ରାଜିଲର ବ୍ରାସିଲିଆଠାରେ ଆୟୋଜିତ ସପ୍ତମ ବିଶ୍ୱ କନିଷ୍ଠ ଉଶୁ ପ୍ରତିଯୋଗିତାରେ ଯୋଡ଼ାର...
ସୁନ୍ଦରତାରେ ବଲିଉଡ ଅଭିନେତ୍ରୀମାନଙ୍କଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ଏହିସବୁ ଗାୟିକା
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡରେ ଏଭଳି ସୁନ୍ଦରୀ ଗାୟିକା ଅଛନ୍ତି, ଯେଉଁମାନେ ସୁନ୍ଦରତାରେ ନାୟିକାଙ୍କଠାରୁ କୌଣସି ଗୁଣରେ କମ୍ ନୁହେଁ…
ବଲିଉଡରେ ଏମିତି ଅନେକ ଗାୟିକା ଅଛନ୍ତି, ଯେଉଁମାନଙ୍କର କଣ୍ଠର ଯାଦୁରେ ଶ୍ରୋତାମାନେ ଝୁମନ୍ତି।...
ମହିଳା ସଂରକ୍ଷଣକୁ ନେଇ ଅଡ଼ୁଆରେ ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
କଂଗ୍ରେସକୁ ମହିଳା ବିରୋଧୀ ଦଳ କହିବା ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପଲଟିଛନ୍ତି। ସୋମବାର ଦିନ ଏକ ଚିଠି ଲେଖି ରାହୁଲ ଗାନ୍ଧି କହିଛନ୍ତି...
ନ୍ୟାସନାଲ ସ୍କିଲ ଟ୍ରେନିଂ ଇନଷ୍ଟିଚ୍ୟୁଟର ଭିତ୍ତିପ୍ରସ୍ତର ସ୍ଥାପନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବାରଙ୍ଗଠାରେ ନ୍ୟାସନାଲ ସ୍କିଲ୍ ଟ୍ରେନିଂ ଇନଷ୍ଟିଚ୍ୟୁଟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କେନ୍ଦ୍ର ପେଟ୍ରୋଲିୟମ ଏବଂ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ଆଗାମୀ...
ପାଣିଘେରରେ କୋଣାର୍କ, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟକୁ ଚିଠି ଲେଖିଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଲଗାଣ ବର୍ଷାରେ ସାରା ରାଜ୍ୟ ବେହାଲ ହୋଇଯାଇଥିବା ବେଳେ ପ୍ରମୁଖ ପର୍ଯ୍ୟଟନସ୍ଥଳ କୋଣାର୍କ ପାଣିଘେରରେ ରହିଛି। କୋଣାର୍କ ପରିସରରେ ଆଣ୍ଠୁଏ ଉଚ୍ଚାର ପାଣି ଜମି ରହିଥିବାରୁ ପର୍ଯ୍ୟଟକମାନେ ଅସୁବିଧା ଭୋଗିଛନ୍ତି। ବର୍ଷା...
ଓଡ଼ିଶାଲାଇଭ୍ ସୋସିଆଲ୍ ମିଡିଆ ଚ୍ୟାନେଲରେ ୧୦ ଲକ୍ଷ ଲୋକ ଦେଖିଲେ ଶ୍ରୀଗୁଣ୍ଡିଚାର ସିଧାପ୍ରସାରଣ
ଓଡ଼ିଶାଲାଇଭ୍ ପ୍ରମୁଖ ପ୍ରତିନିଧି
ୟୁଟ୍ୟୁବ୍ ଓ ଫେସବୁକ୍ରେ ଶ୍ରୀଗୁଣ୍ଡିଚାର ସିଧାପ୍ରସାରଣ କରି ବିଶେଷ ଲୋକପ୍ରିୟତା ହାସଲ କରିଛି ଓଡ଼ିଶାର ଡିଜିଟାଲ୍ ପ୍ଲାଟଫର୍ମ ଓଡ଼ିଶାଲାଇଭ୍
ଓଡ଼ିଶାଲାଇଭ୍ ଫେସବୁକ୍ରେ ପ୍ରାୟ ୮ ଲକ୍ଷ ଲୋକ ଦେଖିଲେ ରଥଯାତ୍ରା
...
ଟିଟୋ ଦେଲା ଚାଞ୍ଚଲ୍ୟକର ବୟାନ, କହିଲା – ମତେ ଫସାଇ ଦିଆଯାଇଛି
ଓଡ଼ିଶାଲାଇଭ୍ ବ୍ୟୁରୋ
ରିମାଣ୍ଡ ଅବଧି ଶେଷ ହେବା ପରେ ଗ୍ୟାଙ୍ଗଷ୍ଟର ଟିଟୋ ଆଜି ଜେଲ୍ ଯାଇଛି। କେନ୍ଦ୍ରାପଡ଼ାର ବାରିମୂଳ ଜେଲ୍କୁ ଟିଟୋକୁ ପଠାଇ ଦିଆଯାଇଛି। କେନ୍ଦ୍ରାପଡ଼ା ଏସ୍ଡିଜେଏମ୍ କୋର୍ଟରେ ହାଜର କରାଯିବା ବେଳେ ଟିଟୋ...
କେବେ ପାସ୍ ହେବ ମହିଳା ସଂରକ୍ଷଣ ବିଲ୍? ମୋଦିଙ୍କୁ ଚିଠି ଲେଖିଲେ ରାହୁଲ୍
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନ ପୂର୍ବରୁ ମହିଳା ସଂରକ୍ଷଣ ବିଲ୍କୁ ନେଇ କାର୍ଡ ଖେଳିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।
ଟ୍ରିପଲ୍ ତଲାକ୍ ବିଲ୍ ସଂସଦରେ ପାସ୍ କରି ଚର୍ଚ୍ଚାରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ...
ଆଡ଼ପ ମଣ୍ଡପକୁ ବିଜେ କଲେ ଚତୁର୍ଦ୍ଧାମୂର୍ତ୍ତି, ଉଠୁଛିପଡ଼ୁଛି ଗୁଣ୍ଡିଚାମନ୍ଦିର
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାଇଭଉଣୀଙ୍କ ସହ ଗୁଣ୍ଡିଚା ମନ୍ଦିରକୁ ବିଜେ କରିଛନ୍ତି କାଳିଆ ଠାକୁର। ନଅଦିନ ବ୍ୟାପି ରତ୍ନ ସିଂହାସନ ଛାଡ଼ି ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଜନ୍ମବେଦୀକୁ ବୁଲିବାକୁ ଆସିଛନ୍ତି କାଳିଆ ସାଆନ୍ତ। ଏଥିପାଇଁ ଲୋକାରଣ୍ୟ...





















