ମୋଦିଙ୍କୁ ଲାଗିଲା ଝଟକା: ରାଜ୍ୟପାଳ ନୁହନ୍ତି, ଦିଲ୍ଲୀର ଅସଲ କ୍ଷମତାକେନ୍ଦ୍ର ହେଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
କେଜରିୱାଲଙ୍କ ବିଜୟ। ମୋଦିଙ୍କ ପତିଆରାକୁ ବଡ଼ ଧକ୍କା। ଦିଲ୍ଲୀ ଶାସନର ଡୋର କାହା ହାତରେ ରହିବ ଫଇସଲା କଲେ ସୁପ୍ରିମକୋର୍ଟ।
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଫଇସଲା
ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେନି ଉପରାଜ୍ୟପାଳ
...
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ଦିଲ୍ଲୀରେ ଉପରାଜ୍ୟପାଳ ନୁହେଁ ମୁଖ୍ୟମନ୍ତ୍ରୀଙ୍କ ହାତରେ ହିଁ ରହିବ ପ୍ରକୃତ କ୍ଷମତା
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଫଇସଲା
ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ କରିପାରିବେନି ଉପରାଜ୍ୟପାଳ
ମନ୍ତ୍ରୀ ପରିଷଦ କାର୍ଯ୍ୟ ମାନିବାକୁ ଉପରାଜ୍ୟପାଳ ବାଧ୍ୟ
ଦିଲ୍ଲୀର ଲୋକ ବାଛିଥିବା ସରକାର ହିଁ ମୁଖ୍ୟ
ଦିଲ୍ଲୀକୁ ରାଜ୍ୟପାହ୍ୟା ଦେଇ...
ହିନ୍ଦୁ-ମୁସଲମାନ ଭାଇଚାରା: କୁମ୍ଭ ମେଳା ପାଇଁ ମସଜିଦ ଭାଙ୍ଗିଲେ ମୁସଲମାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୁଣା ଆହ୍ଲାବାଦରେ ହିନ୍ଦୁ ମୁସଲମାନ ଭାଇଚାରର ଏକ ଅନନ୍ୟ ଛବି ଦେଖିବାକୁ ମିଳିଛି। କୁମ୍ଭ ମେଳା ପାଇଁ ରାସ୍ତା ପ୍ରଶସ୍ତୀକରଣ ପାଇଁ ମୁସଲମାନମାନେ ସ୍ୱଇଚ୍ଛାରେ ମସଜିଦ ଭାଙ୍ଗିବାରେ ପ୍ରଶାସନକୁ ସାହାଯ୍ୟ କରିଛନ୍ତି।
କୁମ୍ଭମେଳା...
ଧୋନି ଓ କୁଳଦୀପ ଯାଦବଙ୍କ ବିଶ୍ୱରେକର୍ଡ: ଇଂଲଣ୍ଡକୁ ସହଜରେ ପରାସ୍ତ କଲା ଭାରତ
ଓଡ଼ିଶାଲାଇଭ୍ ବ୍ୟୁରୋ
ସ୍ପିନର୍ କୁଲଦୀପ ଯାଦବଙ୍କ କମାଲ ପରେ ଲୋକେଶ ରାହୁଲ୍ ରନ୍ ବର୍ଷା ବଳରେ ଇଂଲଣ୍ଡ ଗସ୍ତକୁ ଚମତ୍କାର ଢଙ୍ଗରେ ଆରମ୍ଭ କରିଛି ଭାରତ।
ମଞ୍ଚେଷ୍ଟରରେ ଖେଳାଯାଇଥିବା ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ରେ ଟିମ୍ ଇଣ୍ଡିଆ...
ଜାଣନ୍ତୁ ଗତ ଛଅମାସରେ ବଲିଉଡର କେଉଁସବୁ ସିନେମା ହୋଇଛି ସୁପରଫ୍ଲପ୍?
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
୨୦୧୮ ମସିହାର ପ୍ରଥମ ଛଅମାସ ଭିତରେ କିଛି ହିନ୍ଦୀ ସିନେମା ସୁପରଫ୍ଲପ୍ ହୋଇଛି। ଆସନ୍ତୁ ନଜର ପକାଇବା ସେହି ବଲିଉଡ ଚଳଚ୍ଚିତ୍ର ଉପରେ…
୨୦୧୮ ମସିହାର ପ୍ରଥମ ଛଅମାସରେ ଅନେକ ହିନ୍ଦୀ...
ବଢ଼ିଲା ଆନ୍ତଃଜାତି ବିବାହ ପ୍ରୋତ୍ସାହନ ରାଶି: ଥିଲା ୧ ଲକ୍ଷ, ହେଲା ଅଢ଼େଇ ଲକ୍ଷ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଢ଼ିଲା ଆନ୍ତଃଜାତି ବିବାହ ପ୍ରୋତ୍ସାହନ ରାଶି। ସବର୍ଣ୍ଣ ହିନ୍ଦୁ ଏବଂ ଅନୁସୂଚିତ ଜାତି ହିନ୍ଦୁଙ୍କ ମଧ୍ୟରେ ବିବାହ ହେଲେ ଏଣିକି ଅଢ଼େଇ ଲକ୍ଷ ଟଙ୍କା ମିଳିବ। ଏହି ଆନ୍ତଃଜାତି ବିବାହ ପ୍ରୋତ୍ସାହନ...
ଦିଲ୍ଲୀ ବୁରାରୀ କାଣ୍ଡରେ ଟୁଇଷ୍ଟ: ମୃତକଙ୍କ ସଂଖ୍ୟା ୧୧, କାନ୍ଥରେ ହୋଲ୍ ବି ୧୧
ଓଡ଼ିଶାଲାଇଭ୍ ବ୍ୟୁରୋ
ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ଉପରୁ ପରଦା ହଟୁନି। କାନ୍ଥରେ ୧୧ଟି ହୋଲ୍ର ଚିତ୍ର ସାମ୍ନାକୁ ଆସିବା ପରେ ସସ୍ପେନ୍ସ ବଢ଼ିଛି।
କାନ୍ଥରେ ୧୧ଟି ହୋଲ୍। ଛାତ ଉପରେ...
ରଥଯାତ୍ରା ଅବସରରେ ହିନ୍ଦୀ ଭାଷାରେ ‘ଶ୍ରୀ ଜଗନ୍ନାଥ କଥା’ ଶୀର୍ଷକ ୱେବ ସିରିଜ
ଓଡ଼ିଶାଲାଇଭ୍ ବ୍ୟୁରୋ
ପବିତ୍ର ରଥଯାତ୍ରା ଅବସରରେ ପୃଥିବୀର ବିଭିନ୍ନ କୋଣରୁ ହଜାର ହଜାର ଭକ୍ତ ଓ ପର୍ଯ୍ୟଟକ ପ୍ରତିବର୍ଷ ପୁରୀ ଆସିଥା’ନ୍ତି। ତେବେ ଅନେକ ଭକ୍ତ ପୁରୀ ଆସି ନ ପାରିଲେ ବିଭିନ୍ନ ଇଲେକ୍ଟ୍ରୋନିକ...
ଓଆର୍ଏଚଡିସି ସ୍କାମ: ଦୋଷୀ ସାବ୍ୟସ୍ତ ହେଲେ ଆଇଏଏସ୍ ଅଫିସର ବିନୋଦ କୁମାର
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ଗ୍ରାମ୍ୟ ଗୃହ ଉନ୍ନୟନ ନିଗମ(ଓଆର୍ଏଚଡିସି)ରେ ଆର୍ଥିକ ହେରଫେର୍ ଅଭିଯୋଗରେ ଆଜି ବଡ଼ ରାୟ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ। ବରିଷ୍ଠ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କ ସମେତ ପାଞ୍ଚ ଜଣଙ୍କୁ...
ଶ୍ରୀତମଙ୍କୁ ୭ ଘଣ୍ଟା ମାରାଥନ ଜେରା କଲା ଇଡି
ଓଡ଼ିଶାଲାଇଭ୍ ବ୍ୟୁରୋ
୭ ଘଣ୍ଟା ପରେ ଇଡି ଅଫିସରୁ ବାହାରିଛନ୍ତି ଶ୍ରୀତମ ଦାସ। ପାରିଶ୍ରମିକ ବାବଦରେ ଯେଉଁ ଟଙ୍କା ପାଇଛନ୍ତି ତାହା ଫେରାଇ ଦେବେ ବୋଲି କହିଛନ୍ତି ଶ୍ରୀତମ।
ଓଲିଉଡ ଅଭିନେତା ଶ୍ରୀତମ ଦାସଙ୍କୁ ପ୍ରବର୍ତ୍ତନ...





















