୨୦୧୯ ନିର୍ବାଚନ ପାଇଁ ଆଗୁଆ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ: ଅଗଷ୍ଟ ସୁଦ୍ଧା ୫୦ ବିଧାୟକ ପ୍ରାର୍ଥୀଙ୍କ ନାଁ...
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଆଗୁଆ ପ୍ରାର୍ଥୀ ଘୋଷଣା କରିବାକୁ ସଜବାଜ ହେଉଛି। ଆସନ୍ତା ଅଗଷ୍ଟ ଶେଷ ସପ୍ତାହରେ ୫୦ରୁ ଅଧିକ ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ ବୋଲି ଶନିବାରଦିନ...
ଚିଲିକାରେ ଡଙ୍ଗା ଯାତ୍ରୀଙ୍କ ପାଇଁ ଆସିଲା ନୂଆ ନିୟମ: ଖିଲାପ କଲେ ହେବ କାର୍ଯ୍ୟାନୁଷ୍ଠାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ଚିଲିକାରେ ଡଙ୍ଗାବୁଡ଼ିରେ ୬ଜଣଙ୍କ ଜୀବନ ଗଲାପରେ ସରକାରଙ୍କ ମୁଣ୍ଡରେ ବୁଦ୍ଧି ପଶିଲା। ଡଙ୍ଗାରେ ଯାତ୍ରୀଙ୍କ ସୁରକ୍ଷା ନେଇ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ସରକାର।
ଏଣିକି ଚିଲିକାକୁ ଡଙ୍ଗାରେ ଗଲେ ଲାଇଫ ଜ୍ୟାକେଟ...
ଜନ୍ମ-ମୃତ୍ୟୁ ପଞ୍ଜୀକରଣ ପାଇଁ ମୋବାଇଲ ଆପ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିଦିନ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇଁ ଅସମ୍ଭବ ଭିଡ଼ ଲାଗି ରହୁଥିବାରୁ ବିଏମସି କର୍ତ୍ତୃପକ୍ଷ ଏହାକୁ ଅନଲାଇନ କରିବା ପାଇଁ ଏକ ମୋବାଇଲ ଆପ୍ ପ୍ରସ୍ତୁତ କରୁଛନ୍ତି।
ଏଣିକି ଜନ୍ମ ଓ...
ଓଡ଼ିଆ ସିନେମା ‘କିଏ କାହାର’କୁ ୫୦ବର୍ଷ ପୂରିଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ 'କିଏ କାହାର' ଏକ ମାଇଲଖୁଣ୍ଟ। ୧୯୬୮ ମସିହାରେ ମାତ୍ର ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା। ଗୋଟିଏ ହେଉଛି 'କିଏ କାହାର' ଓ ଅନ୍ୟଟି 'ସ୍ତ୍ରୀ'। ଜୁନ୍...
ଫ୍ୟାସନ୍ ବଜାରର ନୂଆ ଟ୍ରେଣ୍ଡ୍ ‘ମୋଦି ଗାମୁଛା’
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୪ରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଯୁବପିଢ଼ିଙ୍କ ମଧ୍ୟରେ ମୋଦିଙ୍କ କୁର୍ତ୍ତା ଓ ଜ୍ୟାକେଟର ଲୋକପ୍ରିୟତା ବୃଦ୍ଧି ପାଇଥିଲା। ଏବେ ‘ମୋଦି ଗାମୁଛା’ ବଜାରରେ ନୂଆ ଟ୍ରେଣ୍ଡ୍ ଭାବେ ଉଭା...
ବିଜେପି-ବିଜେଡି ‘ରାଜ-ପତ୍ର’ ଯୁଦ୍ଧ, ତମ ହକିକୁ ଆମ ବନ୍ଦେ…
ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ଶାସକ ବିଜେଡି ଓ ବିଜେପି ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ବିବାଦ ଥମିବା ନାଁ ଧରୁନାହିଁ। ତୁମେ ଡାଳେ ଡାଳେ ଗଲେ ଆମେ ପତ୍ରେ ପତ୍ରେ ଯିବୁ ନ୍ୟାୟରେ ଦୁଇ ଦଳ...
ଚିଲିକା ଡଙ୍ଗାବୁଡ଼ିରେ ଜୀବନହାନି ପାଇଁ ‘ପବନ’ ନୁହେଁ, ‘ପ୍ରଶାସନ’ ହିଁ ଦାୟୀ
ନୀଳାମ୍ବର ରଥ
[youtube https://www.youtube.com/watch?v=fjicbURDnoU]
ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ଆଖି ବୁଜିଦେବା କେବଳ ଅବହେଳା ନୁହେଁ, ବରଂ ଏକ ଗୁରୁତର ଅପରାଧ – ଏକଥା ଭୁଲିଗଲେ ଚଳିବ ନାହିଁ!
ନିକଟରେ ଚିଲିକାରେ ହୋଇଥିବା ଡଙ୍ଗାବୁଡ଼ି ଘଟଣାରେ ସରକାର...
ପୁରୀ ଗୋବର୍ଦ୍ଧନ ପୀଠ ବିମଳା ମନ୍ଦିରରୁ ଲୁଟ୍: ମା’ଙ୍କ ଟଙ୍କା ହୁଣ୍ଡି ସହ ସୁନା ରୂପା ଅଳଙ୍କାର ଗାଏବ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଗୋବର୍ଦ୍ଧନ ପୀଠର ବିମଳା ମନ୍ଦିରରୁ ଲୁଟ୍। ଶୁକ୍ରବାରଦିନ ରାତିରେ ଦୁର୍ବୃତ୍ତମାନେ ବିମଳା ମନ୍ଦିରର ତାଲା ଭାଙ୍ଗି ହୁଣ୍ଡି ଲୁଟ୍ କରିଛନ୍ତି।
ଗୋବର୍ଦ୍ଧନ ପୀଠରେ ଥିବା ମା ବିମଳା ମନ୍ଦିରରୁ ଲୁଟ୍ ହୋଇଥିବା...
ଦାତି ମହାରାଜ ବିବାହିତ ନା ଅବିବାହିତ? ନିଜେ କାନ୍ଦି କାନ୍ଦି କହିଲେ
ଓଡ଼ିଶାଲାଇଭ୍ ବ୍ୟୁରୋ
ବଳାତ୍କାର କେସ୍ରେ ଫସିଥିବା ଦାତି ମହାରାଜ ନିଜ ବୈବାହିକ ଜୀବନ ବିଷୟରେ ଖୋଲି କହିଛନ୍ତି।
ବଳାତ୍କାର ମାମଲାରେ ଆତ୍ମଘୋଷିତ ବାବା ଦାତି ମହାରାଜଙ୍କୁ ଶୁକ୍ରବାରଦିନ କ୍ରାଇମବ୍ରାଞ୍ଚ ଦ୍ୱିତୀୟ ଥର ଲାଗି ପଚରାଉଚରା କରିଛି।
ଜେରା...
ମା’ ସାଜିଲା ହତ୍ୟାକରୀ: ପ୍ରସବପରେ ନବଜାତ ଶିଶୁକୁ ଅଳିଆଗଦାରେ ପୋତିଦେଲା
ଓଡ଼ିଶାଲାଇଭ୍ ବ୍ୟୁରୋ
ମୟୂରଭଞ୍ଜ ଜିଲ୍ଲା ଉଦଳା ଢିପାସାହି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପ୍ରସବପରେ ନବଜାତ ଶିଶୁକୁ ଅଳିଆଗଦାରେ ପୋତିଦେଇଛି ମା’।
ମା’ ସାଜିଲା ସଇତାନ। ୯ମାସ ଧରି ଯେଉଁ ଶିଶୁଟିକୁ ନିଜ ଗର୍ଭରେ...





















