‘ବ୍ଲାକମେଲ୍’ କରିବେ ଓଲିଉଡ ନାୟିକା ତମନ୍ନା

ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ୍‌ ବ୍ୟୁରୋ 'ନିଝୁମ୍ ରାତିର ସାଥୀ' ଓ 'ଏକ୍ସକ୍ୟୁଜ୍ ମି କଣ କଲା ସେ' ଭଳି ସିନେମାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ତମନ୍ନା ‘ବ୍ଲାକମେଲ୍’ କରିବାକୁ ଯାଉଛନ୍ତି। ଅଳ୍ପ ଦିନରେ ଓଲିଉଡ଼ରେ...

ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାର ଆଶ୍ୱସ୍ତ

ଓଡ଼ିଶାଲାଇଭ୍‍ ବ୍ୟୁରୋ ସପ୍ତାହରୁ ଅଧିକ ସମୟ ଧରି ଚାଲିଥିବା କଲେଜ ଓ ଶିକ୍ଷକମାନଙ୍କ ଆନ୍ଦୋଳନ ସ୍ଥଗିତ ହୋଇଛି। ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖାଗଲା ବୋଲି ଶିକ୍ଷକ ସଂଘ ପକ୍ଷରୁ...

ପାମ୍ପଡ଼ ବିକୁଥିଲେ ନିରବ ମୋଦିଙ୍କ ପରିବାର, ଏବେ ୧୦ଟି ଦେଶରେ ହୀରା ବ୍ୟବସାୟ

ଓଡ଼ିଶାଲାଇଭ୍ ବ୍ୟୁରୋ ନିରବ ମୋଦିଙ୍କ ଜେଜେ ବାପା ଗୁଜୁରାଟର ପାଲମପୁରରେ ବିକୁଥିଲେ ପାମ୍ପଡ଼। ପରେ ତାଙ୍କ ବାପା ବେଲଜିୟମରେ ଆରମ୍ଭ କରିଥିଲେ ହୀରା ବ୍ୟବସାୟ। ଏହାର ପ୍ରଭାବ ନିରବଙ୍କ ଉପରେ ପଡ଼ିଲା। ୧୯ ବର୍ଷ...

ଜାଣନ୍ତି କି କେଉଁ ସିନେମା ହୋଇଛି ଟ୍ୟାକ୍ସ ଫ୍ରି?

ଓଡ଼ିଶାଲାଇଭ୍‍ ଏଣ୍ଟରଟେନ୍‌ମେଣ୍ଟ ବ୍ୟୁରୋ ବଲିଉଡରେ କେତେକ ଫିଲ୍ମକୁ ଟ୍ୟାକ୍ସ-ଫ୍ରି ବା କରମୁକ୍ତ ଘୋଷଣା କରାଯାଇଛି। ନିକଟ ଅତୀତରେ କେତେକ ହିନ୍ଦୀ ସିନେମାକୁ ମଧ୍ୟ ଟ୍ୟାକ୍ସ-ଫ୍ରି କରାଯାଇଛି। ବଲିଉଡରେ ନିକଟ ଅତୀତରେ ଯେଉଁ ସବୁ ହିନ୍ଦୀ ସିନେମାକୁ...

ନିରବ ମୋଦି କାରନାମା: ଓଡିଶା ପ୍ରକଳ୍ପରେ ଡୋର ବନ୍ଧା ହେବ?

ଓଡିଶାଲାଇଭ ବ୍ୟୁରୋ ନିରବ ମୋଦିଙ୍କ ବହୁଚର୍ଚ୍ଚିତ ଏଗାର ହଜାର କୋଟି ଟଙ୍କାର ମହାଠକେଇ ପରେ ଓଡ଼ିଶାରେ ଏକ ପ୍ରକଳ୍ପକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି। ଓଡିଶା ସରକାରଙ୍କ ପକ୍ଷରୁ ନିରବ ମୋଦିଙ୍କ ସହ...

ଜଣେ ଥିଲେ ବିଜୁ ପଟ୍ଟନାୟକ

ବିଭୂତି ପଟ୍ଟନାୟକ ପାକିସ୍ତାନ କାଶ୍ମୀର ଆକ୍ରମଣ କଲାବେଳେ ପ୍ରଧାନମନ୍ତ୍ରୀ ନେହରୁଙ୍କ ନିର୍ଦ୍ଦେଶରେ ବିଜୁ ପଟ୍ଟନାୟକ ଭାରତୀୟ ସୈନିକମାନଙ୍କୁ ବିମାନରେ ଶ୍ରୀନଗରରେ ଅବତରଣ କରାଇ ପ୍ରଶଂସା ଅର୍ଜନ କରିଥିଲେ। ସେହିପରି ସ୍ୱାଧୀନ ଇଣ୍ଡୋନେସିଆ ଉପରେ ଡଚ୍...

ଏସବୁ ଓଡ଼ିଆ ସିନେମା କେବେ ରିଲିଜ୍ ହେବ?

ଓଡ଼ିଶାଲାଇଭ୍ ବ୍ୟୁରୋ ଅତୀତରେ କିଛି ଓଡ଼ିଆ ସିନେମା ନିର୍ମାଣ ହୋଇ ରିଲିଜ୍‌ ହୋଇ ସାରିଛି, କିନ୍ତୁ ଆଉ କିଛି ସିନେମାର ସୁଟିଂ ସରିଥିଲେ ମଧ୍ୟ ତାହା ପରଦା ଉପରକୁ ଆସିପାରିନାହିଁ। ଓଲିଉଡରେ ପ୍ରତିବର୍ଷ ଅନେକ ସିନେମାର...

ଟିମ୍ ଇଣ୍ଡିଆର ‘ଲିଟିଲ୍ ଗାର୍ଲ’

ଓଡ଼ିଶାଲାଇଭ୍‌ ବ୍ୟୁରୋ ଭାରତୀୟ ମହିଳା କ୍ରିକେଟ୍‌ ଦଳରେ ସ୍ଥାନ ପାଇଥିବା ୧୭ବର୍ଷୀୟ ଜେମିମାହ ରଣ୍ଡ୍ରିଜ୍‌ଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା। ମୁମ୍ବାଇ ଖେଳାଳି ଜେମିମାହ ରଣ୍ଡ୍ରିଜ୍‌ ମଙ୍ଗଳବାର ଦିନ ଦକ୍ଷିଣ ଆଫ୍ରିକା ବିରୋଧରେ ନିଜ ପ୍ରଥମ...

ରୂପେଲି ପରଦାର ମୋହ ଛାଡ଼ି ଯଲିଉଡ଼ରେ ରାଜ କରୁଛନ୍ତି ପୀୟୁଷ

ଓଡ଼ିଶାଲାଇଭ୍‌ ବ୍ୟୁରୋ  ବେଶ୍ କେତୋଟି ଯାତ୍ରାନାଟକରେ ସଫଳ ଅଭିନୟ କରି ଯଲିଉଡ଼ର ଜଣେ ନାମୀ କଳାକାର ଭାବେ ପରିଚିତ ହୋଇଛନ୍ତି ପୀୟୁଷ । ଯାତ୍ରାରେ ମିଳିଛି କେତେବେଳେ ନାୟକ ତ ପୁଣି କେତେବେଳେ ଖଳନାୟକ...

ଭୁବନେଶ୍ୱର ଇନ୍‌ଫୋସିଟି ରୋଡରେ ଖୋଲିଲା ଗ୍ଲୋବାଲ ଟେକ୍ ପ୍ରମୋଟର୍ସର ନୂତନ କାର୍ଯ୍ୟାଳୟ

ଓଡ଼ିଶାଲାଇଭ୍‌ ବ୍ୟୁରୋ ଓଡ଼ିଶାର ପ୍ରମୁଖ ସାଇବର ସିକ୍ୟୁରିଟି ଡେଭଲପମେଣ୍ଟ, ୱେବ୍ ଏବଂ ସଫ୍ଟୱେର ସଲ୍ୟୁସନ କମ୍ପାନି ଗ୍ଲୋବାଲ ଟେକ୍ ପ୍ରମୋଟରସ୍ (ଜିଟିପି)ର ନୂଆ କାର୍ଯ୍ୟାଳୟ ଭୁ୍ବନେଶ୍ୱର ଇନ୍‌ଫୋସିସ୍ ରୋଡ୍ ଶୁକ୍ରବାର ଉଦ୍‌ଘାଟିତ ହୋଇଛି। ଏହାକୁ...