ପାରାଦୀପରେ କେମିତି ବୁଡ଼ିଲା ବ୍ଲାକରୋଜ ଜାହାଜ? ସିବିଆଇ ଖୋଲିବ ଗୁମର

ଓଡ଼ିଶାଲାଇଭ୍‌ ବ୍ୟୁରୋ ୯ ବର୍ଷ ପରେ ବ୍ଲାକରୋଜ ଜାହାଜ ବୁଡ଼ି ଘଟଣା ପୁଣି ତାଜା ହୋଇଛି। ଜାହାଜ କେମିତି ବୁଡ଼ିଲା ତାର ଖୋଳତାଡ଼ କରିବା ପାଇଁ ଜାହାଜ ଚଳାଚଳ ମନ୍ତ୍ରାଳୟ ସିବିଆଇକୁ ଚିଠି ଲେଖିଛନ୍ତି। ବ୍ଲାକରୋଜ ଜାହାଜ...

ମୋଦି ଶୁଣୁ ନାହାନ୍ତି ଓଡ଼ିଆ ଯୁବକଙ୍କ ଗୁହାରୀ: ରାମଲୀଳା ମଇଦାନରେ ଅନଶନରେ ବସିଲେ ମୁକ୍ତିକାନ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଯୁବକ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଗୁହାରୀ ଶୁଣୁ ନାହାନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ଜନ୍ତରମନ୍ତରରୁ ମୁକ୍ତିକାନ୍ତଙ୍କୁ ପୋଲିସ ଉଠାଇବା ପରେ ସେ ରାମଲୀଳା ମଇଦାନରେ ଅନଶନରେ ବସିଛନ୍ତି। ପ୍ରଧାନମନ୍ତ୍ରୀ ନଭେଟିଲେ ଓଡ଼ିଶା...

ଏନ୍ଏଚ୍ଏଆଇ ଅଫିସରେ କଂଗ୍ରେସର ପ୍ରତିବାଦ: ଧସେଇ ପଶିଲେ, ପାଣିମାଡ଼ କଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ପାଣିର ଜବାବ ପାଣିରେ ଦେଇଛି କଂଗ୍ରେସ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଅଫିସ(ଏନଏଚଏଆଇ)ରେ ପାଣିମାଡ଼ କରିଛନ୍ତି ଭୁବନେଶ୍ୱର ଜିଲ୍ଲା କଂଗ୍ରେସର କର୍ମକର୍ତ୍ତା। ରାଜଧାନୀ ଭୁବନେଶ୍ୱରରେ ଅସରାଏ ବର୍ଷାରେ ଇସ୍କନ ମନ୍ଦିର ରାସ୍ତା...

ସିସୋର୍ ଲିଙ୍କ୍: ଓଟିଡିସିର ପୂର୍ବତନ ଜେନେରାଲ ମ୍ୟାନେଜରଙ୍କୁ ସିବିଆଇ ଜେରା

ଓଡ଼ିଶାଲାଇଭ୍‌ ବ୍ୟୁରୋ ସିବିଆଇ ଅଫିସରେ ହାଜର ହେଲେ ସଂଗ୍ରାମ କେଶରୀ ରାୟ ତିନି ଘଣ୍ଟା ଜେରା କଲା ସିବିଆଇ ତିନି ଘଣ୍ଟା ପରେ ସିବିଆଇ ଅଫିସରୁ ବାହାରିଲେ ସଂଗ୍ରାମ ସିସୋର୍‌ ଲିଙ୍କ୍‌ର ଖୋଳତାଡ଼ ସିସୋର୍...

ଟାସ୍କ ଦେଲେ ଷ୍ଟ୍ରାଟେର୍ଜି ମାଷ୍ଟର ଅମିତ ଶାହ: ‘ବୁଥ୍ ଜଗ, ଲୋକଙ୍କ କଥା ବୁଝ’

ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ [youtube https://www.youtube.com/watch?v=pjjuPhawGkE] ୯ ଘଣ୍ଟାର ମାରାଥନ ବୈଠକ ତିନୋଟି ପର୍ଯ୍ୟାୟରେ ଆଲୋଚନା କଲେ ଶାହ କର୍ମକର୍ତ୍ତା ଓ ନେତାଙ୍କୁ ଗୁରୁମନ୍ତ୍ର ଦେଲେ ଶାହ କେନ୍ଦ୍ର ଯୋଜନାକୁ ଘରେ ଘରେ ପହଞ୍ଚାଅ ...

ଆଇଏଏସ ଟପ୍ପରଙ୍କ ଲୁଙ୍ଗି ଡ୍ୟାନ୍ସ: ସୋସିଆଲ ମିଡିଆରେ ଫଟୋ ଭାଇରାଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଆଇଏଏସ ଟପ୍ପର ଟିନା ଡାବିଙ୍କ ଲୁଙ୍ଗି ଡ୍ୟାନ୍ସ। ଟିନାଙ୍କ ସହ ନଜର ଆସିଛନ୍ତି ଟିନାଙ୍କ ସ୍ୱାମୀ ଅତହର ଆମୀର। ପୁଣି ଚର୍ଚ୍ଚାରେ ୨୦୧୫ ଆଇଏଏସ ଟପ୍ପର ଟିନା ଡାବି। ନିକଟରେ ନିଜ ଇନଷ୍ଟାଗ୍ରାମ...

କାହିଁକି ଚାଲିଗଲା ଗୋଟିଏ ପରିବାରର ୧୧ ଜଣଙ୍କ ଜୀବନ? ପଢ଼ନ୍ତୁ ରେଜିଷ୍ଟରର ପ୍ରତିଟି ପୃଷ୍ଠା

ଓଡ଼ିଶାଲାଇଭ୍‌ ବ୍ୟୁରୋ ଉତ୍ତର ଦିଲ୍ଲୀର ବୁରାରି ସନ୍ଥ ନଗର ଅଞ୍ଚଳରେ ଗୋଟିଏ ଘର ଭିତରୁ ପରିବାରର ୧୧ ଜଣଙ୍କ ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦିଲ୍ଲୀ ବୁାରାରିର ଗୋଟିଏ ଘର ୧୧ ଜଣଙ୍କ...

ଅଭିନେତା ରାଜ ବବରଙ୍କ ବିଷୟରେ କିଛି ଅଜଣା କଥା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ରାଜ ବବର ବଲିଉଡର ଆଗଧାଡ଼ିର ନାୟକମାନଙ୍କ ଭିତରୁ ଜଣେ। ତାଙ୍କ ବିଷୟରେ କିଛି ଅଜଣା କଥା ବିଷୟରେ ଆସନ୍ତୁ ଜାଣିବା… ଲୋକପ୍ରିୟ ଅଭିନେତା ରାଜ ବବର ୧୯୭୨ରୁ ୧୯୭୫ ଯାଏଁ ନାସନାଲ୍...

ଗରିବ ଓଡ଼ିଶା କଥା ଶୁଣୁ ନାହାନ୍ତି ମୋଦି: ନରସିଂହ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନଭରି ବର୍ଷିଛନ୍ତି। "ଗରିବ ଓଡ଼ିଶା କଥା ବୁଝିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖରେ ସମୟ ନାହିଁ। ମୋଦି...

ମହାନଦୀ ଅବବାହିକାରେ ଲାଗିବ ୨କୋଟି ଗଛ: ମୁଖ୍ୟମନ୍ତ୍ରୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ [youtube https://www.youtube.com/watch?v=sPjnyBjuR-Y] ୬୯ତମ ରାଜ୍ୟସ୍ତରୀୟ ବନହୋତ୍ସବ ପାତ୍ରପଡ଼ା-ଭଗବାନପୁର ହାଇସ୍କୁଲ ପରିସରରେ ଅନୁଷ୍ଠିତ ମହାନଦୀର ଅବବାହିକାରେ ଦୁଇ କୋଟି ଗଛ ଲଗାଯିବ:ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଜଙ୍ଗଲ ବଢ଼ିଛି: ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ...