୨୦୧୯ ନିର୍ବାଚନ: ଆଗୁଆ ପ୍ରାର୍ଥୀ ଘୋଷଣା କରିବେ ବିଜେଡି-ବିଜେପି-କଂଗ୍ରେସ!
ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ
ନିର୍ବାଚନର ବହୁ ଆଗରୁ ପ୍ରାର୍ଥୀ ଚୟନ କରିବାକୁ କଂଗ୍ରେସ କହିବା ପରେ ଏବେ ସେହି ରାସ୍ତାରେ ପାଦ ଦେଇଛନ୍ତି ବିଜେଡି ଏବଂ ବିଜେପି।
୨୦୧୯ ବିଧାନସଭା ନିର୍ବାଚନ ଯେତିକି ନିକଟତର ହେଉଛି...
ବିନା ହ୍ୱାଟସଆପ ଆପ୍ରେ ବି ଚାଟ୍ କରିପାରିବେ: ଆସିଲା ନୂଆ ଫିଚର
ଓଡ଼ିଶାଲାଇଭ୍ ବ୍ୟୁରୋ
ହ୍ୱାଟସଆପ ଏକ ନୂଆ ଫିଚର ଲଞ୍ଚ କରିଛି। ଏହି ଫିଚର ବ୍ୟବହାର କରି ହ୍ୱାଟସଆପ ଆପ୍ ନଖୋଲି ମଧ୍ୟ ନିଜ ବନ୍ଧୁଙ୍କୁ ମେସେଜ ପଠାଇ ପାରିବେ।
ବିଶ୍ୱର ଲୋକପ୍ରିୟ ମେସେଜିଂ ଆପ ହ୍ୱାଟସଆପ...
ଇଡିରେ ହାଜର ହେଲେ ପ୍ରଣବ ବଳବନ୍ତରାୟ
ଓଡ଼ିଶାଲାଇଭ୍ ବ୍ୟୁରୋ
ସମସ୍ତ କାଗଜପତ୍ର ସହ ଇଡି ଅଫିସରେ ହାଜର ହୋଇଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ।
ଧଳ ସାମନ୍ତ ବ୍ରଦର୍ସଙ୍କ ସହ ବ୍ୟବସାୟିକ ସମ୍ପର୍କ ରଖିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହୋଇଛନ୍ତି...
ଆଜିର ବଡ଼ ଖବର(ମେ ୭, ୨୦୧୮)
ଓଡ଼ିଶାଲାଇଭ୍ ବ୍ୟୁରୋ
ଓଡ଼ିଶା ସହ ଦେଶ ବିଦେଶର ପ୍ରମୁଖ ଖବର ପଢ଼ିବାକୁ କ୍ଲିକ୍ କରନ୍ତୁ ଓଡ଼ିଶାଲାଇଭ୍ର ‘ଆଜିର ବଡ଼ ଖବର’।
ମାଡ଼ି ଆସୁଛି ଝଡ଼: ଓଡ଼ିଶା ସମେତ ୧୩ ରାଜ୍ୟରେ ବର୍ଷା, ବଢ଼ିବ ପବନର ବେଗ
ଉତ୍ତର...
ଦୀପକ ମିଶ୍ରଙ୍କ ନାଁରେ ମହାଭିଯୋଗ ପ୍ରସ୍ତାବ ଖାରଜ: ସୁପ୍ରିମକୋର୍ଟ ଗଲେ କଂଗ୍ରେସର ଦୁଇ ସାଂସଦ
ଓଡ଼ିଶାଲାଇଭ୍ ବ୍ୟୁରୋ
ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ବିରୋଧରେ ଆସିଥିବା ମହାଭିଯୋଗ ମାମଲା ଥମିବାର ନାଁ ନେଉ ନାହିଁ। ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଦ୍ୱାରା ମହାଭିଯୋଗ ମାମଲା ଖାରଜ ହେବା ବିରୋଧରେ...
ପାର୍ସଲ ବୋମା ବିସ୍ଫୋରଣ: ରିମାଣ୍ଡ ଶେଷ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲା ପୁଞ୍ଜିଲାଲ
ଓଡ଼ିଶାଲାଇଭ୍ ବ୍ୟୁରୋ
ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ ମେହେରର ସରିଛି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି। ରିମାଣ୍ଡ ଶେଷ ପରେ ତାଙ୍କୁ ୧୪ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।
ବଲାଙ୍ଗୀର ଜିଲ୍ଲାର...
‘ହଓ୍ଵା ହଓ୍ଵା’ ଗୀତ ଗାଇ ପୁଣି ଚର୍ଚ୍ଚାରେ ପ୍ରିୟା ପ୍ରକାଶ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୮ ସେକେଣ୍ଡର ଭିଡିଓରେ ସାରା ଦେଶକୁ ପାଗଳ କରିଥିବା ଭାଇରାଲ ଗାର୍ଲ ପ୍ରିୟା ପ୍ରକାଶ ‘ହଓ୍ଵା ହଓ୍ଵା’ ଗୀତ ଗାଇ ପୁଣି ଚର୍ଚ୍ଚାରେ ଅଛନ୍ତି।
ଅଭିନେତ୍ରୀ ପ୍ରିୟା ପ୍ରକାଶ ଭ୍ୟାରିୟର ଏବେ ପୁଣି...
ଆମେ ପ୍ରଥମେ ମଣିଷ
ଛନ୍ଦା ମିଶ୍ର
ଆମେ ଅନ୍ୟକୁ ଯେପରି ବ୍ୟବହାର କରିବା ସେହିପରି ପାଇବା।
ଏ ରାଉତ, ପରିବା ଆଣିଲା ବେଳେ ବାଛି କରି ଆଣିବୁ। ଆରପାଳି ଯେଉଁ ପରିବା ସବୁ ଆଣିଥିଲୁ, ସେଗୁଡିକ ଫ୍ରେସ୍ ନ ଥିଲା।”ମିସେସ୍...
ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶିତ: ୪ ଲକ୍ଷ ୩୮ ହଜାର ୩୪୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ, ଆଗରେ ଛାତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
୨୦୧୮ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶିତ
୫, ୭୫,୦୬୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୪,୩୮, ୩୪୮ ଜଣ ପାସ୍
ଚଳିତବର୍ଷ ପାସ୍ ହାର ୭୬.୨୩ପ୍ରତିଶତ
୧୭୧୫ ଜଣ ଏ ୧
୧୫,...
ସମାଲୋଚନାମୂଳକ ଭାବନା
ଡକ୍ଟର ହରପ୍ରସନ୍ନ ଦାସ
(ଚତୁର୍ଥ ଭାଗ)
କେଉଁ ପ୍ରଣାଳୀରେ ଗଲେ ଆମେ ସମାଲୋଚନାମୂଳକ ଭାବନାରେ ସଫଳତା ପାଇପାରିବା ସେ ସମ୍ପର୍କରେ ଆଲୋଚନା:
ବ୍ୟକ୍ତିଗତ ଜୀବନରେ ଅବା କାର୍ଯ୍ୟ କ୍ଷେତ୍ରରେ ଆମେ ଯେତେବେଳେ କୌଣସି କାମ କରିଥାଉ ତା’...





















