ବଲିଉଡ ଫିଲ୍ମ ଷ୍ଟାଇଲରେ ହୋଇଥିଲା ମେଜର ପତ୍ନୀଙ୍କୁ ହତ୍ୟା: ସାମ୍ନାକୁ ଆସିଲା ହତ୍ୟାର ବ୍ଲୁ-ପ୍ରିଣ୍ଟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜଧାନୀ ଦିଲ୍ଲୀରେ ଦିନ ଦ୍ୱିପ୍ରହରରେ ଜଣେ ମେଜରଙ୍କ ପତ୍ନୀଙ୍କୁ ହତ୍ୟା କରିବା ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଭାରତୀୟ ସେନାର ଜଣେ ମେଜରଙ୍କ ପତ୍ନୀଙ୍କୁ ଆଉ ଜଣେ ମେଜର ଦିଲ୍ଲୀ କ୍ୟାଣ୍ଟନମେଣ୍ଟ...

ଅସରାଏ ବର୍ଷାରେ କୋଣାର୍କ ଉବୁଟୁବୁ: ଆଣ୍ଠୁଏ ପାଣିରେ ବୁଲୁଛନ୍ତି ପର୍ଯ୍ୟଟକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅସରାଏ ବର୍ଷାରେ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଉବୁଟୁବୁ ହୋଇଛି। ମୌସୁମୀ ବର୍ଷାରେ ଆଜି ଭିଜୁଛି ସାରା ଓଡ଼ିଶା। ଡହ ଡହ ଖରାରୁ ଆଶ୍ୱସ୍ତ ହୋଇଛନ୍ତି ଲୋକେ। ହେଲେ ବିଶ୍ୱ ପ୍ରସିଦ୍ଧ କୋଣାର୍କ...

ରାଜସ୍ଥାନରେ ଗୋସେବା ପାଇଁ ମଦ ଉପରେ ଟିକସ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଏଣିକି ରାଜସ୍ଥାନରେ ମଦବିକ୍ରିରୁ ୨୦ ପ୍ରତିଶତ ଗୋସେବା ଟିକସ ଆଦାୟ ହେବ। ଆସନ୍ତା ମାସ ୨୩ ତାରିଖରୁ ରାଜ୍ୟର ସମସ୍ତ ପଞ୍ଜୀକୃତ ବିକ୍ରେତାମାନଙ୍କୁ ଏହି ସରଚାର୍ଜ୍‌ ଦେବାକୁ ପଡ଼ିବ। ରାଜସ୍ଥାନରେ ଏଣିକି ମଦବିକ୍ରିରୁ...

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ: ତଦନ୍ତ ଆରମ୍ଭ କଲେ ଜଷ୍ଟିସ ରଘୁବୀର ଦାଶ କମିଶନ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଚାବି ହଜିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଜଷ୍ଟିସ ରଘୁବୀର ଦାଶ କମିଶନ ଆଜିଠାରୁ ତଦନ୍ତ ଆରମ୍ଭ କରିଛନ୍ତି। କଟକ ସ୍ପେଶାଲ ସର୍କିଟ ହାଉସସ୍ଥିତ ତଦନ୍ତ କମିଶନଙ୍କ...

ଦେଶରେ ପ୍ରତି ମିନିଟରେ ଦାରିଦ୍ର୍ୟରୁ ମୁକ୍ତି ପାଉଛନ୍ତି ୪୪ ଜଣ

ଓଡ଼ିଶାଲାଇଭ୍‍ ବ୍ୟୁରୋ ଏକ ରିପୋର୍ଟ ଅନୁଯାୟୀ ଭାରତରେ ଦାରିଦ୍ର୍ୟ ହାର କମିବାରେ ଲାଗିଛି ଏବଂ ୨୦୩୦ ସୁଦ୍ଧା ଦେଶ ସଂପୂର୍ଣ୍ଣ ଦାରିଦ୍ର୍ୟମୁକ୍ତ ହେବ ବୋଲି ଆକଳନ କରାଯାଉଛି। ଦାରିଦ୍ର୍ୟ ଦୂରୀକରଣ କ୍ଷେତ୍ରରେ ଆଖିଦୃଶିଆ ସଫଳତା ପାଇଛି...

ଓଡ଼ିଶାର ପଲ୍ଲବୀ ଦୁରୁଆ ଭାରତର ପ୍ରଥମ ‘ଟ୍ରାଇବାଲ କୁଇନ’

ଓଡ଼ିଶାଲାଇଭ୍‍ ବ୍ୟୁରୋ ଟ୍ରାଇବାଲ କୁଇନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି କୋରାପୁଟର ପଲ୍ଲବୀ ଦୁରୁଆ। ସର୍ବଭାରତୀୟ ସ୍ତରରେ ପୁଣି ଓଡ଼ିଆଙ୍କ କମାଲ। ପଲ୍ଲବୀ ଦୁରୁଆ ନାମକ ଜଣେ ଆଦିବାସୀ ଝିଅ ସମଗ୍ର ଦେଶରେ ଟ୍ରାଇବାଲ କୁଇନ ପ୍ରତିଯୋଗିତାରେ ପ୍ରଥମ...

ମହିଳାଙ୍କ ପାଇଁ ଖୁସି ଖବର: ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାଙ୍କୁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହିଳାଙ୍କ ପାଇଁ ଖୁସି ଖବର ଆଣିଛନ୍ତି ରାଜ୍ୟ ସରକାର। ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ସୁଖୋଇ-୩୦ଏମକେଆଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ଦୁଇ ପାଇଲଟ ସୁରକ୍ଷିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ମହାରାଷ୍ଟ୍ରର ନାସିକଠାରେ ବୁଧବାର ପୂର୍ବାହ୍ନରେ ସୁଖୋଇ-୩୦ଏମକେଆଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୁଖୋଇ-୩୦ଏମକେଆଇ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ପାଇଟଲ ବିମାନଟି ମହାରାଷ୍ଟ୍ରର ନାସିକଠାରେ ବୁଧବାର ପୂର୍ବାହ୍ନରେ ହାଲ ଅଧିନରେ ଏହି...

ଲଣ୍ଡନର ପ୍ରସିଦ୍ଧ ମ୍ୟୁଜିୟମରେ ଝଟକିବ ବାବା ରାମଦେବଙ୍କ ମହମ ମୂର୍ତ୍ତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଯୋଗଗୁରୁ ତଥା ପତଞ୍ଜଳୀ କମ୍ପାନି ମାଲିକ ବାବା ରାମଦେବଙ୍କ ମୂର୍ତ୍ତି ଲଣ୍ଡନର ପ୍ରସିଦ୍ଧ ମେଡାମ୍‍ ତୁସାଦ୍‍ ସଂଗ୍ରହାଳୟ ସ୍ଥାନ ପାଇବ। ହଲିଉଡ, ବଲିଉଡ, ରାଜନୈତିକ ବ୍ୟକ୍ତି ମାନଙ୍କ ମଧ୍ୟରେ ପ୍ରଥମେ ଏକ ଯୋଗଗୁରୁର...

ଅପରାଧୀମାନେ ବଦମାସ ନା ରୋଗୀ?

ଡକ୍ଟର ଗୀତା ଦାସ ଆଜିକାଲି ଅପରାଧୀଙ୍କୁ ଡାକ୍ତରୀ ପରୀକ୍ଷା କରି ଦେଖାଯାଉଛି ଯେ, ସେମାନଙ୍କ ମଧ୍ୟରୁ କେତେକଙ୍କଠାରେ ଶାରୀରିକ ଓ ମାନସିକ ତ୍ରୁଟି ରହିଛି। ଆଇନର ଦୃଷ୍ଟିକୋଣରୁ ଦେଖିଲେ ଅପରାଧୀ ବ୍ୟକ୍ତିଙ୍କୁ ବଦମାସ ବୋଲି କୁହାଯିବ।...