ମାର୍ଚ୍ଚ ୬ରୁ ଯୁକ୍ତ ୨ ପରୀକ୍ଷା: ୩,୬୫,୮୨୬ ଛାତ୍ରଛାତ୍ରୀ ଦେବେ ପରୀକ୍ଷା
ଓଡ଼ିଶାଲାଇଭ୍ ବ୍ୟୁରୋ
କଳାରେ ୨, ୩୩,୯୭୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ
ବିଜ୍ଞାନରେ ୯୬,୧୭୫ ଛାତ୍ରଛାତ୍ରୀ
ବାଣିଜ୍ୟରେ ୨୭, ୪୪୭ ଛାତ୍ରଛାତ୍ରୀ
ଧନ୍ଦାମୂଳକ ଶିକ୍ଷାରେ ୮,୨୨୬ ଜଣ ପରୀକ୍ଷାର୍ଥୀ
କପି ରୋକିବା ପାଇଁ ସ୍ପେଶାଲ୍...
୨୫ ବର୍ଷ ପରେ ତ୍ରିପୁରା ଦଖଲ କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ତ୍ରିପୁରାରେ ୨୫ ବର୍ଷର ବାମ ଶାସନର ଅନ୍ତ ଘଟିଛି। ଏହି ରାଜ୍ୟରେ ବିଜେପି ମ୍ୟାଜିକ୍ କାମ କରିଛି। ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ନିର୍ବାଚନରେ ବିଜେପିର ବଡ଼ ବିଜୟ ହୋଇଛି।...
‘ଦୁଲ୍ଲହେ କା ସେହେରା…’ ଗୀତ ୟୁଟ୍ୟୁବରେ ସତ୍ୟଜିତଙ୍କ କଣ୍ଠରେ ଜମୁଛି
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=jje8nsDefAI]
ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସତ୍ୟଜିତ ଜେନାଙ୍କ କମାଲ୍। ସତ୍ୟଜିତ ଗାଇଥିବା ‘ଦୁଲ୍ଲହେ କା ସେହେରା…’ ଗୀତଟି ବେଶ୍ ଲୋକପ୍ରିୟତା ହାସଲ କରିଛି। ଏଯାବତ୍ ପ୍ରାୟ ୧୫ ଲକ୍ଷ (୧୪,୩୭,୬୫୫) ଦର୍ଶକ...
ମନ୍ତ୍ରିମଣ୍ଡଳରେ ଅଦଳବଦଳ: ନବୀନ ଛାଡ଼ିଲେ ଜଳସମ୍ପଦ ଓ ପୂର୍ତ୍ତ ବିଭାଗ
ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି। ମନ୍ତ୍ରିମଣ୍ଡଳରେ ସାମାନ୍ୟ ଅଦଳବଦଳ କରି ମୁଖ୍ୟମନ୍ତ୍ରୀ ନିଜ ଅଧିନରୁ ଜଳସମ୍ପଦ ଓ ପୂର୍ତ୍ତ ବିଭାଗ ପ୍ରତ୍ୟାହାର କରି ନେଇଛନ୍ତି।
ରାଜ୍ୟ ମନ୍ତ୍ରିମଣ୍ଡଳରେ ଶନିବାର...
ଚାନ୍ଦିପୁରର ପ୍ରମୁଖ ଆକର୍ଷଣ: ଭାସମାନ ରାଧାକୃଷ୍ଣ ମନ୍ଦିର
ବାଲେଶ୍ୱରରୁ କୃଷ୍ଣ କୁମାର ମହାନ୍ତି
ବର୍ଷେ ଭିତରେ ଏକ ପ୍ରମୁଖ ଦର୍ଶନୀୟ ସ୍ଥାନର ରୂପ ନେଇଛି ଚାନ୍ଦିପୁରର ଭାସମାନ ରାଧାକୃଷ୍ଣ ମନ୍ଦିର। ପାଣିରେ ଭାସୁଥିବା ଭଳି ପ୍ରତୀୟମାନ ହୁଏ ଏହି ମନ୍ଦିର। ଧଳା ମାର୍ବଲରେ...
୨୪ ଘଣ୍ଟାରେ ୧କୋଟି ଦର୍ଶକ ଦେଖିସାରିଲେଣି ରଜନୀକାନ୍ତଙ୍କ ଫିଲ୍ମ ‘କାଲା’ର ଟିଜର୍
ଓଡ଼ିଶାଲାଇଭ୍ ବ୍ୟୁରୋ
ସାଉଥ୍ ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କାଲା’ର ଟିଜର ରିଲିଜ୍ ହେବାର ମାତ୍ର ୨୪ଘଣ୍ଟା ମଧ୍ୟରେ ୧କୋଟି ଦର୍ଶକ ଦେଖିସାରିଲେଣି।
ସୁପରଷ୍ଟାର ରଜନୀକାନ୍ତଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘କାଲା’ର ଟିଜର ରିଲିଜ୍...
ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ମେଣ୍ଟ, ମେଘାଳୟରେ କଂଗ୍ରେସ!
ଓଡ଼ିଶାଲାଇଭ୍ ବ୍ୟୁରୋ
ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ବିଧାନସଭା ପାଇଁ ମତଗଣନା ଆରମ୍ଭ ହୋଇଯାଇଛି। ତ୍ରିପୁରାରେ ବିଜେପି ପୁର୍ଣ୍ଣ ବହୁମତ ଆଡ଼କୁ ଅଗ୍ରସର ହେଉଥିବାବେଳେ ନାଗାଲାଣ୍ଡ ଓ ମେଘାଳୟରେ ଯଥାକ୍ରମେ ବିଜେପି ମେଣ୍ଟ -ଏନପିଏଫ୍...
ଏସିଆ କୁସ୍ତି ଚାମ୍ପିଅନସିପ୍: ସ୍ଵର୍ଣ୍ଣ ଜିତି ଇତିହାସ ରଚିଲେ ନବଜୋତ୍
ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଥମ ଭାରତୀୟ ମହିଳା ଭାବେ ସିନିୟର୍ ଏସିଆନ୍ ଚାମ୍ପିଅନ୍ସିପ୍ରେ ସ୍ୱର୍ଣ୍ଣପଦକ ଜିଣି ଭାରତୀୟ ମଲ୍ଲଯୋଦ୍ଧା ନବଜୋତ୍ କୌର୍ ଇତିହାସ ରଚିଛନ୍ତି।
କିର୍ଗିଜ୍ସ୍ଥାନର ବିସ୍କେକ୍ଠାରେ ଅନୁଷ୍ଠିତ ସିନିୟର୍ ଏସିଆନ୍ ଚାମ୍ପିଅନ୍ସିପ୍ରେ ୬୫ କିଲୋ ଫ୍ରି’ଷ୍ଟାଇଲ୍...
ରିଆଲିଟି ସୋ’ରୁ ସିନେ ଅଭିନେତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ରିଆଲିଟି ସୋ’ରୁ ଫିଲ୍ମ ପରଦାରେ ଏଣ୍ଟ୍ରି କରିବା ସେତେଟା ସହଜ ନୁହେଁ। କିନ୍ତୁ ଓଲିଉଡରେ କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଦକ୍ଷ ଅଭିନୟ ଦ୍ୱାରା ଫିଲ୍ମ ପରଦାରେ ଅଭିନେତ୍ରୀ ହେବାର ସୌଭାଗ୍ୟ ଲାଭ...
ଶନିବାର ଭୋଟ ଗଣତି: ତ୍ରିପୁରା-ମେଘାଳୟ-ନାଗାଲାଣ୍ଡ ଉପରେ ସମସ୍ତଙ୍କ ନଜର
ଓଡ଼ିଶାଲାଇଭ୍ ବ୍ୟୁରୋ
ଶୁକ୍ରବାର ସାରା ଦେଶ ପାଳନ କରିଛି ରଙ୍ଗର ପର୍ବ ହୋଲି। ହେଲେ ଶନିବାର ୩ଟି ରାଜ୍ୟରେ ପଳନ ହେବ ରାଜନୀତିର ହୋଲି। ଶନିବାର ରାଜନୀତିର ହୋଲି କେଉଁ ଦଳ ଖେଳିବ ତାକୁ...





















