୫ଜଣଙ୍କ ସହ ଆଫେଆର କିନ୍ତୁ ଏବେ ବି ସିଙ୍ଗଲ ଅଛନ୍ତି ପୂଜା ବେଦୀ

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ ହଟ୍ ଆଣ୍ଡ ବୋଲଡ୍ ପୂଜା ବେଦୀ ନିଜର ଆଫେଆର୍ ପାଇଁ ସର୍ବଦା ଚର୍ଚ୍ଚାରେ ରହି ଆସିଛନ୍ତି। ସେ ଜଣଙ୍କୁ ନୁହେଁ, ବରଂ ପାଞ୍ଚଜଣଙ୍କ ସହ ଡେଟ୍ କରୁଥିଲେ, କିନ୍ତୁ ଏବେ...

ଶ୍ରୀମନ୍ଦିର ଭିତରକାଠ ନିକଟରେ ଲାଗିବ ସିସିଟିଭି, ସେବାୟତ-ଭକ୍ତଙ୍କ ଉପରେ ରଖିବ ନଜର

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିରରେ ସେବାୟତ ଏବଂ ଭକ୍ତଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ପାଇଁ ଭିତରକାଠ ନିକଟରେ ଲାଗିବ ସିସିଟିଭି। ପୁରୀ ଶ୍ରୀମନ୍ଦିରର ଭିତରକାଠ ନିକଟରେ ଲାଗିବ ସିସିଟିଭି। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନଙ୍କୁ ସେବାୟତମାନେ ଦୁର୍ବ୍ୟବହାର ପ୍ରଦର୍ଶନ...

ପଟ୍ଟନାୟକ ବ୍ରଦର୍ସଙ୍କୁ ତୀର ମାରିଲେ ଜୁଏଲ: କହିଲେ, “ବିଜେଡି-କଂଗ୍ରେସ ଭିତରେ ସମନ୍ୱୟ ରଖୁଛନ୍ତି ସୌମ୍ୟ”

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଜେଡି-କଂଗ୍ରେସ ଭିତରେ ଭିତିରି ବୁଝାମଣା ରହିଥିବା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିବା ପରେ ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ। ଦୀର୍ଘ ଦିନର ନୀରବତା ପରେ ମୁହଁ ଖୋଲିଛନ୍ତି କେନ୍ଦମ୍ରନ୍ତ୍ରୀ ଜୁଏଲ ଓରାମ।...

ଉଚ୍ଚଶିକ୍ଷା କ୍ଷେତ୍ରରେ ଓଡ଼ିଶାରେ ବହୁ ସଂସ୍କାର ଅଣାଯାଇପାରିବ: ରାଜ୍ୟପାଳ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭୁବନେଶ୍ୱରରେ କୁଳପତି ସମ୍ମିଳନୀ କୁଳାଧିପତିଙ୍କ ଅଧ୍ୟକ୍ଷତାରେ ବୈଠକ ଯୋଗ ଦେଇଛନ୍ତି ୧୭ଟି ବିଶ୍ୱବିଦ୍ୟାଳୟର କୁଳପତି ଆଇଆଇଆଇଟି ଓ ଭିମସାର ନିର୍ଦ୍ଦେଶକଙ୍କ ସହ ୪ ମନ୍ତ୍ରୀ ଉପସ୍ଥିତ ଭୁବନେଶ୍ୱରରେ ବସିଛି କୁଳପତି ସମ୍ମିଳନୀ। ରାଜ୍ୟପାଳ...

ମୃତ୍ୟୁଲେଖ: ବଂଶୀଧର ପଣ୍ଡା (୧୯୩୧-୨୦୧୮)

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠାର ଆଦ୍ୟ ସନ୍ତକ ଥିଲେ ବଂଶୀଧର ପଣ୍ଡା। ଜଣେ ଅଗ୍ରଣୀ ଶିଳ୍ପପତି ଭାବରେ ସେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ଖୋଦ 'ଓଡ଼ିଶା ମାଟି'ର ଶିଳ୍ପପତି ଭାବରେ ସ୍ଵର୍ଗତ ବଂଶୀଧର...

ବିଦେଶ ଯାତ୍ରା କରିବାକୁ ଚାହୁଁଛନ୍ତି କି? ମାତ୍ର ୯୯୯ ଟଙ୍କାରେ ଟିକେଟ୍ ବୁକ୍ କରନ୍ତୁ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଦେଶ ଯାତ୍ରା କରିବାକୁ ଚାହୁଁଥିଲେ ମାତ୍ର ୯୯୯ଟଙ୍କାରେ ଟିକେଟ ବୁକ୍‌ କରନ୍ତୁ। ଏୟାର୍‌ ଏସିଆ ଏୟାରଲାଇନ୍ସ ଦେଉଛି ଏହି ଅଫର୍। ଏୟାର୍‌ ଏସିଆ ଏୟାରଲାଇନ୍ସ ଯାତ୍ରୀଙ୍କ ପାଇଁ ଖୁସି ଖବର। ଆପଣ ଯଦି...

ବିଶିଷ୍ଟ ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ପରଲୋକ

ଓଡ଼ିଶାଲାଇଭ୍‌ ବ୍ୟୁରୋ ବିଶିଷ୍ଟ ଶିଳ୍ପପତି ତଥା ଇମ୍ଫାର ପ୍ରତିଷ୍ଠାତା ବଂଶୀଧର ପଣ୍ଡାଙ୍କ ପରଲୋକ ଘଟିଛି। ଓଡ଼ିଶାର ଶିଳ୍ପ ବିକାଶ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମହାନ ଶିଳ୍ପପତି ବଂଶୀଧର ପଣ୍ଡା ଆଉ ନାହାନ୍ତି। ମଙ୍ଗଳବାରଦିନ...

କ୍ରିକେଟରଙ୍କ ପତ୍ନୀଙ୍କୁ ଚାପୁଡ଼ା ମାରିବା ପଡ଼ିଲା ମହଙ୍ଗା: କନେଷ୍ଟବଳ ଗିରଫ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ୍ ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭା ସୋଲାଙ୍କୀଙ୍କୁ ଜାମନଗରର ଜଣେ ପୁଲିସ କନେଷ୍ଟବଳ ଚାପୁଡ଼ା ମାରି ଗିରଫ ହୋଇଛି। ଭାରତୀୟ କ୍ରିକେଟର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ରୀବା...

ଆଜିଠୁ ଆଇପିଏଲ ପ୍ଲେ-ଅଫ୍ ମ୍ୟାଚ୍: ପ୍ରଥମ ମ୍ୟାଚରେ ହାଇଦ୍ରାବାଦକୁ ଭେଟିବ ଚେନ୍ନାଇ

ଓଡ଼ିଶାଲାଇଭ୍ ବ୍ୟୁରୋ ଆଜିଠୁ ଆରମ୍ଭ ହେଉଛି ଆଇପିଏଲ ପ୍ଲେଅଫ୍ ମ୍ୟାଚ୍‌। ଫାଇନାଲ୍‌କୁ ଯିବା ପାଇଁ ୪ଟି ଟିମ୍‌ ମଧ୍ୟରେ ହେବ ଜୋରଦାର ଲଢ଼େଇ। ଆଇପିଏଲ୍‌ର ୧୧ତମ ସଂସ୍କରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଳିତ ସିଜିନର ପ୍ଲେଅଫ...

ବିବାହ ପରେ ଏହି ଟେଲି ଅଭିନେତ୍ରୀମାନେ ଅଭିନୟ ଛାଡ଼ିଛନ୍ତି

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ ଏମିତି କେତେକ ଟେଲି ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବିବାହ ପାଇଁ ବା ପରିବାର ଲାଗି ଆକ୍ଟିଂ ଛାଡ଼ିଛନ୍ତି। ଆସନ୍ତୁ ନଜର ପକାଇବା, ସେଭଳି କିଛି ଟେଲି ଅଭିନେତ୍ରୀଙ୍କ ଉପରେ- ଆମ୍‌ନା ସରିଫ୍‌ ରାଜୀବ ଖଣ୍ଡେଲୱାଲଙ୍କ ବିପକ୍ଷରେ...