କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ହେଲେ ଏଚ ଡି କୁମାରସ୍ୱାମୀ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଏଚ୍‌ ଡି କୁମାରସ୍ୱାମୀ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଜ୍ୟପାଳ ବାଜୁଭାଇ ବାଲା ପଦ ଓ ଗୋପନୀୟତାର କୁମାରସ୍ୱାମୀଙ୍କୁ ଶପଥପାଠ କରାଇଛନ୍ତି। ଏହାସହ ଉପ-ମୁଖ୍ୟମନ୍ତ୍ରୀ ଭାବେ କଂଗ୍ରେସର ଜି ପରମେଶ୍ୱର...

ଆଜିର ବଡ଼ ଖବର(ମେ ୨୩, ୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍‌ର ‘ଆଜିର ବଡ଼ ଖବର’। ଜୁନ ୨୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଜି ଘୋଷଣା ହୋଇଛି ତାରିଖ। ଜୁନ୍ ୨୨ରୁ ପରୀକ୍ଷା ଆରମ୍ଭ ହୋଇ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ।...

ଆଜି ଶପଥ ନେବେ କୁମାରସ୍ୱାମୀ: ବେଙ୍ଗଳୁରୁରେ ପହଞ୍ଚିଲେଣି ବହୁ ବିଜେପି ବିରୋଧୀ ଦଳର ନେତା

ଓଡ଼ିଶାଲାଇଭ୍‌ ବ୍ୟୁରୋ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେବେ ଜେଡିଏସ୍ ବିଧାୟକ ଦଳ ନେତା ଏଚଡି କୁମାରସ୍ୱାମୀ। ତାଙ୍କ ସହ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତି ଜି ପରମେଶ୍ୱର ଉପ-ମୁଖ୍ୟମନ୍ତ୍ରୀ...

କୁମାରସ୍ୱାମୀଙ୍କ ଭାଗ୍ୟଶାଳୀ ପତ୍ନୀ ରାଧିକା: ଗୁଗୁଲ ସର୍ଚ୍ଚରେ ସ୍ୱାମୀଙ୍କୁ ଟପିଲେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଗୁଗୁଲ ଟ୍ରେଣ୍ଡ୍‍ ଅନୁସାରେ ଲୋକେ ଜେଡିଏସ୍‍ ନେତା ଏଚଡି କୁମାରସ୍ୱାମୀଙ୍କ ଅପେକ୍ଷା ତାଙ୍କ ଦ୍ୱିତୀୟ ପତ୍ନୀ ରାଧିକା କୁମାରସ୍ୱାମୀଙ୍କୁ ଅଧିକ ସର୍ଚ୍ଚ କରୁଛନ୍ତି। କର୍ଣ୍ଣାଟକର ନୂତନ ମୁଖ୍ୟମନ୍ତ୍ରୀ ଜେଡିଏସ୍‍ ନେତା ଏଚଡି କୁମାରସ୍ୱାମୀ...

ଘଡ଼ଘଡି-ବର୍ଷା ଯୋଗୁଁ ଟ୍ରେନ୍ ଯାତ୍ରା ବାଧାପ୍ରାପ୍ତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ପବନ ଓ ଘଡ଼ଘଡ଼ି ଲାଗି ରହିବା ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବୁଧବାର ସକାଳୁ କାଳବୈଶାଖୀ ବର୍ଷା ପ୍ରାୟ ୨-୩ ଘଣ୍ଟା ଧରି...

ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର: ବିମାନ ବାତିଲ ହେଲେ କ୍ଷତିପୂରଣ ସହ ମିଳିବ ଅନେକ ସୁବିଧା

ଓଡ଼ିଶାଲାଇଭ୍‌ ବ୍ୟୁରୋ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜୟନ୍ତ ସିହ୍ନା ବିମାନ ଯାତ୍ରୀଙ୍କ ପାଇଁ ବିଶେଷ ସୁବିଧା ଘୋଷଣା କରିଛନ୍ତି। ବିମାନ କମ୍ପାନି ଯାତ୍ରୀଙ୍କ ଟିକେଟ ଉପରେ ମନଇଚ୍ଛା ଚାର୍ଜ ଲଗାଉଥିବା ଉପରେ ଅଙ୍କୁଶ ଲଗାଇଛନ୍ତି କେନ୍ଦ୍ର...

ଏଲିମିନେଟରରେ ଆଜି ରାଜସ୍ଥାନ-କୋଲକାତା ମୁକାବିଲା: ହାରିଲେ ଟୁର୍ଣ୍ଣାମେଣ୍ଟରୁ ବିଦା

ଓଡ଼ିଶାଲାଇଭ୍ ବ୍ୟୁରୋ ଚଳିତ ଆଇପିଏଲ୍‌ ଲିଗ୍‌ ପର୍ଯ୍ୟାୟ ପଏଣ୍ଟ୍‌ ତାଲିକାର ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ରହିଥିବା କୋଲକାତା ନାଇଟ୍‌ ରାଇଡର୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଆଜି ଏଲିମିନେଟର ମ୍ୟାଚ୍‌ ଖେଳାଯିବ। ବହୁ କଷ୍ଟରେ...

ପରଦାରେ ଏକାଠି ସ୍କ୍ରିନ୍ ସେୟାର କରିଛନ୍ତି ଏହି ପିତା-ପୁତ୍ର ଯୋଡ଼ି

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଲିଉଡରେ ଏମିତି ଅନେକ ପିତା-ପୁତ୍ର ଯୋଡ଼ି ଅଛନ୍ତି, ଯେଉଁମାନେ ଅନେକ ସମୟରେ ଚର୍ଚ୍ଚାରେ ରହିଛନ୍ତି। ଏଠି କାହାର ପିତା ନିର୍ଦ୍ଦେଶକ ଓ ପୁଣି ଅଭିନେତା, ତ ପୁଣି କାହାର ପିତା ସଙ୍ଗୀତକାର...

ଆଖି ତଳ କଳାଦାଗ ଦୂର କରେ ଗୋଲାପ ଜଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସୌନ୍ଦର୍ଯ୍ୟର ବାହକ ଏବଂ ସୁଗନ୍ଧିତ ବାସ୍ନା ବ୍ୟତୀତ ଗୋଲାପ ଫୁଲରେ ଅନେକ ସ୍ୱାସ୍ଥ୍ୟ ଉପଯୋଗୀ ଗୁଣ ଭରପୁର୍ ରହିଛି। ଗୋଲାପ ଫୁଲ ଦ୍ୱାରା ଶରୀରର ଅନେକ ରୋଗରୁ ଆରୋଗ୍ୟ ପାଇ ହେବ।...

ବବି ଫିଲ୍ମର ‘ହମ ତୁମ୍ ଏକ କମରେ ମେଁ ବନ୍ଦ ହୋ…’ ଗୀତ ପଛର କାହାଣୀ ଜାଣନ୍ତି କି?

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ଗୋଟିଏ ନିର୍ମାଣଧୀନ ଘରକୁ ଦେଖି ଚମତ୍କାର ରୋମାଣ୍ଟିକ୍ ଗୀତଟିଏ ଲେଖିଥିଲେ ବଲିଉଡର ସୁପ୍ରସିଦ୍ଧ ଗୀତିକାର ଆନନ୍ଦ ବକ୍ସି। ଏବେ ଆସନ୍ତୁ ମନେପକାଇବା ସେହି ୪୨ ବର୍ଷ ତଳର ଲୋକପ୍ରିୟ ରୋମାଣ୍ଟିକ୍ ଗୀତ...