ହସ୍ପିଟାଲ ଗଲେ ଲାଲୁ, ଜେଲ୍‌ରେ ହୋଇଗଲେ ଅସୁସ୍ଥ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ବିର୍ସା ମୁଣ୍ଡା ଜେଲରେ ସଜା କାଟୁଥିବା ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ ହୋଇଛନ୍ତି ଅସୁସ୍ଥ। ଜେଲ୍‌ରେ ଅସୁସ୍ଥ ହୋଇଯାଇଛନ୍ତି ଆରଜେଡି ନେତା ଲାଲୁ...

ଆଇନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ରାଷ୍ଟ୍ରପତି: କହିଲେ, “ଅବହେଳିତଙ୍କ ପାଇଁ ସ୍ୱର ଉତ୍ତୋଳନ କରିବା ଦରକାର”

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜାତି ଉଦ୍ଦେଶ୍ୟରେ ଆନନ୍ଦ ଭବନ ସଂଗ୍ରହାଳୟକୁ ଲୋକାର୍ପଣ କରିବା ପରେ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସରେ ଯୋଗଦେଇ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଦେଇଛନ୍ତି ବିଭିନ୍ନ ପରାମର୍ଶ। "ଆଇନଜୀବୀମାନେ କୋର୍ଟର ଜଣେ ଜଣେ...

ପୁରୀରେ ପହଞ୍ଚିଲେ ରାଷ୍ଟ୍ରପତି, ରବିବାର ସକାଳେ ଶ୍ରୀମନ୍ଦିର ଯିବେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଶ୍ରୀମନ୍ଦିରରେ ୪୫ ମିନିଟ ରହିବେ ରାଷ୍ଟ୍ରପତି ସିଂହଦ୍ୱାରରେ ଗଜପତି ମହାରାଜ କରିବେ ସ୍ୱାଗତ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ୪୦ ପ୍ଲାଟୁନ୍ ଫୋର୍ସ ମୁତୟନ କଟକର ସମସ୍ତ କାର୍ଯ୍ୟକ୍ରମ ଶେଷ କରି...

ଇଂରାଜିରେ ଶ୍ଲୋକ ପଢ଼ି ବାହାଘର କରୁଛନ୍ତି ମହିଳା ପୁରୋହିତ

ଓଡ଼ିଶାଲାଇଭ୍‌ ବ୍ୟୁରୋ ସାଧାରଣତଃ ଆମ ସମାଜରେ ବିବାହ କାର୍ଯ୍ୟ ପାଇଁ ପଣ୍ଡିତ ଡ଼କାଯାଏ। ପୁରୁଷ ପୁରୋହିତ ବିବାହ କାର୍ଯ୍ୟ ସମ୍ପାଦନ କରନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା କି ଜଣେ ମହିଳା ପୁଜାରୀ ବି ବିବାହ...

ଦିନିକିଆ କ୍ରିକେଟରେ ମାଇଲଖୁଣ୍ଟ: ଖେଳାଯାଉଛି ୪୦୦୦ତମ ମ୍ୟାଚ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ଜିମ୍ବାୱେର ରାଜଧାନୀ ହରାରେଠାରେ ଖେଳାଯାଉଛି ବିଶ୍ଵକପ୍ କ୍ଵାଲିଫାୟାର୍ ମୁକାବିଲା। ଏକଦିବସୀୟ କ୍ରିକେଟର ୪୦୦୦ତମ ମ୍ୟାଚ୍ ହଂକଂ ଓ ପାପୁଆ ନ୍ୟୁ ଗିନି ମଧ୍ୟରେ ଖେଳାଯାଉଛି। ହଂକଂ ଓ ପାପୁଆ ନ୍ୟୁ ଗିନି ମଧ୍ୟରେ...

ପ୍ରତିଶୋଧ- ଅହଙ୍କାର ମୁକ୍ତ ଭାରତ ଗଠନ କରିବାକୁ ଆହ୍ୱାନ ଦେଲେ ସୋନିଆ

ଓଡ଼ିଶାଲାଇଭ୍‌ ବ୍ୟୁରୋ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ନୂଆଦିଲ୍ଲୀରେ ବସିଛି କଂଗ୍ରେସର ମହାଅଧିବେଶନ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧି ଏହି ଅବସରରେ ପାର୍ଟି କର୍ମକର୍ତ୍ତାଙ୍କୁ ଗୁରୁ ମନ୍ତ୍ର...

ବିଜୁବାବୁ ଯାହା କରୁଥିଲେ ସବୁ କଳିଙ୍ଗ ନାଁରେ ନାମିତ କରୁଥିଲେ: ରାଷ୍ଟ୍ରପତି

ଓଡ଼ିଶାଲାଇଭ୍‌ ବ୍ୟୁରୋ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି କଟକରେ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ଆନନ୍ଦ ଭବନ ସଂଗ୍ରହାଳୟକୁ ଲୋକାର୍ପିତ କଲେ ଇନଡୋର ଷ୍ଟାଡିୟମରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କଲେ ମହାମହିମ ...

ବଜାରକୁ ଆସିବ ପ୍ଲାଷ୍ଟିକ୍ ୧୦ଟଙ୍କିଆ ନୋଟ୍

ଓଡ଼ିଶାଲାଇଭ୍‌ ବ୍ୟୁରୋ ବଜାରକୁ ଆସିବ ୧୦ ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ। ଏ ନେଇ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇଛି। ଦେଶରେ ୫ଟି ସ୍ଥାନରେ ପ୍ଲାଷ୍ଟିକ ୧୦ ଟଙ୍କିଆ ନୋଟ୍‌ର କ୍ଷେତ୍ର ପରୀକ୍ଷଣ ହେବା ନେଇ...

ଆସୁଛି ରେଞ୍ଜରୋଭର୍ ଲିମିଟେଡ୍ ଏଡିସନ୍ ଏସଭି କୁପେ

ଓଡ଼ିଶାଲାଇଭ୍‌ ବ୍ୟୁରୋ ରେଞ୍ଜରୋଭର୍ ପରିବାରର ଦ୍ରୁତତମ ଗାଡ଼ି ୨-ଡୋର୍, ୪ ସିଟର୍ ଆକର୍ଷଣୀୟ ଏସୟୁଭି ୨୦୧୮ ଶେଷ ସୁଦ୍ଧା ଆସିବ ଏହି ଲିମିଟେଡ୍ ଏଡିସନ୍ ଏସୟୁଭି-ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ବିଶ୍ଵର ଜଣାଶୁଣା...

ଓଡ଼ିଆ ଝିଅ ଅର୍ପିତା ଜିତିଲେ ‘ଲିଟିଲ ମିସ୍‌ ଗାଲାକ୍ସି ଓ୍ଵାର୍ଲଡ୍‌ ୨୦୧୮’ ଟାଇଟଲ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଆ ଝିଅ ଅର୍ପିତା ବେହେରା ‘ଲିଟିଲ ମିସ୍‌ ଗାଲାକ୍ସି ଓ୍ଵାର୍ଲଡ୍‌ ୨୦୧୮’ ବିବେଚିତ ହୋଇଛନ୍ତି। ବିଶ୍ୱର ବହୁ ଦେଶର ପ୍ରତିଯୋଗୀଙ୍କୁ ପଛରେ ପକାଇ ଅର୍ପିତା ୧୨ରୁ ୧୪ ବର୍ଷ ବାଳିକା ବର୍ଗରେ...