ବିଶ୍ୱ ହିନ୍ଦୁ ପରିଷଦର ଦାବି: ରାମ ମନ୍ଦିର ପାଖରେ ମସଜିଦ ରହିବ ନାହିଁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣକୁ ନେଇ ଜୋର୍ ଧରିଛି ରାଜନୀତି। ବିଜେପି ନେତା ୨୦୧୯ ପୂର୍ବରୁ ରାମ ମନ୍ଦିର ନିର୍ମାଣ ହେବା ନିଶ୍ଚିତ ବୋଲି କହିଥିବା ବେଳେ ବିଶ୍ୱ ହିନ୍ଦୁ ପରିଷଦ...

ଆସୁଛି ଇ-ନେତ୍ର ଆପ୍, ପୋଲିସ ସାଜିବେ ଭୋଟର

ଓଡ଼ିଶାଲାଇଭ୍ ବ୍ୟୁରୋ ଭାରତର ନିର୍ବାଚନ କମିଶନ ଏବେ ଏକ ବଡ଼ କାମରେ ଲାଗିଛନ୍ତି। କାମଟି ହେଉଛି ଗୋଟିଏ ଆପ୍ଲିକେସନ ବା ଆପ୍‌ର ପ୍ରସ୍ତୁତି। ଏହା ଭୋଟରଙ୍କୁ ପୋଲିସର କ୍ଷମତା ଦେବ। ନିର୍ବାଚନରେ ଦୁର୍ନୀତି ରୋକିବା ପାଇଁ...

ବିଜେପି ନେତାଙ୍କ ବଡ଼ ବୟାନ: ଅଯୋଧ୍ୟାରେ ଅଚାନକ ନିର୍ମାଣ ହେବ ରାମ ମନ୍ଦିର

ଓଡ଼ିଶାଲାଇଭ୍ ବ୍ୟୁରୋ ଅଯୋଧ୍ୟାରେ ୨୦୧୯ ପୂର୍ବରୁ ନିର୍ମାଣ ହେବ ରାମ ମନ୍ଦିର। ଏନେଇ ବିଜେପି ନେତା ଦେଇଛନ୍ତି ବଡ଼ ବୟାନ। ୨୦୧୯ ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ନିର୍ମାଣ ହେବ ରାମ ମନ୍ଦିର। ବାବ୍ରି ମସଜିଦ୍ ଯେମିତି...

ଓଡ଼ିଶାରେ ଆରମ୍ଭ ହେବ ସି-ପ୍ଲେନ ସେବା: ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲା ସ୍ପାଇସ୍ ଜେଟ୍ କମ୍ପାନି

ଓଡ଼ିଶାଲାଇଭ୍ ବ୍ୟୁରୋ ଓଡ଼ିଶାରେ ସି-ପ୍ଲେନ ଚଳାଚଳ କରିବା ପାଇଁ ସ୍ପାଇସ୍ ଜେଟ୍ କମ୍ପାନି ଓଡ଼ିଶା ସରକାରଙ୍କୁ ପ୍ରସ୍ତାବ ଦେଇଛି। ଓଡ଼ିଶାର ୩ଟି ରୁଟ୍‌ରେ ସି-ପ୍ଲେନ ସେବା ଆରମ୍ଭ କରିବ ସ୍ପାଇସ୍ ଜେଟ୍। ଏନେଇ ସ୍ପାଇସ୍ ଜେଟ୍...

କଟକ ବଡ଼ ମେଡିକାଲରେ ଡେଙ୍ଗୁ ରୋଗୀଙ୍କ ଜୀବନ ଗଲା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ବର୍ଷ ପ୍ରଥମ ଡେଙ୍ଗୁ ରୋଗୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ତୈଲୋକ୍ୟ ବାରିକ। ତାଙ୍କ ଘର କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅନ୍ତର୍ଗତ ଡିମିରିଆରେ। ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ...

ସୋସିଆଲ ମିଡିଆରେ ତୀର ମାରିଲେ ନିରଞ୍ଜନ: ରତ୍ନଭଣ୍ଡାର ଅଡିଟ କାହିଁକି କରୁ ନାହାନ୍ତି ମୁଖ୍ୟମନ୍ତ୍ରୀ?

ଓଡ଼ିଶାଲାଇଭ୍ ବ୍ୟୁରୋ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରତ୍ନଭଣ୍ଡାର ଚାବି ପ୍ରସଙ୍ଗକୁ ପୁଣି ଉଠାଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି। ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଥମି ଯାଇଥିବା ବେଳେ ଆଜି ଏହାକୁ ଉଖାରିଛନ୍ତି ପିସିସି...

ମୋଦିଙ୍କ ହାତ ଛାଡ଼ିଦେବେ କି ନୀତିଶ? ୫ଟି ପ୍ରସଙ୍ଗକୁ ନେଇ ବିଜେପି-ଜେଡିୟୁ ମଧ୍ୟରେ କଥା କଟାକଟି

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ଲୋକସଭା ନିର୍ବାଚନ ପୂର୍ବରୁ ବିଜେପି-ଜେଡିୟୁ ମେଣ୍ଟରେ ଫାଟ! ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ସମରସଜ୍ଜା ଆରମ୍ଭ ହୋଇଛି। ବିଜେପିକୁ ଟକ୍କର ଦେବା କଂଗ୍ରେସ ମହାମେଣ୍ଟ କରିବା ପାଇଁ...

ରଥଯାତ୍ରା ପାଇଁ ତୃତୀୟ ସମନ୍ୱୟ କମିଟି ବୈଠକ: ରଥ ଦଉଡ଼ି ପାଇଁ ଟଣାଓଟରା

ଓଡ଼ିଶାଲାଇଭ୍ ବ୍ୟୁରୋ ରଥ ପାଇଁ ଦଉଡ଼ି ଚିନ୍ତା କତା ନିଗମ କର୍ମଚାରୀଙ୍କ ଆନ୍ଦୋଳନ ବିଭିନ୍ନ ଦାବି ନେଇ ଆନ୍ଦୋଳନ ସମନ୍ୱୟ କମିଟି ବୈଠକରେ ଆଲୋଚନା ଶ୍ରୀମନ୍ଦିର ପ୍ରଶାସନ ପାଖରେ ଦଉଡ଼ି ମହଜୁଦ ଅଛି:...

ସ୍ମରଣୀୟ କଥା-ପୁରୁଷ: କହ୍ନେଇ

କୃଷ୍ଣ କୁମାର ମହାନ୍ତି ଫୁର୍‌ଫୁର୍‌ ପବନରୁ ଧରି ଆଣି ବିସ୍ମୟମାନଙ୍କୁ ପ୍ରଜାପତି ବନେଇ ଠୋ ଠୋ ହସୁଥିବା କହ୍ନେଇ ବେଫିକର୍, ବେଧଡ଼କ, ବେସାଲିସ୍ ଓ ବିନ୍ଦାସ୍ ଜୀବନ ଜିଉଁଥିବା ଜଣେ ଅଦ୍ଭୁତ ଶବ୍ଦ-ସ୍ଥପତି। ନାହିଁ...

ଅମିତ ଶାହଙ୍କ ଗସ୍ତକୁ ବିରୋଧ କରିବ ଯୁବ କଂଗ୍ରେସ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଅମିତ ଶାହଙ୍କ ଓଡ଼ିଶା ଗସ୍ତକୁ ବିରୋଧ କରିବା ପାଇଁ ପ୍ରସ୍ତୁତ ହେଉଛି ଯୁବ କଂଗ୍ରେସ। ଜୁଲାଇ ପହିଲାରେ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ। ଏଥିପାଇଁ ବିଜେପି...