ଜାତୀୟ ସାହସିକତା ପୁରସ୍କାର ପାଇଥିବା ଦୁଇ ଓଡ଼ିଆଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
ଜାତୀୟ ସାହସିକତା ପୁରସ୍କାର ପାଇଥିବା କେନ୍ଦ୍ରାପଡ଼ାର ମମତା ଦଳାଇ ଏବଂ କେନ୍ଦୁଝରର ପଙ୍କଜ ମହାନ୍ତଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଛନ୍ତି।
ଚଳିତବର୍ଷ ଜାତୀୟ ସାହସିକତା ପୁରସ୍କାର ପାଇଥିବା ଦୁଇ ଓଡ଼ିଆଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ...
କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା: ତନାଘନା କରିବ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍
ଓଡ଼ିଶାଲାଇଭ୍ ବ୍ୟୁରୋ
କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟାର କାରଣ ଖୋଜିବ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟିମ୍। ଏହି ଟିମ୍ ଏବେ କୁନ୍ଦୁଲି ଗସ୍ତରେ ଯାଇଛନ୍ତି।
କାହିଁକି ଆତ୍ମହତ୍ୟା କଲେ କୁନ୍ଦୁଲି ପୀଡ଼ିତା? ଏହି ଆତ୍ମହତ୍ୟ ପଛର କାରଣ କ'ଣ?...
ଅର୍ଥନୈତିକ ସର୍ଭେ ରିପୋର୍ଟ ପୁସ୍ତିକାର ରଙ୍ଗ କାହିଁକି ହେଲା ଗୋଲାପୀ?
ଓଡ଼ିଶାଲାଇଭ୍ ବ୍ୟୁରୋ
ଅର୍ଥନୈତିକ ସର୍ଭେ ରିପୋର୍ଟ ପୁସ୍ତିକାର ରଙ୍ଗ ଗୋଲାପୀ କରାଯାଇଛି। ପୁଅ-ଝିଅଙ୍କ ମଧ୍ୟରେ ଭେଦଭାବ ଦୂର କରିବା ପାଇଁ ପ୍ରଥମ ଥର ପାଇଁ ଏହି ପଦକ୍ଷେପ ନିଆଯାଇଛି।
ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସୋମବାର ସଂସଦରେ...
କୁନ୍ଦୁଲି ଗଣଦୁଷ୍କର୍ମ: ପୀଡ଼ିତା ପରିବାରକୁ କ୍ଷତିପୂରଣ ଦାବି କଲା ବିଜେପି
ଓଡ଼ିଶାଲାଇଭ୍ ବ୍ୟୁରୋ
ପୀଡ଼ିତା ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବି
ଏଚ୍ଆର୍ପିସି ଏଡିଜି ଏବଂ କୋରାପୁଟ ଏସ୍ପିଙ୍କ ବରଖାସ୍ତ ଦାବି
କୁନ୍ଦୁଲି ଗଲା କ୍ରାଇମବ୍ରାଞ୍ଚ ଟିମ୍
ବିଜେଡି କହିଲା ଅଯଥା ରାଜନୀତି
କୁନ୍ଦୁଲି...
ଶିଳ୍ପସମୃଦ୍ଧ ଆଧୁନିକ ଓଡ଼ିଶାର ଆଦ୍ୟ ନିର୍ମାତା
ଦିଲିପ କୁମାର ବିଷୋୟୀ
ଓଡ଼ିଆ ଅସ୍ମିତାର, ଓଡ଼ିଆ ସ୍ୱାଭିମାନର ପ୍ରବୀଣ ପ୍ରବକ୍ତା ବିଜୁ ପଟ୍ଟନାୟକ, ଯାହାଙ୍କ ନାମ ଏ ଜାତି ଆଜି ବି ସ୍ମରଣ କରିଥାଏ ଶତ ଶ୍ରଦ୍ଧାରେ।
ସ୍ୱାଧୀନତା ପୂର୍ବ ଓଡ଼ିଶାର ଅର୍ଥନୀତିରେ ବେରୋଜଗାରୀ...
ଭକ୍ତିକବି ମଧୁସୂଦନ ରାଓ
ପ୍ରଶାନ୍ତ କୁମାର ମଙ୍ଗରାଜ
ବର୍ଣ୍ଣବୋଧର ରଚୟିତା ଭକ୍ତକବି ମଧୁସୂଦନ ରାଓ ଓଡ଼ିଆ ଜାତିର ଚିର ନମସ୍ୟ। ତାଙ୍କ ସାହିତ୍ୟକୃତି ଓଡ଼ିଆ ଭାଷାଭଣ୍ଡାରକୁ କରିଛି ସମୃଦ୍ଧିଶାଳୀ। ମଧୁସୂଦନଙ୍କ ପାଇଁ ଆମେ ଗର୍ବିତ ଓ ସମ୍ମାନିତ।
ମଧୁସୂଦନ ରାଓଙ୍କ...
ହୁସିଆର୍ ବିଲଡର୍! ବିନା ପଞ୍ଜିକରଣରେ ଜମି ବିକୁଥିଲେ ହେବ କାର୍ଯ୍ୟାନୁଷ୍ଠାନ
ଓଡ଼ିଶାଲାଇଭ୍ ବ୍ୟୁରୋ
ବିନା ପଞ୍ଜିକରଣରେ ଜମି ବା ଆପାର୍ଟମେଣ୍ଟ୍ ବିକ୍ରି କରୁଥିବା ବିଲଡରମାନେ ହୁସିଆର୍ ହୋଇଯାନ୍ତୁ। ନଚେତ୍ ସେମାନଙ୍କ ବିରୋଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଏମିତି ଚେତାବନୀ ଦେଇଛନ୍ତି ଓରେରା (ଓଡ଼ିଶା ରିଅଲ ଇଷ୍ଟେଟ୍ ରେଗୁଲେଟୋରି...
ବିଜେପୁର ମହାସମର: କଂଗ୍ରେସ-ବିଜେପିର ପ୍ରାର୍ଥୀ ଚୟନ ଅଙ୍କ ଛିଣ୍ଡୁନି
ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ମଇଦାନରେ ହେବ ଅସଲ ଲଢ଼େଇ। ଏଥିପାଇଁ ୩ ପ୍ରମୁଖ ଦଳ ପ୍ରସ୍ତୁତ କରୁଛନ୍ତି ରଣନୀତି। ବିଜେଡି ଆଗୁଆ ପ୍ରାର୍ଥୀ ଘୋଷଣା କରି କ୍ୟାମ୍ପେନିଂ ମୁଡ୍ରେ ରହିଥିବା ବେଳେ କଂଗ୍ରେସ ଓ...
ଥରକୁ ଥର ନିର୍ବାଚନ ଯୋଗୁଁ ଦେଶର ବିକାଶରେ ବାଧା ଉପୁଜୁଛି: ରାଷ୍ଟ୍ରପତି
ଓଡ଼ିଶାଲାଇଭ୍ ବ୍ୟୁରୋ
ସଂସଦରେ ପ୍ରଥମ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣରୁ ଏହି ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ମତ ରଖି କୋବିନ୍ଦ...
ମିଜିଲ୍ସ ଓ ରୁବେଲା ଟିକାକରଣ ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାଲାଇଭ୍ ବ୍ୟୁରୋ
[youtube https://www.youtube.com/watch?v=mo2mbG6ffTw]
୨୯ ଜାନୁଆରିରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଅଭିଯାନ
୯ମାସରୁ ୧୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯିବ ଟିକା
ରାଜ୍ୟର ୧.୧୩ କୋଟି ପିଲା ହେବେ ଉପକୃତ
ଗୋଟିଏ ଟିକା,...





















