ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି: ରାଜ୍ୟରେ ୫ତାରିଖରୁ ବର୍ଷିବ
ଓଡ଼ିଶାଲାଇଭ୍ ବ୍ୟୁରୋ
ରାଜ୍ୟରେ ପୁଣି ବର୍ଷିବ ବର୍ଷା। ୫ ତାରିଖଠାରୁ ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାକି ଦକ୍ଷିଣ...
ଚିଟଫଣ୍ଡ ମାମଲାରେ ଫସିଲେ ଅଭିନେତା ଶ୍ରୀତମ ଦାସ: ଇଡିରେ ହାଜର ହେଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଲିଉଡର ଲୋକପ୍ରିୟ ଅଭିନେତା ଓ ନିର୍ଦ୍ଦେଶକ ଶ୍ରୀତମ୍ ଦାସ ଆଜି ଭୁବନେଶ୍ୱରରେ ଥିବା ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଅଫିସରେ ହାଜର ହୋଇଛନ୍ତି।
ଓଲିଉଡ ଅଭିନେତା ଓ ନିର୍ଦ୍ଦେଶକ ଶ୍ରୀତମ ଦାସ ଚିଟଫଣ୍ଡ୍ କେସ୍ରେ ଫସିଯାଇଛନ୍ତି। ଭୁବନେଶ୍ୱରସ୍ଥିତ...
ସୁନନ୍ଦା ପୁଷ୍କର ହତ୍ୟା: ଆଗୁଆ ଜାମିନ ଆବେଦନ କଲେ ସ୍ଵାମୀ ଶଶି ଥରୁର
ଓଡ଼ିଶାଲାଇଭ୍ ବ୍ୟୁରୋ
ପତ୍ନୀ ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ଘଟଣାରେ କଂଗ୍ରେସ ଦଳର ବରିଷ୍ଠ ନେତା ତଥା ସାଂସଦ ଶଶି ଥରୁର ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।
ଆଗୁଆ ଜାମିନ...
ପିଲା ଅବାଟରେ ଗଲେ ଦୋଷ କାହାର?
ଡକ୍ଟର ଗୀତା ଦାସ
ଗୋଟିଏ ପିଲା ଭିତରେ କୌଣସି ଅପରାଧର ଲକ୍ଷଣ ଦେଖିଲେ ତାକୁ ଏଡ଼ାଇ ନ ଦେଇ ତା'ର କାରଣ ନିରୂପଣ ଓ ପ୍ରତିକାର ପାଇଁ ମନୋବିଜ୍ଞାନୀଙ୍କ ସାହାଯ୍ୟ ନେବା ଦରକାର।
କାହା ଦୋଷରୁ...
୪ବର୍ଷ ପରେ ଜେଲରୁ ମୁକୁଳିବେ ସାଂସଦ ରାମଚନ୍ଦ୍ର ହାଁସଦା: ସୁପ୍ରିକୋର୍ଟଙ୍କ ପକ୍ଷରୁ ମିଳିଲା ଜାମିନ
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ମିଳିଲା ଜାମିନ। ଦୀର୍ଘ ୪ବର୍ଷ ଧରି ଜେଲରେ ରହିବା ପରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ତାଙ୍କୁ ଆଶ୍ଵସ୍ତି ମିଳିଛି।
ସାଂସଦ ରାମଚନ୍ଦ୍ର ହାଁସଦାଙ୍କୁ ଆଶ୍ଵସ୍ତି। ନବଦିଗନ୍ତ ଚିଟଫଣ୍ଡ୍ ମାମଲାରେ ଗିରଫ...
ଓଡ଼ିଶାରେ ଲଞ୍ଚ ହେଲା ବିଏସଏନଏଲ ପତଞ୍ଜଳି ପ୍ଲାନ: ୧୪୪ଟଙ୍କା ପ୍ଲାନରେ ଗ୍ରାହକ ପାଇବେ ଅନେକ ସୁବିଧା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶାରେ ଲଞ୍ଚ ହେଲା ବିଏସଏନଏଲ ପତଞ୍ଜଳି ପ୍ଲାନ। ବିଏସ୍ଏନ୍ଏଲ୍ ପତଞ୍ଜଳି ପ୍ଲାନ-୧୪୪ରେ ଯେକୌଣସି ନେଟଓ୍ଵାର୍କକୁ ଅସୀମିତ ଭଏସ୍ କଲ୍ କରିବା ସହିତ ଦିନକୁ ୨ଜିବି ଡାଟା ଏବଂ ୧୦୦ ଏସ୍ଏମ୍ଏସ୍ ମାଗଣା...
ମୁମ୍ବାଇରେ ଭୁଶୁଡ଼ିଲା ଓଭରବ୍ରିଜ୍: ୧୫ ଆହତ, ରେଳ ଚଳାଚଳ ବାଧାପ୍ରାପ୍ତ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁମ୍ବଇର ଅନ୍ଧେରୀ ରେଳ ଷ୍ଟେସନ ନିକଟରେ ମଙ୍ଗଳବାର ସକାଳୁ ଏକ ଅଘଟଣ। ଫୁଟ୍ ଓଭର ବ୍ରିଜର ସ୍ଳାବ ଖସି ପଡ଼ି ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ମୁମ୍ବଇର ଅନ୍ଧେରୀ ରେଳ ଷ୍ଟେସନ...
ପଞ୍ଚମ ଭାରତୀୟ ଭାବେ ଆଇସିସି ହଲ୍ ଅଫ୍ ଫେମରେ ରାହୁଲ ଦ୍ରାବିଡ
ଓଡ଼ିଶାଲାଇଭ୍ ବ୍ୟୁରୋ
ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ହଲ୍ ଅଫ ଫେମ୍ରେ ଭାରତର ମହାନ କ୍ରିକେଟର ରାହୁଲ ଦ୍ରାବିଡ୍ଙ୍କୁ ସାମିଲ କରାଯାଇଛି।
ପୂର୍ବତନ ଭାରତୀୟ ଦଳର ଅଧିନାୟକ ରାହୁଲ ଦ୍ରାବିଡଙ୍କ ସହ ଅଷ୍ଟ୍ରେଲିଆ କିମ୍ବଦନ୍ତୀ ରିକି...
କ୍ୟାଟ୍ରିନାଙ୍କ ଆଫେଆର୍ ଓ ବ୍ରେକଅପର ଲମ୍ବା କାହାଣୀ
ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ
ବଲିଉଡର ହଟ୍ ନାୟିକା କ୍ୟାଟ୍ରିନା କୈଫ ଅନେକ ସମୟରେ ନିଜର ଆଫେଆର୍ ପାଇଁ ଚର୍ଚ୍ଚାରେ ଥା’ନ୍ତି। ଆସନ୍ତୁ ଜାଣିବା କେଉଁମାନଙ୍କ ସହ କ୍ୟାଟ୍ରିନାଙ୍କ ଆଫେୟାର ବେଶ୍ ଚର୍ଚ୍ଚିତ ହୋଇଛି|
ବଲିଉଡରେ ପ୍ରାୟ...
ମୋବାଇଲ୍ ଫୋନ୍ ଖୋଲିବ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ରହସ୍ୟ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଦିଲ୍ଲୀର ବୁରାରି ସନ୍ଥ ନଗରରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତଦେହ ଉଦ୍ଧାରକୁ ରହସ୍ୟ ବଢ଼ିଛି। ଘରୁ ମିଳିଥିବା ରେଜିଷ୍ଟରରୁ ଅନ୍ଧବିଶ୍ୱାସ ଯୋଗୁଁ ଏଭଳି ଘଟଣା ଘଟିଥିବା ପୋଲିସ ଅନୁମାନ କରୁଥିଲେ...




















