ହ୍ଵାଟସଆପରେ ଗୁଜବ ମେସେଜ୍ ନେଲାଣି ୩୦ ଜୀବନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଗତ କିଛିଦିନ ଧରି ମେସେଜିଂ ଆପ୍ଲିକେସନ୍ ହ୍ଵାଟ୍ସଆପ୍ ଜରିଆରେ ପିଲାଚୋରି ଗୁଜବ ଖବର ବ୍ୟାପିବାରେ ଲାଗିଛି। ଏହାର କୁପରିଣତି ସ୍ୱରୂପ ଦେଶରେ ମୋଟ ୩୦ଟି ହତ୍ୟାକାଣ୍ଡ ଘଟିସାରିଲାଣି।
ଏ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର...
କୋହଲିଙ୍କ ଆଉ ରେକର୍ଡ: ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍ ଭାବେ ଟ୍ୱେଣ୍ଟି-୨୦ ୨୦୦୦ରନ୍ ପୂରଣ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟ୍ୱେଣ୍ଟି-୨୦ ଆନ୍ତର୍ଜାତିକ କ୍ରିକେଟ୍ରେ ଦୁଇଟି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି।
ବିରାଟ କୋହଲିଙ୍କ ଆଉ ଏକ ରେକର୍ଡ। ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ୍ ଭାବେ ଅନ୍ତର୍ଜାତୀୟ ଟ୍ୱେଣ୍ଟି...
ଜାଣନ୍ତୁ ବଲିଉଡର କେଉଁ ଷ୍ଟାର ଚଢୁଛନ୍ତି କେଉଁ ଗାଡ଼ି
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡ ଷ୍ଟାରମାନେ ଦାମୀକାର୍ ଚଢ଼ନ୍ତି, ଏକଥା ସମସ୍ତଙ୍କୁ ଜଣା। ହେଲେ ଜାଣନ୍ତି କି କାହା ପାଖରେ କେତେ ଦାମିକା କାର୍ ଅଛି!
ଶାହରୁଖ୍ ଖାନ୍
ନିଜ ପାଖରେ ଦାମୀ କାର ରଖିବା ସଉକରେ...
ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍: ଇଟାଲୀରେ ରୋଡ଼ ସୋ’ କରିବ ଓଡ଼ିଶା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଏବେ ଇଟାଲୀ ମୁହାଁ। ପୁଞ୍ଜି ଆକର୍ଷଣ କରିବା ପାଇଁ ବିଶ୍ୱର ବହୁ ଦେଶରେ ରୋଡ଼ ସୋ' କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଗାମୀ ମେକ ଇନ ଓଡ଼ିଶା...
କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ୬୬ଟି ଆରଏମସିକୁ ଇ-ନାମ ପ୍ଲାଟଫର୍ମ ସହ ଯୋଡ଼ାଯାଉ
ଓଡ଼ିଶାଲାଇଭ୍ ବ୍ୟୁରୋ
ଧାନ ସମେତ ୧୪ଟି ଶସ୍ୟର ଏମ୍ଏସ୍ପି କେନ୍ଦ୍ର ସରକାର ବୃଦ୍ଧି କରିବା ପରେ ଆଜି ଧର୍ମେନ୍ଦ୍ର ପ୍ରଧାନ ଆଉ ପାଦେ ଆଗକୁ ବଢ଼ିଛନ୍ତି। କୃଷିର ବଜାରକରଣ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର...
ବର୍ଷା ଜଳ ନିଷ୍କାସନ ଚିନ୍ତା: ପୋତି ହୋଇପଡ଼ିଥିବା ଡ୍ରେନ୍ ଖୋଳିଲା ପ୍ରଶାସନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଇସ୍କନ ମନ୍ଦିର ସମ୍ମୁଖରେ ଜମୁଥିବା ବର୍ଷା ପାଣି ନିଷ୍କାସନ ପାଇଁ ଶେଷରେ ଅଣ୍ଟା ଭିଡ଼ିଛି ପ୍ରଶାସନ। ବିଏମ୍ସି, ବିଡିଏ ଏବଂ ଏନଏଚଏଆଇ ଅଧିକାରୀଙ୍କୁ ନେଇ ଗଠିତ ହୋଇଥିବା ଯୁଗ୍ମ ସ୍କ୍ୱାଡ୍...
ସୁପ୍ରିମକୋର୍ଟଙ୍କ ରାୟକୁ ସ୍ୱାଗତ କଲେ କେଜରିୱାଲ: କହିଲେ, “ଦିଲ୍ଲୀବାସୀଙ୍କ ବଡ଼ ବିଜୟ”
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀରେ ଚାଲିବ କାହା ହୁକୁମ? କିଏ ବୁଝିବ ଦିଲ୍ଲୀବାସୀଙ୍କ କଥା? ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ନା ଉପ-ରାଜ୍ୟପାଳ? ଏହାକୁ ନେଇ ଚାଲିଥିଲା କ୍ଷମତାର ଲଢ଼େଇ। ଆଜି...
ବେକାରୀ-ଚାଷୀ ପ୍ରସଙ୍ଗରେ ରାସ୍ତାକୁ ଓହ୍ଲାଇଲା କଂଗ୍ରେସ, ପୋଲିସ ସହ ଧସ୍ତାଧସ୍ତି
ଓଡ଼ିଶାଲାଇଭ୍ ବ୍ୟୁରୋ
ଫର୍ମକୁ ଫେରିଛି କଂଗ୍ରେସ। ଏନଏଚଏଆଇ ଅଫିସରେ ପାଣିମାଡ଼ କରିବା ପରେ ଆଜି ନବୀନ ନିବାସ ଘେରାଉ ଉଦ୍ୟମ କରିଥିଲା କଂଗ୍ରେସ।
ରାଜରାସ୍ତାକୁ ଓହ୍ଲାଇଲା ଯୁବକଂଗ୍ରେସ। ଚାଷୀ ଏବଂ ବେକାରୀ ପ୍ରସଙ୍ଗକୁ ଅସ୍ତ୍ର କରି...
ସୋସିଆଲ ମିଡିଆରେ ସୁଷମାଙ୍କ ପ୍ରତି ଅପମାନସୂଚକ ମନ୍ତବ୍ୟ: ନିନ୍ଦା କଲେ ନବୀନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୋସିଆଲ ମିଡିଆରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କୁ ଅସୌଜନ୍ୟ ବ୍ୟବହାର। ହିନ୍ଦୁ-ମୁସଲମାନ ଦମ୍ପତ୍ତିଙ୍କ ପ୍ରତି ଜଣେ ପାସପୋର୍ଟ ଅଧିକାରୀ ଅପମାନସୂଚକ ମନ୍ତବ୍ୟ ଦେଇ ବଦଳି ହେବା ପରେ ସୁଷମାଙ୍କୁ ଟୁଇଟରରେ...
ଫିଫା ବିଶ୍ୱକପ୍ କ୍ୱାର୍ଟର ଫାଇନାଲ ଲାଇନଅପ୍ ଚୂଡ଼ାନ୍ତ: ଜାଣନ୍ତୁ କିଏ କାହାକୁ ଭେଟିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚଳିତ ଫିଫା ବିଶ୍ୱକପ୍ କ୍ୱାର୍ଟର ଫାଇନାଲ ଲାଇନଅପ୍ ଚୂଡ଼ାନ୍ତ ହୋଇଛି। କ୍ୱାର୍ଟର ଫାଇନାଲରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ୮ଟି ଦଳ। ସେହି ୮ଟି ଦଳ ହେଉଛନ୍ତି ଉରୁଗୁଏ, ଫ୍ରାନ୍ସ, ବ୍ରାଜିଲ,...





















