ନିର୍ଭୟା କାଣ୍ଡର ୬ ପିଶାଚ, କିଏ କେଉଁଠି ଜାଣନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ସତ କେବେ ଲୁଚି ରହେନା। ଅପରାଧୀ ଯେତେ ଚେଷ୍ଟା କଲେ ମଧ୍ୟ ଆଇନ ନଜରରୁ ଖସି ପାରେନା। ନିର୍ଭୟା କାଣ୍ଡର ପିଶାଚମାନଙ୍କୁ ମିଳିଛି ଉଚିତ ଦଣ୍ଡ!
ଦିଲ୍ଲୀର ଜଘନ୍ୟ ନିର୍ଭୟା ଗଣଦୁଷ୍କର୍ମ ଓ...
ଗୋଟିଏ ରୁମ୍ରୁ କଣ୍ଟ୍ରୋଲ ହେବ ସ୍ମାର୍ଟସିଟି: ଭୁବନେଶ୍ୱର ଅପରେସନ୍ସ ସେଣ୍ଟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଏମ୍ସି ଭବାନୀ ମଲ୍ରେ ଅପରେସନ୍ସ ସେଣ୍ଟର
ସାରା ଭୁବନେଶ୍ୱର ଉପରେ ନଜର ରଖିବ ଏହି ସେଣ୍ଟର
ଶହୀଦନଗରରେ ସ୍ମାର୍ଟପାର୍କ ସମୂହ ଉଦଘାଟିତ
ସୌରଚାଳିତ ଆଡାପ୍ଟିଭ୍ ଟ୍ରାଫିକ ସିଗନାଲ ନିୟନ୍ତ୍ରଣ ବ୍ୟବସ୍ଥା...
ନିର୍ଭୟା ଗଣବଳାତ୍କାର ଦୋଷୀଙ୍କୁ ଦଣ୍ଡ: ସୁପ୍ରିମକୋର୍ଟ ବି କହିଲେ ଫାଶୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ୨୦୧୨ରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କ ଫାଶୀ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ କାଏମ ରଖିଛନ୍ତି।
ଦିଲ୍ଲୀର ଜଘନ୍ୟ ନିଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଦ୍ୱାରା ମୃତ୍ୟୁ ଦଣ୍ଡ ପାଇଥିବା...
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ପ୍ରଭାବ: ଭକ୍ତଙ୍କଠାରୁ ଦାନ ଦକ୍ଷିଣା ନେଇପାରିବନି ସେବାୟତ, ରଥରେ ଲାଗିବ ୧୨ଟି ହୁଣ୍ଡି
ଓଡ଼ିଶାଲାଇଭ୍ ବ୍ୟୁରୋ
ରଥଯାତ୍ରା ସମୟରେ କୌଣସି ଭକ୍ତଙ୍କଠାରୁ ସେବାୟତ, ଦଇତାପତିମାନେ ଦାନ, ଦକ୍ଷିଣା ସଂଗ୍ରହ କରି ପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।
ଭକ୍ତଙ୍କ ଦାନ ଓ ଦକ୍ଷିଣା ଏଣିକି ନେଇପାରିବେନି ସେବାୟତ।...
ଥାଇଲାଣ୍ଡର ଥାମଲୁଆଙ୍ଗ ଗୁମ୍ଫାରେ ଜନ୍ମଦିନ ପାଳିବା ହେଲା କାଳ: ଜାଣନ୍ତୁ ପୂରା କାହାଣୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଥାଇଲାଣ୍ଡ ଗୁମ୍ଫାରେ ଫସିଥିବା ୧୨ ଜଣ ଫୁଟବଲ ଖେଳାଳିଙ୍କୁ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ ଜାରି ରହିଛି। ଏଯାବତ୍ ୪ ଜଣଙ୍କୁ ଉଦ୍ୟମ କରାଯାଇଥିବା ବେଳେ ବାକି ୮ ଜଣଙ୍କୁ...
ନିର୍ଭୟା ଗଣବଳାତ୍କାର ଘଟଣାରେ ସୁପ୍ରିକୋର୍ଟଙ୍କ ରାୟ ଆସିବା ପୂର୍ବରୁ କ’ଣ କହିଲେ ମା’-ବାପା: ଜାଣନ୍ତୁ
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ୨୦୧୨ରେ ଘଟିଥିବା ନିର୍ଭୟା ଗଣବଳାତ୍କାର ଘଟଣାରେ ଅଭିଯୁକ୍ତଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରାଯିବ କି ନାହିଁ ଏହା ସ୍ଥିର କରିବେ ସୁପ୍ରିମକୋର୍ଟ। ଏହାପୂର୍ବରୁ ନିର୍ଭୟାର ବାପା-ମା ଦୋଷୀକୁ କଡ଼ା ଦଣ୍ଡ ଦିଆଯିବା...
ସମ୍ବଲପୁରରେ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍: ୧୦ଜଣ ଯାତ୍ରୀ ଆହତ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। ୫୫ ନମ୍ବର ଜାତୀୟ ରାଜପଥର ରେଢ଼ାଖୋଲ-ଲୁହାପଙ୍କ ରୋଡ଼୍ ନିକଟରେ ଏହି ଦୁର୍ଘଟଣା ଘଟିଛି।
ସୋମବାରଦିନ ଭୋର ସମୟରେ ଭୁବନେଶ୍ୱରୁ ଝାରସୁଗୁଡ଼ାର ଇବ୍ ଥର୍ମାଲକୁ ଯାଉଥିବା...
ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ମୁନ୍ନା ବଜରଙ୍ଗୀଙ୍କୁ ଜେଲ ଭିତରେ ଗୁଳି ମାରି ହତ୍ୟା
ଓଡ଼ିଶାଲାଇଭ୍ ବ୍ୟୁରୋ
ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ମୁନ୍ନା ବଜରଙ୍ଗୀକୁ ଉତ୍ତର ପ୍ରଦେଶର ବାଗପତ ଜିଲ୍ଲା ଜେଲ୍ ମଧ୍ୟରେ ଗୁଳି ମାରି ହତ୍ୟା କରାଯାଇଛି।
ପ୍ରେମ ପ୍ରକାଶ ସିଂହ ଓରଫ ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ମୁନା ବଜରଙ୍ଗୀକୁ ସୋମବାରଦିନ ଉତ୍ତର...
ନାଲକୋ ପକ୍ଷରୁ ପୁରୀରେ ଗଡ଼ିଲା ମାଗଣା ବ୍ୟାଟେରୀଚାଳିତ ଗାଡ଼ି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=XFHzYGV8IfM]
ପୁରୀ ଜଗନ୍ନାଥ ବଲ୍ଲଭ ମଠ ପରିସରସ୍ଥିତ ପାର୍କିଂସ୍ଥଳରୁ ଶ୍ରୀମନ୍ଦିର ଯାଏ ନାଲ୍କୋ ପକ୍ଷରୁ ମାଗଣା ବ୍ୟାଟେରୀଚାଳିତ ଗାଡ଼ିର ଶୁଭାରମ୍ଭ ହୋଇଛି।
ସ୍ୱଚ୍ଛ ଆଇକନିକ୍ ସିଟି ଯୋଜନାରେ ନାଲ୍କୋ କର୍ତ୍ତୃପକ୍ଷ ଜଗନ୍ନାଥ କ୍ଷେତ୍ର...
ଧୋନିଙ୍କ ଡବଲ୍ ବିଶ୍ୱରେକର୍ଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନି ଦୁଇଟି ରେକର୍ଡ ଅର୍ଜନ କରିଛନ୍ତି।
ଇଂଲଣ୍ଡ ବିପକ୍ଷ ଶେଷ ଟି୨୦ ମ୍ୟାଚ୍ରେ ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଆଉ...





















